Home Bibles ☰ Books ପରମଗୀତ 5:15 · ଓଡ଼ିଆ ବାଇବେଲ
ପରମଗୀତ 5:15 · ଓଡ଼ିଆ ବାଇବେଲ

ତାଙ୍କର ଗୋଡ଼ ଦୁଇଟି ସୁବର୍ଣ୍ଣ ମୂଳଦୁଆ ରେ ସ୍ଥାପିତ ଦୁଇଟି ମାର୍ବଲର ସ୍ତମ୍ବ ତୁଲ୍ଯ। ତାଙ୍କର ଆକୃତି ଲିବାନୋନ୍ ଏରସ ବୃକ୍ଷ ତୁଲ୍ଯ ଉତ୍କୃଷ୍ଟ।

Cross references

ଯାତ୍ରା ପୁସ୍ତକ 26:19

ସହେି କୋଡିଏ ତକ୍ତା ତଳେ ରଖିବା ପାଇଁ ଚାଳିଶ ରୂପାର ଆଧାର କର। ପ୍ରେତ୍ୟକକ ତକ୍ତା ତଳେ ଦୁଇଟି ଆଧାର ରଖ। ପ୍ରେତ୍ୟକକ ତକ୍ତା ତଳେ ଦୁଇଟି ଖିଲ ପାଇଁ ଦୁଇଟି ଆଧାର ରହିବ।

ବିଚାରକର୍ତାମାନଙ୍କ ବିବରଣ 13:6

ଏହାପରେ ସହେି ସ୍ତ୍ରୀ ଲୋକଜଣଙ୍କ ତା'ର ସ୍ବାମୀକକ୍ସ୍ଟ କହିଲା ଯାହା ସବୁ ଘଟିଗଲା। ସେ କହିଲା, ପରମେଶ୍ବରଙ୍କର ଜଣେ ଲୋକ ମାେ ନିକଟକକ୍ସ୍ଟ ଆସିଲେ ୟିଏକି ପରମେଶ୍ବରଙ୍କ ଦୂତପରି ଦଖାଯାେଉଥିଲେ। ସେ ଅତି ଭୟଙ୍କର ଦଖାଯାେଉଥିଲେ। ସେ କେଉଁଠକ୍ସ୍ଟ ଆସିଥିଲେ, ମୁ ତାଙ୍କୁ ପଗ୍ଭରି ପାରିଲି ନାହିଁ। କିମ୍ବା ସେ ତାଙ୍କର ନାମ ମାେତେ କହିଲେ ନାହିଁ।

ପ୍ରଥମ ରାଜାବଳୀ 4:33

ସେ ପ୍ରକୃତି ସମ୍ବନ୍ଧ ରେ ମଧ୍ଯ ବହୁକଥା ଜାଣିଲେ। ସେ ଲିବା ନୋନର ଏରସ ବୃକ୍ଷ ବିଷଯ ରେ ଓ ପ୍ରାଚୀର ରେ ଜନ୍ମିଥିବା ଏସୋବ ତୃଣ ବିଷଯ ରେ ଶିକ୍ଷା ଦେଲେ। ସେ ପଶୁ, ପକ୍ଷୀ, ଉ ରୋଗାମୀ ପ୍ରାଣୀ ଓ ମତ୍ସ୍ଯମାନଙ୍କର ବିଷଯ ରେ ଶିକ୍ଷା ଦେଲେ।

ଗୀତସଂହିତା 92:12

ଉତ୍ତମ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରରେ ରୋପିତ ଲିବାନୋନର ଏରସ ଗଛ ତୁଲ୍ଯ।

ଗୀତସଂହିତା 92:13

ସମାନେେ ପରମେଶ୍ବରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ ଅଙ୍କୁରିତ ଡ଼ାଳଗଛ ସ୍ବରୂପ।

ପରମଗୀତ 2:14

ହେ ମାରେ କପୋତି, ତୁମ୍ଭେ ଶୈଳର ଫାଟ ରେ ଗଡ଼ନ୍ତି ସ୍ଥାନର ଅନ୍ତରାଳ ରେ ଅଛ। ମାେତେ ତୁମ୍ଭ ରୂପ ଦେଖିବାକୁ ଦିଅ। ମାେତେ ତୁମ୍ଭ ରବ ଶୁଣିବାକୁ ଦିଅ। କାରଣ ତୁମ୍ଭର ରବ ସୁମିଷ୍ଟ ଓ ତୁମ୍ଭର ରୂପ ମ ନୋହର।

