Home Bibles ☰ Books ଯିରିମିୟ 19:7 · ଓଡ଼ିଆ ବାଇବେଲ
ଯିରିମିୟ 19:7 · ଓଡ଼ିଆ ବାଇବେଲ

ପୁଣି ସହେି ସ୍ଥାନ ରେ ଆମ୍ଭେ ଯିହୁଦାର ଓ ୟିରୁଶାଲମର ସମସ୍ତ ସାଜସଜ୍ଜା ବ୍ଯର୍ଥ କରିବା। ତା'ପ ରେ ସମାନଙ୍କେୁ ସମାନଙ୍କେର ଶତ୍ରୁମାନଙ୍କର ଖଡ୍ଗ ରେ ଧ୍ବଂସ ହବୋକୁ ଆମ୍ଭେ ଦବୋ। ଆମ୍ଭେ ସମାନଙ୍କେର ଶବକୁ ପକ୍ଷୀମାନଙ୍କୁ ଓ ପଶୁମାନଙ୍କୁ ଖାଦ୍ୟ ରୂପେ ଦବୋ।

Cross references

ଲେବୀୟ ପୁସ୍ତକ 26:17

ମୁଁ ତୁମ୍ଭ ବିରୁଦ୍ଧ ରେ ୟିବି, ତୁମ୍ଭମାନେେ ତୁମ୍ଭମାନଙ୍କର ଶତୃମାନଙ୍କ ଦ୍ବାରା ପରାଜିତ ହବେ, ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି ସମାନେେ ତୁମ୍ଭମାନଙ୍କ ଉପରେ ଶାସନ କରିବେ ଓ କହେି ତୁମ୍ଭମାନଙ୍କ ପଛ ରେ ନ ଗୋଡ଼ାଇଲେ ହେଁ ତୁମ୍ଭମାନେେ ଦୌଡି ପଳାଇୟିବ।

ଲେବୀୟ ପୁସ୍ତକ 26:25

ପୁଣି ଆମ୍ଭେ ତୁମ୍ଭମାନଙ୍କ ଉପରକୁ ଖଡ୍ଗ ଆଣିବା, ତାହା ନିଯମ ଲଙ୍ଘନର ପ୍ରତିଫଳ ହବେ। ତୁମ୍ଭମାନେେ ନଗର ମଧିଅରେ ଏକତ୍ର ହେଲେ ଆମ୍ଭେ ତୁମ୍ଭମାନଙ୍କ ମଧ୍ଯକୁ ମହାମାରୀ ପଠାଇବା, ତହିଁରେ ତୁମ୍ଭମାନେେ ଶତୃ ହସ୍ତ ରେ ସମର୍ପିତ ହବେ।

ଦିତୀୟ ବିବରଣ 28:25

ସଦାପ୍ରଭୁ ତୁମ୍ଭମାନଙ୍କୁ ତକ୍ସ୍ଟମ୍ଭ ଶତୃମାନଙ୍କ ହାତ ରେ ତୁମ୍ଭକୁ ପରାସ୍ତ କରାଇବେ। ତୁମ୍ଭେ ୟକ୍ସ୍ଟଦ୍ଧ କରିବା ପାଇଁ ଗୋଟିଏ ବାଟରେ ପଶିବ ମାତ୍ର ସାତଟି ବାଟରେ ପଳାଯନ କରି ଆସିବ। ତୁମ୍ଭମାନଙ୍କ ପ୍ରତି ଏପରି ଘଟଣାମାନ ସବୁ ଘଟିବ ଯେଉଁଥି ରେ ସମସ୍ତ ପୃଥିବୀବାସୀ ତାହା ଦେଖି ଭୟ କରିବେ।

ପ୍ରଥମ ଶାମୁୟେଲ 17:46

ଆଜି ସଦାପ୍ରଭୁ ତୁମ୍ଭକୁ ମାେ ହସ୍ତ ରେ ସମର୍ପି ଦବେେ। ଏବଂ ମୁ ତୁମ୍ଭକୁ ଆଘାତ କରିବି ଏବଂ ତୁମ୍ଭର ଶିରଚ୍ଛଦନେ କରିବି। ମୁ ଆଜି ପଲେଷ୍ଟୀୟମାନଙ୍କ ସୈନ୍ଯଗଣର ଶରୀର ଆକାଶ ପକ୍ଷୀଗଣକକ୍ସ୍ଟ ଓ ପୃଥିବୀସ୍ଥ ବନ୍ଯପଶକ୍ସ୍ଟମାନଙ୍କୁ ଦବେି, ତହିଁରେ ଇଶ୍ରାୟେଲ ମଧିଅରେ ଏକ ପରମେଶ୍ବର ଅଛନ୍ତି ବୋଲି ସମକ୍ସ୍ଟଦାଯ ଜଗତ ଜାଣିବେ।

ଦିତୀୟ ରାଜାବଳୀ 21:14

ମୁଁ ମାରେଅବଶିଷ୍ଟ ନିଜ ଲୋକମାନଙ୍କୁ ପରିତ୍ଯାଗ କରିବ। ମୁଁ ସମାନଙ୍କେୁ ସମାନଙ୍କେର ଶତୃ ହସ୍ତ ରେ ସମର୍ପଣ କରିବି। ସମାନଙ୍କେର ଶତୃଗଣ ସମାନଙ୍କେୁ ଲୁଟ୍ କରିବେ ଏବଂ ସମାନେେ ସମାନଙ୍କେୁ ବନ୍ଦୀରୂପେ ନଇେଯିବେ।

ଆୟୁବ ପୁସ୍ତକ 5:12

ପରମେଶ୍ବର ମନ୍ଦ ଓ ଚତୁର ଲୋକର କାମନାକୁ ବ୍ଯର୍ଥ କରନ୍ତି ଏବଂ ସମାନଙ୍କେୁ ସଫଳତା ଦିଅନ୍ତି ନାହିଁ।

ଗୀତସଂହିତା 33:10

ସଦାପ୍ରଭୁ ସମସ୍ତଙ୍କ ଉପଦେଶକୁ ବ୍ଯର୍ଥ କରି ପାରନ୍ତି। ସେ ସମାନଙ୍କେ ସମସ୍ତ ଯୋଜନାକୁ ବ୍ଯର୍ଥ କରି ପାରନ୍ତି।

ଗୀତସଂହିତା 79:2

ସମାନେେ ତୁମ୍ଭ ଦାସଗଣର ଶବ ଖାଦ୍ୟ ନିମନ୍ତେ ଖଚେର ପକ୍ଷୀଗଣଙ୍କୁ ଦଇେଅଛନ୍ତି। ତୁମ୍ଭର ସଦ୍ଭକ୍ତମାନଙ୍କ ମାଂସ ବନ୍ଯ ପଶୁଗଣଙ୍କୁ ଦଇେଛନ୍ତି।

ହିତୋପଦେଶ 21:30

ସଦାପ୍ରଭୁଙ୍କ ବିରୁଦ୍ଧ ରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ।

ଯିଶାଇୟ 8:10

ତୁମ୍ଭମାନେେ ୟୁଦ୍ଧ ପାଇଁ ଯେତେ ମନ୍ତ୍ରଣା କଲେ ମଧ୍ଯ ତୁମ୍ଭମାନଙ୍କର ମନ୍ତ୍ରଣା ସଫଳ ହବେ ନାହିଁ। ତୁମ୍ଭର ସୈନ୍ଯମାନଙ୍କ ପ୍ରତି ଆଦେଶ ନିଷ୍ଫଳ ହବେ। କାହିଁକି ଏହା ଘଟିବ। କାରଣ ପରମେଶ୍ବର ଆମ୍ଭମାନଙ୍କ ସହିତ ଅଛନ୍ତି।

ଯିଶାଇୟ 28:17

ଲୋକେ କାନ୍ଥର ସଳଖତା ଜାଣିବା ପାଇଁ ଯେପରି ଓଳମ୍ ବ୍ଯବହାର କରନ୍ତି, ମୁଁ ସହେିପରି ସତ୍ଯ ପ୍ରତିଷ୍ଠା ପାଇଁ ନ୍ଯାଯ ଓ ଧାର୍ମିକତାକୁ ପ୍ରଯୋଗ କରିବି।

ଯିଶାଇୟ 29:14

ତେଣୁ ଏହି ଲୋକମାନଙ୍କୁ ଚକିତ କରିବା ପାଇଁ ମୁଁ ଅଦ୍ଭୁତ ଓ ଆଶ୍ଚର୍ୟ୍ଯ କର୍ମମାନ କରି ଚାଲିବି। ସମାନଙ୍କେର ଜ୍ଞାନୀ ଲୋକମାନଙ୍କର ଜ୍ଞାନ ବିନଷ୍ଟ ହବେ ଓ ସମାନଙ୍କେର ବିବକେୀ ଲୋକମାନେ ସମାନଙ୍କେର ବୁଦ୍ଧି ହରାଇବେ।'

ଯିଶାଇୟ 30:1

ସଦାପ୍ରଭୁ କହିଲେ, ଏହି ବିଦ୍ରୋହୀ ସନ୍ତାନଗଣଙ୍କୁ ଦେଖ। ସମାନେେ ମନ୍ତ୍ରଣା କରନ୍ତି ମାତ୍ର ସାହାୟ୍ଯ ଚାହାଁନ୍ତି ନାହିଁ। ସମାନେେ ପାପ ଉପ ରେ ପାପ କରି ଚାଲନ୍ତି ମାତ୍ର ମାରେ ଆତ୍ମା ଦ୍ବାରା ନୁହେଁ। ତେଣୁ ସମାନେେ ସନ୍ତାପର ପାତ୍ର।

Interlinear

Choose Theme