Home Bibles ☰ Books ଯିରିମିୟ 22:6 · ଓଡ଼ିଆ ବାଇବେଲ
ଯିରିମିୟ 22:6 · ଓଡ଼ିଆ ବାଇବେଲ

ଆଉ ଯିହୁଦାର ରାଜଗୃହ ବିଷଯ ରେ ସଦାପ୍ରଭୁ ଏହିକଥା କହନ୍ତି,

Cross references

ଆଦି ପୁସ୍ତକ 37:25

ଯେତବେେଳେ ଯୋଷଫେ କୂପ ମଧିଅରେ ଥିଲେ। ତା'ର ଭାଇମାନେ ଖାଇବାକୁ ବସିଲେ। ଏହାପରେ ସମାନେେ ଦେଖିଲେ, ଏକ ବଣିକ ଦଳ ଗିଲିଯଦରୁ ଇଶ୍ମାଯଲେୀଯ ପଥିକ ଓଟ ଉପରେ ସୁଗନ୍ଧି ଦ୍ରବ୍ଯ ଓ ଗୁଗ୍ଗୁଳ ଓ ଗନ୍ଧରସ ଘନେି ମିଶର ଦେଶକୁ ଯାଉଛନ୍ତି।

ଦିତୀୟ ବିବରଣ 3:25

ମୁ ବିନତି କରୁଛି, ମାେତେ ସପୋରିକି ୟିବାକକ୍ସ୍ଟ ଦିଅ, ୟର୍ଦ୍ଦନର ସପୋରିସ୍ଥ ସହେି ଉତ୍ତମ ଦେଶ, ସହେି ରମଣୀଯ ପର୍ବତ ଓ ଲିବାନୋନ୍ ଦେଖିବାକକ୍ସ୍ଟ ଦିଅ।'

ଗୀତସଂହିତା 107:34

ପରମେଶ୍ବର ଉର୍ବର ଜମିକୁ ଲବଣାକ୍ତ ଭୂମିରେ ବଦଳାଇ ପାରନ୍ତି। କାରଣ ଦେଶର ଅଧର୍ମୀ ଲୋକମାନେ ସଠାେରେ ବାସ କରନ୍ତି।

ପରମଗୀତ 5:15

ତାଙ୍କର ଗୋଡ଼ ଦୁଇଟି ସୁବର୍ଣ୍ଣ ମୂଳଦୁଆ ରେ ସ୍ଥାପିତ ଦୁଇଟି ମାର୍ବଲର ସ୍ତମ୍ବ ତୁଲ୍ଯ। ତାଙ୍କର ଆକୃତି ଲିବାନୋନ୍ ଏରସ ବୃକ୍ଷ ତୁଲ୍ଯ ଉତ୍କୃଷ୍ଟ।

ଯିଶାଇୟ 6:11

ତା'ପ ରେ ମୁଁ ସଦାପ୍ରଭୁଙ୍କୁ ପ୍ରଶ୍ନ କଲି, ପ୍ରଭୋ ! ମୁଁ କେତକୋଳ ଏହା କରିବି ?'

ଯିଶାଇୟ 24:1

ଦେଖ, ସଦାପ୍ରଭୁ ପୃଥିବୀକୁ ଧ୍ବଂସ କରୁଛନ୍ତି। ସେ ତାହାକୁ ସମ୍ପୂର୍ଣ୍ଣ ଭାବରେ ଶୂନ୍ଯ କରୁଛନ୍ତି ଓ ଲୋକମାନଙ୍କୁ ବଳପୂର୍ବକ ଦୂର ସ୍ଥାନକୁ ବିତାଡ଼ିତ କରୁଛନ୍ତି।

ଯିଶାଇୟ 27:10

ସଦେିନ ସହେି ସୁଦୃଢ଼ ପ୍ରାନ୍ତର ତୁଲ୍ଯ ଜନଶୂନ୍ଯ ହବେ। ଏହା ଏକ ମରୁଭୂମିରେ ପରିଣତ ହବେ। ନିର୍ଜନ ଓ ପରିତ୍ଯକ୍ତ ବସତି ସ୍ଥାନ ହବେ। ସେ ସ୍ଥାନ ରେ ଗୋରୁପଲ ଚରିବେ ଓ ଶଯନ କରିବେ ଏବଂ ଦ୍ରାକ୍ଷାର ଶାଖା ଭାଙ୍ଗି ଖାଇବେ।