ପରମଗୀତ 4:11

ଆଗୋ ମାରେ ପ୍ରିୟେ, ମହୁଫଣୋରୁ ମହୁ ଝରିବା ପରି ତୁମ୍ଭ ଓଷ୍ଠଧାର ମହୁ ଝ ରେ। ଦୁଗ୍ଧମଧୁ ତୁମ୍ଭ ଜିହ୍ବା ତଳେ ଥାଏ। ତୁମ୍ଭ୍ ବସ୍ତ୍ରର ସୁଗନ୍ଧି ଲିବା ନୋନର ସୁଗନ୍ଧ ତୁଲ୍ଯ।

ପରମଗୀତ 7:4

ତୁମ୍ଭର ଗଳଦେଶ ଗଳଦନ୍ତମଯ ଦୁର୍ଗ ସଦୃଶ। ତୁମ୍ଭ ନେତ୍ର ୟୁଗଳ ବେଥି-ଗଦ୍ଦୀମ ନଗର ଦ୍ବାର ନିକଟସ୍ଥ ହିଶ୍ବୋନ୍ ସରୋବର ସଦୃଶ। ତୁମ୍ଭ ନାସିକା ଦମ୍ମେଶକ ସମ୍ମୁଖସ୍ଥ ଲିବାନୋନର ଦୁର୍ଗ ତୁଲ୍ଯ।

ଯିରିମିୟଙ୍କ ବିଳାପ 4:7

ଯିହୁଦାର କେତକେ ଲୋକ ପରମେଶ୍ବରଙ୍କୁ ସ୍ବତନ୍ତ୍ର ଭାବରେ ଉତ୍ସର୍ଗୀକୃତ ହାଇେଥିଲେ। ସମାନେେ ନିର୍ମଳ ଥିଲେ; ସମାନେେ ହିମ ଅପେକ୍ଷା ଅକ୍ଷିକ ଶୁଭ୍ର, ଦୁଗ୍ଧଠାରୁ ଅଧିକ ଶୁକ୍ଲ ଥିଲେ। ସମାନଙ୍କେର ଶରୀର ପ୍ରବାଳ ଅପେକ୍ଷା ରକ୍ତବର୍ଣ୍ଣ ଓ ସମାନଙ୍କେର କ୍ଲାନ୍ତି ନୀଳକାନ୍ତ ମଣି ତୁଲ୍ଯ ଥିଲା।

ହୋଶେୟ 14:7

ଇଶ୍ରାୟେଲ ଲୋକମାନେ ପୁନର୍ବାର ମାରେ ସୁରକ୍ଷା ରେ ବଞ୍ଚିବେ। ସମାନେେ ଶସ୍ଯ ସଦୃଶ ବଢିବେ, ସମାନେେ ଦ୍ରାକ୍ଷାଲତା ପରି ଫଳ ଧାରଣ କରିବେ। ସମାନେେ ଲିବାନୋନର ଦ୍ରାକ୍ଷାରସ ପରି ସମୃଦ୍ଧ ହବେେ।

ଯିଖରିୟ 9:17

ପ୍ରେତ୍ୟକକ ଜିନିଷ ଉତ୍ତମ ଓ ସୁନ୍ଦର ହବେ। ଶସ୍ଯ ଏବଂ ନୂତନ ଦ୍ରାକ୍ଷାରସ ୟୁବକ ୟୁବତୀଙ୍କର ବଳ ବଢାଇବ।

ମାଥିଉଲିଖିତ ସୁସମାଚାର 17:2

ସମାନଙ୍କେ ଆଗ ରେ ଯୀଶୁଙ୍କ ସ୍ବରୂପ ବଦଳିଗଲା। ତାହାଙ୍କର ମୁହଁ ସୂର୍ୟ୍ଯ ଭଳି ଝଲସି ଉଠିଲା। ତାହାଙ୍କର ପୋଷାକ ଆଲୋକ ଭଳି ଧଳା ଦଖାଗେଲା।

ମାଥିଉଲିଖିତ ସୁସମାଚାର 28:3

ସ୍ବର୍ଗଦୂତଙ୍କ ରୂପ ବିଜୁଳି ଭଳି ଝଲକୁଥିଲା ଓ ତାହାଙ୍କ ପୋଷାକ ହିମ ଭଳ ଧଳା ଥିଲା।

Interlinear

Choose Theme