ହେ ସଦାପ୍ରଭୁ ଶଷେରେ ତୁମ୍ଭର ହିଁ ବିଜଯ ହବେ। ଦୟାକରି ତୁମ୍ଭର ଲୋକମାନଙ୍କ ଉପରେ ଆଶୀର୍ବାଦ କର।
Cross references
ପୁଣି ପବିତ୍ର ସିନ୍ଦୁକ ଅଗ୍ରସର ହବୋ ବେଳେ ମାଶାେ କହନ୍ତି,
କିନ୍ତୁ ଶମ୍ମ କ୍ଷେତ୍ର ମଧିଅରେ ଠିଆ ହାଇେ ତାହା ରକ୍ଷା କଲା ଓ ପଲେଷ୍ଟୀୟମାନଙ୍କୁ ବଧ କଲା। ତହିଁରେ ସଦାପ୍ରଭୁ ମହାଜଯ ସାଧନ କଲେ।
ଲୋକମାନଙ୍କୁ ଏକ ଶିକ୍ଷା ପ୍ରଦାନ କର। ସମାନେେ ଜାଣିବା ଉଚିତ୍ ୟେ ସମାନେେ କବଳେ ମନୁଷ୍ଯ ମାତ୍ର ଅଟନ୍ତି। -ସେଲା-
ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ। ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତି।
ଆପଣା ସବେକକୁ ଦୟାକର ଓ ଆପଣା ସ୍ନହପେୂର୍ଣ୍ଣ କରୁଣା ପ୍ରଦର୍ଶନ କରି ମାରେ ଜୀବନ ରକ୍ଷା କର।
ସଦାପ୍ରଭୁ ସର୍ବଦା ଧାର୍ମିକ ଲୋକକୁ ରକ୍ଷା କରନ୍ତି। ସଦାପ୍ରଭୁ ହିଁ ସହେି ଧାର୍ମିକ ଲୋକମାନଙ୍କର ସଂକଟ ସମଯରେ ଏକମାତ୍ର ବଳ। ଯେତବେେଳେ ସମାନେେ ଅସୁବିଧାରେ ପଡ଼ନ୍ତି।
ସମାନେେ ବହନ୍ତା ଜଳପରି ଅନ୍ତର୍ଦ୍ଧାନ ହାଇେ ୟାଆନ୍ତୁ। ରାସ୍ତାର ଘାସ ତୁଲ୍ଯ ସମାନେେ ପଦଦଳିତ ହୁଅନ୍ତୁ।
ରାଜାଙ୍କର ପ୍ରସିଦ୍ଧ ସର୍ବଦା ଅକ୍ଷୁର୍ଣ୍ଣ ରହୁ। ଆକାଶରେ ସୂର୍ୟ୍ଯ ଥିବା ପର୍ୟ୍ଯନ୍ତ ଲୋକମାନେ ତାଙ୍କର ନାମକୁ ମନେ ରଖନ୍ତୁ। ସମସ୍ତ ପ୍ରଜା ତାଙ୍କ ୟୋଗୁଁ ଆଶୀର୍ବାଦ ପାଆନ୍ତୁ ଓ ସମସ୍ତ ଜାତିଗଣ ତାଙ୍କୁ ପ୍ରଶଂସା କରନ୍ତୁ।
ମୁଁ ତୁମ୍ଭର, ତଣେୁ ମାେତେ ରକ୍ଷା କର। କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁର ଅନ୍ବଷେଣ କରିଅଛ।
ୟୁଦ୍ଧ ଦିନ ପାଇଁ ଅଶ୍ବ ସୁସଜ୍ଜିତ ହୁଏ। ମାତ୍ର ଜଯ ସଦାପ୍ରଭୁଙ୍କଠାରୁ ସର୍ବଦାଆ ସେ।
ଆମ୍ଭେ ହିଁ ସଦାପ୍ରଭୁ ଓ ଆମ୍ଭ ବ୍ଯତୀତ ତ୍ରାଣକର୍ତ୍ତା କହେି ନାହାନ୍ତି।
ତୁମ୍ଭମାନେେ ଆସ ଓ ତାହା ଉପସ୍ଥିତ କର ; ସମାନେେ ପରସ୍ପର ମନ୍ତ୍ରଣା କରନ୍ତୁ।
ଉପପର୍ବତସମୂହ ରେ ପ୍ରତିମା ପୂଜା ନିର୍ବୋଧତା ଥିଲା। ପର୍ବତମାନଙ୍କର ଉପରିସ୍ଥ କୋଳାହଳ ଜନିତ ସମାରୋହ ବ୍ଯର୍ଥ ଥିଲେ। ମାତ୍ର ଏହା ନିଶ୍ଚିତ ଯେ ପରମେଶ୍ବର ସଦାପ୍ରଭୁଙ୍କଠା ରେ ଇଶ୍ରାୟେଲର ପରିତ୍ରାଣ ଅଛି।
