ପୁଣି ଆମ୍ଭେ ସଦାପ୍ରଭୁ ୟିରୁଶାଲମକୁ ଢ଼ିପି ଓ ଶୃଗାଳମାନଙ୍କ ବାସସ୍ଥାନ ରେ ପରିଣତ କରିବା। ଆଉ ଆମ୍ଭେ ଯିହୁଦାର ନଗରସମୂହକୁ ନିର୍ଜନ ଧ୍ବଂସସ୍ଥାନ କରିବା।
Cross references
ସଦାପ୍ରଭୁ ଆପଣା କୋର୍ଧ ଓ କୋପରେ ଯେଉଁ ସଦୋମ ଓ ହ ମାରୋ, ଅଦ୍ମା ଓ ସବୋଯିମ ନଗରମାନ ଉତ୍ପାଟନ କରିଥିଲେ, ତାହାପରି ଏହି ଦେଶର ସମସ୍ତ ଭୂମି ଗନ୍ଧକ ଓ ଲବଣ ଓ ଦହନ ରେ ପରିପୂର୍ଣ୍ଣ ହାଇେଅଛି। ତହିଁରେ କିଛି ବକ୍ସ୍ଟଣାୟାଏ ନାହିଁ, କି ଫଳ ଉତ୍ପନ୍ନ ହକ୍ସ୍ଟଏ ନାହିଁ ଏବଂ ତହିଁରେ କୌଣସି ତୃଣ ବଢେ ନାହିଁ।
ସେ ଆପଣା ଭାତୃଗଣ ଓ ଶମରୀଯ ସୈନ୍ଯଦଳ ସାକ୍ଷାତ ରେ ଏହି କଥା କହିଲା, ଏହି ଦୁର୍ବଳ ୟିହୁଦୀମାନେ କ'ଣ କରୁଛନ୍ତି? ସମାନେେ କ'ଣ ଗଡ ବନ୍ଦ କରି ରହିବେ? ସମାନେେ କାହିଁକି ବଳିଦାନ କରିବେ? ସମାନେେ କ'ଣ ଦିନକରେ ସମାପ୍ତ କରିବେ? ସମାନେେ କ'ଣ ପୋଡା ପ୍ରାଚୀରର ଗଦାରୁ ବ୍ଯବହାର୍ୟ୍ଯ ପଥର ବାଛି ପାରିବେ?
ହେ ପରମେଶ୍ବର, ଅନ୍ୟ ଦେଶୀଯ ଲୋକମାନେ ତୁମ୍ଭର ଦେଶକୁ ଆକ୍ରମଣ କରିଛନ୍ତି। ସମାନେେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଛନ୍ତି। ସମାନେେ ୟିରୁଶାଲମକୁ ଧ୍ବସ୍ତ ବିଧ୍ବସ୍ତ କରିଛନ୍ତି।
ୟେ ଜ୍ଞାନବାନ୍, ସେ ଏହିସବୁ ବିଷଯରେ ମନୟୋଗ କରିବେ। ପୁଣି ସେ ପରମେଶ୍ବରଙ୍କର ପ୍ରକୃତ କରୁଣା ପ୍ରମେକୁ ସେ ବୁଝିବା ଉଚିତ୍।
ବାବିଲର ସୁନ୍ଦର ପ୍ରାସାଦମାନଙ୍କ ରେ ଶୃଗାଳ ଓ କନ୍ଦେୁଆମାନେ ଭୁକିବେ। ବାବିଲ ସମ୍ପୂର୍ଣ୍ଣ ଧ୍ବଂସ ହବେ। ସେ ସମୟ ଖୁବ୍ ନିକଟ ଓ ମୁଁ ସେ ଧ୍ବଂସର ଦିନକୁ ଆଉ ଅଧିକ ବିଳମ୍ବ କରିବି ନାହିଁ।'
ସୁଦୃଢ଼ ପ୍ରାଚୀର ବେଷ୍ଠିତ ସୁରକ୍ଷିତ ନଗରକୁ ତୁମ୍ଭେ ଧ୍ବଂସ କରିଅଛ ଓ ବର୍ତ୍ତମାନ ତାକୁ ଏକ ପଥର ଗଦା ରେ ପରିଣତ କରିଅଛ। ବିଦେଶୀମାନଙ୍କ ରାଜ ପ୍ରାସାଦକୁ ବିନଷ୍ଟ କରିଛ ଓ ତାହା କବେେ ପୁନର୍ବାର ନିର୍ମିତ ହବେ ନାହିଁ।
