ମାତ୍ର ସେ ଲଜ୍ଜ୍ଯାସ୍ପଦ ବାଲ୍ ଦବେତା ଆମ୍ଭମାନଙ୍କର ବାଲ୍ଯକାଳରୁ ଆମ୍ଭମାନଙ୍କ ପିତୃପୁରୁଷଗଣର ଶ୍ରମଫଳ, ସମାନଙ୍କେ ଗୋମଷୋଦି ପଲ, ସମାନଙ୍କେର ପୁତ୍ର ଓ କନ୍ଯାଗଣକୁ ଭକ୍ଷଣ କରିଅଛି।
Cross references
ସମାନେେ କହନ୍ତି, ' ସହେି ସ୍ତ୍ରୀ ଲୋକମାନେ ଶୀଘ୍ର ଆସନ୍ତୁ ଓ ଆମ୍ଭମାନଙ୍କ ପାଇଁ ବିଳାପ କରନ୍ତୁ। ଆମ୍ଭର ଚକ୍ଷୁ ଯେପରି ଲୋତକରେ ପୂର୍ଣ୍ଣ ହବେ ଓ ଚକ୍ଷୁରୁ ଯେପରି ଲୋତକର ନିର୍ଝର ନିର୍ଗତ ହବେ।'
ହେ ଯିହୁଦାର ଲୋକମାନେ, ତୁମ୍ଭମାନଙ୍କର ମୂର୍ତ୍ତିମାନଙ୍କର ସଂଖ୍ଯା ସଠାେ ରେ ଅଧିବାସୀମାନଙ୍କ ସହିତ ସମାନ। ୟିରୁଶାଲମର ରାଜପଥଗୁଡ଼ିକର ସଂଖ୍ଯା ପରି, ତୁମ୍ଭମାନେେ ବହୁତ ବଦେୀ ନିର୍ମାଣ କଲ, ବାଲ୍ ନିମନ୍ତେ ସୁଗନ୍ଧି ଧୂପ ଜଳାଇବା ପାଇଁ।
ପୁଣି ଆମ୍ଭେ ଯେଉଁ ସରୁ ମଇଦା, ତୈଳ ଓ ମଧୁ ତୁମ୍ଭ ଖାଦ୍ୟ ପାଇଁ ଦଇେଥିଲୁ, ତୁମ୍ଭେ ସେସବୁ ସୌରଭାର୍ଥେ ସମାନଙ୍କେ ସମ୍ମୁଖ ରେ ରଖିଲ। ତୁମ୍ଭେ ଗଣିକା ସଦୃଶ ସହେି ପ୍ରତିମାଗଣଙ୍କୁ ସନ୍ତୁଷ୍ଟ କରିବାକୁ ଏହିସବୁ କଲ। ଏହା ମାରେ ପ୍ରଭୁ ସଦାପ୍ରଭୁ କହନ୍ତି।
ମାେ ନିମନ୍ତେ ତୁମ୍ଭେ ଯେଉଁ ପୁତ୍ର ଓ କନ୍ଯାମାନଙ୍କୁ ଜନ୍ମ କରିଥିଲ, ତୁମ୍ଭେ ସହେି ପୁତ୍ର କନ୍ଯାଗଣକୁ ବଧକରି ସମାନଙ୍କେୁ ଭଣ୍ଡ ଦବେତାର ଖାଦ୍ୟରୂପେ ଉତ୍ସର୍ଗ କଲ। ତୁମ୍ଭେ ୟଥେଷ୍ଟ ବେଶ୍ଯାବୃତ୍ତି କଲ ନାହିଁ କି ?
ସେ ସମୟରେ ତୁମ୍ଭେ ଯେତବେେଳେ ଆପଣା ବଡ଼ ଓ ସାନ ଭଗିନୀଗଣକୁ ଗ୍ରହଣ କରିବ, ସେତବେେଳେ ତୁମ୍ଭେ ନିଜର ଚରିତ୍ରହୀନତା ୟୋଗୁଁ ଲଜ୍ଜିତା ହବେ। ମୁଁ ସମାନଙ୍କେୁ କନ୍ଯାରୂପେ ତୁମ୍ଭକୁ ଦବେି, କିନ୍ତୁ ତୁମ୍ଭର ଚୁକ୍ତି ଅନୁସାରେ ନୁହେଁ।
ତୁମ୍ଭେ ଯାହାସବୁ କରିଅଛ, ଯେତବେେଳେ ମୁଁ ସେସବୁକୁ ସଂ ଶାଧେନ କରି ଦବେି। ସେତବେେଳେ ତୁମ୍ଭେ ସ୍ମରଣ କରି ଲଜ୍ଜିତ ହବେ ଓ ନିଜ ଅପମାନ ହତେୁ ଆଉ କବେେ ଆପଣା ମୁଖ ଫିଟାଇବ ନାହିଁ। ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।
ସେ ଜାଣି ନ ଥିଲା ଆମ୍ଭେ ୟିଏକି ତା'କୁ ଶସ୍ଯ, ଦ୍ରାକ୍ଷାରସ ଓ ତୈଳ ଦେଉଥିଲୁ। ଆମ୍ଭେ ଅଧିକରୁ ଅଧିକ ସୁନା ରୂପା ତାକୁ ଦଇେ ଗ୍ଭଲିଥିଲୁ। କିନ୍ତୁ ଇଶ୍ରାୟେଲୀୟମାନେ ସହେି ସୁନା ଓ ରୂପାକୁ ବାଲ୍ଙ୍କ ମୂର୍ତ୍ତି ତିଆରି ରେ ବ୍ଯବହାର କଲେ।
ସହେି ସମୟରେ ଆମ୍ଭେ ଇଶ୍ରାୟେଲକୁ ପାଇଲୁ, ସମାନେେ ମରୁଭୂମିରେ ସତଜେ ଦ୍ରାକ୍ଷାଲତା ସଦୃଶ ଥିଲେ। ସମାନେେ ଡିମିରି ଗଛର ପ୍ରଥମ ଫଳ ସଦୃଶ ଥିଲେ। କିନ୍ତୁ ସମାନେେ ଯେତବେେଳେ ବାଲ-ପିୟୋର ନିକଟକୁ ଆସିଲେ ସମାନେେ ଲଜ୍ଜାସ୍ପଦ ମୂର୍ତ୍ତିଗୁଡିକୁ ଭକ୍ତି କଲେ। ତା'ପ ରେ ସମାନେେ ଭଲ ପାଉଥିବା ଜିନିଷଗୁଡିକ ଘୃଣ୍ଯ ହେଲା।
ଅଶୂରକୁ ମହାନ୍ ରାଜାଙ୍କ ଉପହାର ସ୍ବରୂପ ଏହାକୁ ନିଆଗଲା। ସେ ଇଫ୍ରଯିମଙ୍କର ଲଜ୍ଜାଜନକ ପ୍ରତିମା ରଖିବ। ଇଶ୍ରାୟେଲ ତା'ର ମୂର୍ତ୍ତି ପାଇଁ ଲଜ୍ଜିତ ହବେ।