ମିଶର ରେ ତୁମ୍ଭମାନେେ ବାସ କରିବା ଦିନଠାରୁ ଆମ୍ଭେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ହାଇେ ଆସିଛୁ। ତୁମ୍ଭମାନେେ ଆମ୍ଭ ବ୍ଯତୀତ ଅନ୍ୟ କୌଣସି ପ୍ରଭୁଙ୍କୁ ଜାଣି ନଥିଲ। ଆମ୍ଭେ ଏକମାତ୍ର ବ୍ଯକ୍ତି ଯେ କି ତୁମ୍ଭମାନଙ୍କୁ ରକ୍ଷା କରୁଥିଲୁ।
ପରିତ୍ରାଣ କବଳେ ସଦାପ୍ରଭୁଙ୍କ ନିକଟରୁ ଆ ସେ। ହେ ସଦାପ୍ରଭୁ, ମୁଁ ବଳିଦାନ ଦବୋକୁ ପ୍ରସ୍ତୁତ ଏବଂ ମୁଁ ତୁମ୍ଭକୁ ପ୍ରଶଂସା ଓ ଧନ୍ଯବାଦ ଜଣାଇବି। ମୁଁ କରିଥିବା ସମସ୍ତ ଶପଥ ରକ୍ଷା କରିବି।
ପରମେଶ୍ବର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା ପାଇଁ ପ୍ରଥମେ ଆପଣାର ବିଶଷେ ସବେକ ଯୀଶୁଙ୍କୁ ପଠାଇଛନ୍ତି। ତୁମ୍ଭମାନେେ ଯେପରି ମନ୍ଦକାର୍ୟ୍ଯରୁ ବିମୁଖ ହୁଅ, ଏଥିପାଇଁ ସେ ଏପରି କରିଛନ୍ତି।
ତାହାଙ୍କ ବ୍ଯତୀତ ଅନ୍ୟ କାହା ପାଖ ରେ ଉଦ୍ଧାର ନାହିଁ, କାରଣ ଏହି ଆକାଶ ତଳେ ଦିଆଯାଇଥିବା ଅନ୍ୟ କୌଣସି ନାମ ନାହିଁ ଯାହା ଦ୍ବାରା କି ଆମ୍ଭେ ଉଦ୍ଧାର ପାଇପାରିବା।
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ବରଙ୍କ ପ୍ରଶଂସା ହେଉ। ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ଥିବା ହତେୁ ପରମେଶ୍ବର ଆମ୍ଭକୁ ସ୍ବର୍ଗ ରେ ସମସ୍ତ ଆଧ୍ଯାତ୍ମିକ ଆଶୀର୍ବାଦ ଦଇେଛନ୍ତି।
ପରମେଶ୍ବର କହିଲେ : ମୁଁ ଅବଶ୍ଯ ତୁମ୍ଭକୁ ଆଶୀର୍ବାଦ କରିବି। ମୁଁ ତୁମ୍ଭର ବଂଶ ଅତିଶୟ ବୃଦ୍ଧି କରିବି।307
ତୁମ୍ଭ ପ୍ରତି ମନ୍ଦ କାମ କରିଥିବା ଲୋକକୁ ଆକ୍ରମଣ କରିବା ଉଦ୍ଦେଶ୍ଯ ରେ କୌଣସି ଲୋକ ପ୍ରତି ମନ୍ଦ କାମ କର ନାହିଁ। ବା ତୁମ୍ଭକୁ ଖରାପ ପଥା କହିଥିବା ଯୋଗୁ କୌଣସି ଲୋକକୁ ତା' ବଦଳ ରେ ମନ୍ଦ କଥା କୁହ ନାହିଁ। ତା' ବଦଳ ରେ ପରମେଶ୍ବରଙ୍କଠା ରେ ପ୍ରାର୍ଥନା କର ଯେ, ସେ ତା'କୁ ଆଶୀର୍ବାଦ କରିବେ। ତୁମ୍ଭେ ନିଜେ ଆଶୀର୍ବାଦ ଗ୍ରହଣ କରିବା ପାଇଁ ଆହ୍ବାନ ପାଇଥିବାରୁ ଏପରି କର।
ସମାନେେ ଉଚ୍ଚ ସ୍ବର ରେ ପାଟିକରି କହୁଥିଲେ, ବିଜୟ (ପରିତ୍ରାଣ) ସିଂହାସନୋପବିଷ୍ଟ ଆମ୍ଭମାନଙ୍କର ପରମେଶ୍ବର ଓ ମଷେଶାବକଙ୍କର।
ତା'ପରେ ମୁଁ ସ୍ବର୍ଗ ରେ ଅନକେ ଲୋକମାନଙ୍କର ସ୍ବର ଭଳି ଏକ ସ୍ବର ଶୁଣିଲି। ସମାନେେ କହୁଥିଲେ :