ଯିଶାଇୟ 37:24

ତୁମ୍ଭେ ତୁମ୍ଭର ଦାସମାନଙ୍କ ଦ୍ବାରା ମାରେ ପ୍ରଭୁ ସଦାପ୍ରଭୁଙ୍କୁ ଲାଞ୍ଚିତ କରିଅଛ। ତୁମ୍ଭେ କହିଛ, ମୁଁ ଅତି ଶକ୍ତିଶାଳୀ ଓ ମାରେ ଅପାର ରଥ ସାହାୟ୍ଯ ରେ ମୁଁ ଲିବାନୋନକୁ ପରାସ୍ତ କରିଛି, ତାହାର ଉଚ୍ଚତମ ପର୍ବତ ଶିଖରକୁ ଉଠିଅଛି, ତା'ର ଏରସ ଓ ଦବଦୋରୁ ବୃକ୍ଷସବୁ କାଟି ପକାଇଛି। ପୁଣି ତା'ର ଦୂରବର୍ତ୍ତୀ ଉଚ୍ଚସ୍ଥାନ ରେ ଓ ଫଳପୂର୍ଣ୍ଣ ନିବିଡ଼ ଅରଣ୍ଯ ରେ ପ୍ରବେଶ କରିଛୁ।

ଯିରିମିୟ 4:7

ଏକ ସିଂହ ନିଜ ଗହ୍ବରରୁ ବାହାରିଅଛି। ନାନା ଦେଶୀଯମାନଙ୍କର ବିନାଶକ ଆସୁଅଛି। ତୁମ୍ଭର ନଗରସବୁ ଧ୍ବଂସ ହବେ, ଆଉ ସଗେୁଡ଼ିକ ଜନଶୂନ୍ଯ ହବେ। ଏଥିପାଇଁ ସେ ନିଜ ସ୍ଥାନରୁ ବାହାରି ତୁମ୍ଭର ଦେଶକୁ ଉଜାଡ଼ିବାକୁ ଆସୁଛନ୍ତି।

ଯିରିମିୟ 4:20

ବିନାଶ ପ ରେ ବିନାଶର ଖବର ଆସୁଅଛି। କାରଣ ସମଗ୍ର ଦେଶ ବିନଷ୍ଟ ହେଉଅଛି। ମୁହୂର୍ତ୍ତକ ମଧିଅରେ ମାରେ ତମ୍ବୁ ଓ ନିମିଷକ ମଧିଅରେ ମାହେର ୟବନିକା ସବୁ ଧ୍ବଂସ ପାଇବ।

ଯିରିମିୟ 7:34

ସେ ସମୟରେ ଆମ୍ଭେ ଯିହୁଦାର ନଗରଗୁଡ଼ିକରେ ଓ ୟିରୁଶାଲମର ସଡ଼କମାନଙ୍କ ରେ ସୁଖ ଓ ଆନନ୍ଦଧ୍ବନି ଦୂର କରିବା। ବର କନ୍ଯାମାନଙ୍କର ଆମାଦେ ଧ୍ବନି ଆଉ ୟିରୁଶାଲମ ରେ ଶୁଣାୟିବ ନାହିଁ। କାରଣ ସମଗ୍ର ଦେଶ ଧ୍ବଂସ ସ୍ତୁପ ରେ ପରିଣତ ହବେ।

ଯିରିମିୟ 8:22

ଗିଲିଯଦ ରେ ଔଷଧ ଅଛି ଓ ସଠାେ ରେ ବୈଦ୍ଯମାନେ ମଧ୍ଯ ଅଛନ୍ତି। ତବେେ ମାରେ ଆଘାତପ୍ରାପ୍ତ ଲୋକମାନେ କାହିଁକି ଆରୋଗ୍ୟଲାଭ କରୁ ନାହାଁନ୍ତି ?

ଯିରିମିୟ 9:11

ପୁଣି ଆମ୍ଭେ ସଦାପ୍ରଭୁ ୟିରୁଶାଲମକୁ ଢ଼ିପି ଓ ଶୃଗାଳମାନଙ୍କ ବାସସ୍ଥାନ ରେ ପରିଣତ କରିବା। ଆଉ ଆମ୍ଭେ ଯିହୁଦାର ନଗରସମୂହକୁ ନିର୍ଜନ ଧ୍ବଂସସ୍ଥାନ କରିବା।

Interlinear

Choose Theme