ସେ ସମୟରେ ଆମ୍ଭେ ଯିହୁଦାର ନଗରଗୁଡ଼ିକରେ ଓ ୟିରୁଶାଲମର ସଡ଼କମାନଙ୍କ ରେ ସୁଖ ଓ ଆନନ୍ଦଧ୍ବନି ଦୂର କରିବା। ବର କନ୍ଯାମାନଙ୍କର ଆମାଦେ ଧ୍ବନି ଆଉ ୟିରୁଶାଲମ ରେ ଶୁଣାୟିବ ନାହିଁ। କାରଣ ସମଗ୍ର ଦେଶ ଧ୍ବଂସ ସ୍ତୁପ ରେ ପରିଣତ ହବେ।
Cross references
ଆଉ ଆମ୍ଭେ ନାନାଦେଶୀଯ ଲୋକମାନଙ୍କ ମଧିଅରେ ତୁମ୍ଭମାନଙ୍କୁ ଚ୍ଛିନ୍ନଭିନ୍ନ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଖଡ୍ଗ ଉତ୍ତୋଳନ କରିବା। ତହିଁରେ ତୁମ୍ଭମାନଙ୍କ ଦେଶ ଶୂନ୍ଯସ୍ଥାନ ହବେ ଓ ତୁମ୍ଭମାନଙ୍କ ନଗର ସକଳ ମରୁଭୂମି ହବେ।
ସହେି ରାତ୍ରି ରେ କୌଣସି ଉତ୍ପାଦନ ନ ହେଉ। ସହେି ରାତି ରେ କୌଣସି ଶୁଭ ଖବର ଶୁଣା ନ ଯାଉ।
ୟୁବକମାନେ ଅଗ୍ନିରେ ପୋଡ଼ି ମଲେ। ଏବଂ ସମାନଙ୍କେ କନ୍ଯାମାନଙ୍କର ବିବାହରେ ଅନ୍ୟ ବିବାହ-ଗୀତ ଶୁଣି ନାହିଁ।
ତୁମ୍ଭମାନଙ୍କର ଦେଶ ଧ୍ବଂସ ପ୍ରାପ୍ତ। ତୁମ୍ଭମାନଙ୍କର ନଗରଗୁଡ଼ିକ ଅଗ୍ନି ରେ ଭସ୍ମିଭୂତ ହାଇେଅଛି। ତୁମ୍ଭମାନଙ୍କର ଦେଶ ଶତ୍ରୁମାନଙ୍କ ଦ୍ବାରା ଅଧିକୃତ। ସୈନ୍ଯବାହିନୀ ଦ୍ବାରା ଦେଶ ଧ୍ବଂସ ହେଲା ପରି ତୁମ୍ଭର ଦେଶ ଧ୍ବଂସ ହାଇୟୋଇଛି।
ସିୟୋନ ନଗର ରେ ଦ୍ବାରଦେଶ ଶାେକ ଓ ବିଳାପ ରେ ମୁଖରିତ ହବେ। ୟିରୁଶାଲମ ଚୋରଦ୍ବାରା ଲୁଣ୍ଠିତା ନାରୀ ସଦୃଶ ଶୂନ୍ଯ ହାଇେ ପଡ଼ି ରହିବ। ସେ ଭୂମି ଉପ ରେ ବସି କବଳେ ବିଳାପ କରିବ।
ତା'ପ ରେ ମୁଁ ସଦାପ୍ରଭୁଙ୍କୁ ପ୍ରଶ୍ନ କଲି, ପ୍ରଭୋ ! ମୁଁ କେତକୋଳ ଏହା କରିବି ?'