ସଠାେ ରେ ଥିବା ଅଟ୍ଟାଳିକାଗୁଡ଼ିକ କଣ୍ଟକ ଦ୍ବାରା ଓ ଦୁର୍ଗଗୁଡ଼ିକ ବିଛୁଆତି ଓ କଣ୍ଟକଲତା ଦ୍ବାରା ଆଚ୍ଛାଦିତ ହବେ। ତାହା ଶୃଗାଳମାନଙ୍କର ବାସସ୍ଥାନ ଓ ଓଟପକ୍ଷୀମାନଙ୍କର ଚରାସ୍ଥାନ ହବେ।
ଆମ୍ଲଭ ଆମ୍ଭ ଦାସର ବାକ୍ଯ ତୁଚ୍ଛ କରୁ ଓ ଆମ୍ଭ ଦୂତମାନଙ୍କର ମନ୍ତ୍ରଣା ସିଦ୍ଧ କରୁ। ପୁଣି ସଦାପ୍ରଭୁଙ୍କର ବାକ୍ଯ ଉତ୍ତମସବାଲି ଆମ୍ଲଭସଦଖାଇ ଦଲଉ।
ଗିଲିଯଦ ରେ ଔଷଧ ଅଛି ଓ ସଠାେ ରେ ବୈଦ୍ଯମାନେ ମଧ୍ଯ ଅଛନ୍ତି। ତବେେ ମାରେ ଆଘାତପ୍ରାପ୍ତ ଲୋକମାନେ କାହିଁକି ଆରୋଗ୍ୟଲାଭ କରୁ ନାହାଁନ୍ତି ?
ଏକ ମହାରବ ଶୁଣ। ସହେି ରବ ଉତ୍ତର ଦିଗରୁ ଆସୁଅଛି। ତହା ଯିହୁଦାର ନଗରସବୁ ଧ୍ବଂସ କରିବ ଓ ତାହା ଏକ ପ୍ରାନ୍ତର ରେ ପରିଣତ ହବେ। ଆଉ ସଗେୁଡ଼ିକ ଶୃଗାଳର ବାସସ୍ଥାନ ହବେ।
ହେ ଯିରିମିୟ, ତୁମ୍ଭେ ଯେତବେେଳେ ଯିହୁଦାବାସୀଙ୍କୁ ଏସବୁ କଥା ଜଣାଇବ, ସମାନେେ ସେତବେେଳେ ତୁମ୍ଭକୁ ପଚାରିବେ, 'ସଦାପ୍ରଭୁ କାହିଁକି ଆମ୍ଭ ବିରୁଦ୍ଧ ରେ ଏହି ମହା ଅମଙ୍ଗଳ କଥା କହିଅଛନ୍ତି ? ଆମ୍ଭମାନେେ କି ଅପରାଧ କରିଅଛୁ ? ଆମ୍ଭମାନଙ୍କ ପରମେଶ୍ବର ସଦାପ୍ରଭୁଙ୍କ ବିରୁଦ୍ଧ ରେ କି ପାପ କରିଅଛୁ ?
ତହିଁରେ ସମଗ୍ର ଦେଶ ଏକ ଶୂନ୍ଯ ମରୁଭୂମିରେ ପରିଣତ ହବେ ଓ ତାହାର ସମସ୍ତ ଲୋକ ବାବିଲ ରାଜାର ସତୁରି ବର୍ଷ ପର୍ୟ୍ଯନ୍ତ ଦାସ ହାଇେ ରହିବେ।
ମୁଁ ଯିହୁଦା ଓ ୟିରୁଶାଲମର ସମସ୍ତ ନିବାସୀମାନଙ୍କୁ, ସହେି ପାତ୍ରରୁ ପାନ କରାଇଲି। ସହେି ଦେଶ ଶୁଷ୍କ ମରୁଭୂମି ହେଲା ଓ ଶାଚେନୀୟ ଭାବରେ ବିନଷ୍ଟ ହେଲା। ଏହା ଦେଖି ଲୋକମାନେ ଶୀସ୍ ଶବ୍ଦ କଲେ ଓ ଆଜି ପର୍ୟ୍ଯନ୍ତ ଲୋକମାନେ ଏହାକୁ ଏକ ଅଭିଶାପର ବସ୍ତୁ ରୂପେ ବ୍ଯବହାର କରନ୍ତି।