Home Bibles ଯିରିମିୟ 20:8 · ଓଡ଼ିଆ ବାଇବେଲ
ଯିରିମିୟ 20:8 · ଓଡ଼ିଆ ବାଇବେଲ

ପ୍ରେତ୍ୟକକ ଥର ମୁଁ କଥା କ ହେ ଓ କ୍ରନ୍ଦନ କରେ। ଦୌରାତ୍ମ୍ଯ ଓ ବିନାଶର କଥା ଉଚ୍ଚସ୍ବର ରେ କ ହେ। ସଦାପ୍ରଭୁଙ୍କର ଏହି ବାକ୍ଯ ମାେ ପ୍ରତି ହାଇେଅଛି ବୋଲି କହିଲେ ମଧ୍ଯ ଲୋକେ ପ୍ରତିଥର ମାେତେ ଧିକ୍କାର ଓ ବିଦ୍ରୁପ କରିଛନ୍ତି।

Cross references

ଦିତୀୟ ରାଜାବଳୀ 2:23

ଅନନ୍ତର ଇଲୀଶାୟ ବୈଥଲକେୁ ଗଲେ। ସେ ବାଟରେ ଯାଉଥିବା ବେଳେ କେତକେ କ୍ଷୁଦ୍ର ବାଳକ ନଗର ବାହାରକୁ ଆସି ତାଙ୍କୁ ପରିହାସ କରି ଚିତ୍କାର କଲେ, ଆ ରେ ଚନ୍ଦା ମୁଣ୍ତିଆ! ଉପରକୁ ୟା, ଆ ରେ ଚନ୍ଦା ମୁଣ୍ତିଆ ଉପରକୁ ୟା!

ଦିତୀୟ ବଂଶାବଳୀ 36:16

କିନ୍ତୁ ଲୋକମାନେ ପରମେଶ୍ବରଙ୍କ ଦୂତମାନଙ୍କୁ ପରିହାସ କଲେ। ସମାନେେ ପରମେଶ୍ବରଙ୍କ ବାର୍ତ୍ତାକୁ ଘୃଣା କଲେ। ସମାନେେ ପରମେଶ୍ବରଙ୍କର ଭବିଷ୍ଯତ୍ବକ୍ତାଙ୍କୁ ଏପରି ପରିହାସ କଲେ, ଯେପର୍ୟ୍ଯନ୍ତ ପରମେଶ୍ବର ତାହାଙ୍କ ଲୋକମାନଙ୍କ ପ୍ରତି କୋରଧ କରି ନାହାନ୍ତି। ତାକୁ ପ୍ରଶମିତ କରିବା ନିମନ୍ତେ କୌଣସି ବିଷଯ ନ ଥିଲା।

ଯିଶାଇୟ 57:4

ତୁମ୍ଭମାନେେ କାହାକୁ ଉପହାସ କରୁଅଛ ? ତୁମ୍ଭମାନେେ କାହା ଆଡ଼େ ମୁଖ ମଲୋଇ ଜିହ୍ବା ବାହାର କରୁଅଛ ? ତୁମ୍ଭମାନେେ କ'ଣ ଅଧର୍ମାଚାରୀର ସନ୍ତାନ ଓ ଅନାଚାର ବଂଶ ନୁହଁ ?

ଯିରିମିୟ 4:19

ହାୟ, ହାୟ, ମାରେ ଦୁଃଖ ଓ ମାରେ ବ୍ଯସ୍ତତା ମାରେ ଅନ୍ତନାଡ଼ିକୁ ବ୍ଯଥିତ କରୁଛି। ମୁଁ ହୃଦଯ ରେ ଅସ୍ଥିରତା ଅନୁଭବ କରୁଛି। ମୁଁ ସ୍ଥିର ରହିପାରୁ ନାହିଁ, କାରଣ ମୁଁ ସହେି ତୂରୀ ଶବ୍ଦ ଓ ୟୁଦ୍ଧର ନାଦ ଶୁଣିପାରୁଛି।

ଯିରିମିୟ 5:1

ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ୟିରୁଶାଲମର ସବୁ ସଡ଼କରେ ବୁଲି ଦେଖ, ଚାରିଆଡ଼କୁ ଚାହିଁ ବୁଝ। ତହିଁର ଛକସ୍ଥାନ ସବୁ ଖାଜେ। ଯଦି ତୁମ୍ଭମାନେେ ଜଣେ ନ୍ଯାଯପରାଯଣ ଓ ସତ୍ଯାନୁସରଣକାରୀକୁ ପାଇବ, ତବେେ ଆମ୍ଭେ ସେ ନଗରକୁ କ୍ଷମା କରିବା।

ଯିରିମିୟ 5:6

ସମାନେେ ପରମେଶ୍ବରଙ୍କ ବିରୁଦ୍ଧାଚରଣ କରିଛନ୍ତି। ତେଣୁ ବନରୁ ଏକ ସିଂହ ବାହାରି ସମାନଙ୍କେୁ ବଧ କରିବ ଓ ସନ୍ଧ୍ଯା କାଳୀନ ଗଧିଆ ସମାନଙ୍କେୁ ବିନାଶ କରିବ। ଚିତାବାଘ ସମାନଙ୍କେ ନଗର ସମୂହ ନିକଟରେ ଛକି ରହିବ। ଯେଉଁଲୋକ ନଗରରୁ ବାହାରିବ, ସେ ତାକୁ ବିଦୀର୍ଣ୍ଣ କରିବ। କାରଣ ସମାନେେ ବହୁ ଅପରାଧ କରିଛନ୍ତି ଓ ସମାନେେ ବହୁବାର ସଦାପ୍ରଭୁଙ୍କଠାରୁ ବିପଥଗାମୀ ହାଇେଛନ୍ତି।

ଯିରିମିୟ 5:15

ସଦାପ୍ରଭୁ କହନ୍ତି, ହେ ଇଶ୍ରାୟେଲ ବଂଶ, ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଦୂରରୁ ଏକ ଗୋଷ୍ଠୀକୁ ଆଣିବା ସେ ଏକ ବଳବାନ୍ ଗୋଷ୍ଠୀ ଓ ପ୍ରାଚୀନ ଗୋଷ୍ଠୀ। ସେ ଗୋଷ୍ଠୀର ଭାଷା ତୁମ୍ଭମାନେେ ଜାଣ ନାହିଁ। ଆଉ ସମାନଙ୍କେର କଥା ତୁମ୍ଭମାନେେ ବୁଝିପାରିବ ନାହିଁ।

ଯିରିମିୟ 6:6

କାରଣ ସୈନ୍ଯାଧିପତି ସଦାପ୍ରଭୁ ଏହା କହନ୍ତି, ବୃକ୍ଷସବୁ କାଟ ଏବଂ ରାସ୍ତାରୋଧକ କାଠଗଣ୍ଡି ୟିରୁଶାଲମ ବିରୁଦ୍ଧ ରେ ନିର୍ମାଣ କର। ସହେି ନଗର ପ୍ରତିଫଳ ପାଇବାର ଯୋଗ୍ଯ। ତାହାର ଭିତର ସୂର୍ଣ୍ଣ ଉପଦ୍ରବମଯ।

ଯିରିମିୟ 6:7

ଯେପରି କୂପ ତା'ର ଜଳକୁ ସତଜେ ରେଖ, ସହେିପରି ୟିରