Home Bibles ଯିରିମିୟ 21:11 · ଓଡ଼ିଆ ବାଇବେଲ
ଯିରିମିୟ 21:11 · ଓଡ଼ିଆ ବାଇବେଲ

ଆଉ ଯିହୁଦାର ରାଜବଂଶ ବିଷଯ ରେ ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯ ଶୁଣ।

Cross references

ଯିରିମିୟ 13:18

ତୁମ୍ଭେ ରାଜାଙ୍କୁ ଓ ରାଣୀଙ୍କୁ କୁହ, ତୁମ୍ଭମାନେେ ନିଜକୁ ନମ୍ର କର, କାରଣ ତୁମ୍ଭମାନଙ୍କର ରାଜମୁକୁଟ ମସ୍ତକରୁ ଭୂପତିତ ହାଇେଅଛି।

ଯିରିମିୟ 17:20

ସମାନଙ୍କେୁ କୁହ, ' ହେ ଯିହୁଦାର ରାଜଗଣ, ହେ ସମୁଦାଯ ଯିହୁଦା ଓ ସମସ୍ତ ଇଶ୍ରାୟେଲର ନିବାସୀ ଓ ତୁମ୍ଭମାନେେ ଯେଉଁମାନେ କି ଏହି ଫାଟକ ଦଇେ ପ୍ରବେଶ କରୁଛ, ସଦାପ୍ରଭୁଙ୍କର ବାକ୍ଯ ଶୁଣ।

ଯିରିମିୟ 22:1

ସଦାପ୍ରଭୁ କହିଲେ, ହେ ଯିରିମିୟ, ତୁମ୍ଭେ ଯିହୁଦା ରାଜପ୍ରାସାଦକୁ ୟାଇ ଯିହୁଦାର ରାଜାଙ୍କୁ ଏହି ବାକ୍ଯ କୁହ।

ଯିରିମିୟ 22:18

ଏଣୁ ଯୋଶିୟର ପୁତ୍ର ଯିହୁଦାର ରାଜା ୟିହୋଯାକୀମ ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି, ଯିହୁଦାର ଲୋକମାନେ, 'ହାୟ, ଆମ୍ଭର ଭାଇ ! ଅବା ହାୟ, ଆମ୍ଭ ଭଉଣୀ ବୋଲି ଡ଼ାକି ତାଙ୍କ ପାଇଁ ବିଳାପ କରିବେ ନାହିଁ।ହାୟ ପ୍ରଭୁ, ହାୟ ତାଙ୍କର ମହିମା ! ଏହା କହି ଲୋକେ ତାହା ପାଇଁବିଳାପ କରିବେ ନାହିଁ।

ମୀଖା 3:1

ତା'ପ ରେ ମୁଁ କହିଲି, ହେ ଯାକୁବର ପ୍ରାଚୀନଗଣ ଓ ଇଶ୍ରାୟେଲ ବଂଶର ଶାସକଗଣ, ମାେ କଥା ଶୁଣ, ତୁମ୍ଭମାନେେ ନ୍ଯାଯ କ'ଣ ଜାଣିବା ଉଚିତ।

Interlinear

Choose Theme