ଦ୍ରାକ୍ଷାଲତା ମ୍ଲାନ ହେଉଛନ୍ତି ଓ ନୂତନ ଦ୍ରାକ୍ଷାରସ କ୍ଷୀଣ ହାଇୟୋଇଛି। ଯେଉଁ ଲୋକମାନଙ୍କର ହୃଦଯ ଖୁସିଥିଲା ବର୍ତ୍ତମାନ ସମାନେେ ୟନ୍ତ୍ରଣା ରେ ଗଁ ଗଁ କରୁଛନ୍ତି।
ଲୋକାମନେ ଆନନ୍ଦ ଉଲ୍ଲାସରୁ ନିବୃତ୍ତ ହାଇେଛନ୍ତି। ସମସ୍ତ ଆନନ୍ଦ ଧ୍ବନି ନୀରବ ହାଇେଛି। ତବଲା ଓ ବୀଣାର ମଧୁର ସଙ୍ଗୀତ ନିବୃତ୍ତ ହାଇେଅଛି।
ମୁଁ ଦେଖିଲି ଉର୍ବର କ୍ଷେତ୍ରସବୁ ମରୁଭୂମିରେ ପରିଣତ ହେଲା ଓ ସମସ୍ତ ନଗର ଧ୍ବଂସ ପାଇଲା। ସଦାପ୍ରଭୁଙ୍କ ପ୍ରଚଣ୍ଡ କୋର୍ଧ ଏହି ସମସ୍ତ ଧ୍ବଂସର କାରଣ ଥିଲା।
ସଦାପ୍ରଭୁ ଏହି କଥା କହନ୍ତି, ସମଗ୍ର ଦେଶ ବନ୍ଧ୍ଯା ହବେ, ମାତ୍ର ମୁଁ ସମ୍ପୂର୍ଣ୍ଣ ରୂପେ ଏହାକୁ ନିଃଶଷେ କରିବି ନାହିଁ।
କାରଣ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, 'ଆମ୍ଭେ ତୁମ୍ଭମାନଙ୍କ ଜୀବନକାଳ ମଧିଅରେ ଓ ତୁମ୍ଭମାନଙ୍କ ସମ୍ମୁଖ ରେ ଏହି ସ୍ଥାନରୁ ଆମାଦେ ପ୍ରମାଦେର ଧ୍ବନି, ଆନନ୍ଦ ରବ ଓ ବରକନ୍ଯାଙ୍କର ଆନନ୍ଦ କୋଳାହଳ ନିବୃତ୍ତ କରାଇବା।'
ଆଉ ମଧ୍ଯ ଆମ୍ଭେ ସମାନଙ୍କେ ମଧ୍ଯରୁ ଆମାଦେ, ପ୍ରମାଦେ, ଧ୍ବନି, ବରକନ୍ଯାଙ୍କର ସୁଖ ଓ ହର୍ଷ ଧ୍ବନି, ଚକିର ଶବ୍ଦ ଓ ପ୍ରଦୀପର ଆଲୋକ ଦୂର କରିବା।
ତୁମ୍ଭମାନେେ କହୁଅଛ, 'ଏହି ସ୍ଥାନ ନରଶୂନ୍ଯ ଓ ପଶୁଶୂନ୍ଯ ହାଇେ ଏକ ଧ୍ବଂସିତ ନଗର ହବେ।' ମାତ୍ର ଏହି ସ୍ଥାନ ଖୁବ୍ ଶୀଘ୍ର କୋଳାହଳପୂର୍ଣ୍ଣ ହବେ।
ସଦାପ୍ରଭୁ କହନ୍ତି, ଏଠା ରେ ତୁମ୍ଭମାନେେ ଆନନ୍ଦ ଧ୍ବନି ଓ ହର୍ଷନାଦ, ବର କନ୍ଯାଙ୍କର ହର୍ଷଧ୍ବନି, ସଦାପ୍ରଭୁଙ୍କର ପ୍ରଶଂସାଗାନର କୋଳାହଳ ପାଇବ। ସମାନେେ କହିବେ, 'ସଦାପ୍ରଭୁ ମଙ୍ଗଳମଯ ଓ ତାଙ୍କର କରୁଣା ସଦାକାଳ ସ୍ଥାଯୀ।' ତେଣୁ ତାଙ୍କର ଧନ୍ଯବାଦ କର। ପୁଣି ସଦାପ୍ରଭୁଙ୍କ ଗୃହକୁ ଧନ୍ଯବାଦସ୍ବରୂପ ବଳି ଆଣିବାର ଶବ୍ଦ ଶୁଣାୟିବ। ଏହା ହବେ କାରଣ ଆମ୍ଭେ ଆପଣା ଲୋକମାନଙ୍କର ଭାଗ୍ଯ ପରିବର୍ତ୍ତନ କରିବା। ସେଥିପାଇଁ ସବୁକିଛି ପୂର୍ବରୁ ଯେପରି ଥିଲା, ସପରେି ହାଇଯେିବ।
ଜଣେ ଉଗ୍ର ବ୍ଯକ୍ତି ଏକ ଦୁଷ୍ଟ ଆଶାବାଡ଼ି ରେ ପରିଣତ ହାଇେଅଛି, ସେ ସମାନଙ୍କେ ମଧ୍ଯରୁ ଜଣେ ନୁହେଁ, ସମାନଙ୍କେର ଜନଗହଳି ମଧ୍ଯରୁ ଜଣେ ନୁହେଁ, ସମାନଙ୍କେର ବଂଶଧରମାନଙ୍କ ମଧ୍ଯରୁ ଜଣେ ନୁହେଁ, ସମାନଙ୍କେର ନେତାମାନଙ୍କ ମଧ୍ଯରୁ ଜଣେ ନୁହେଁ।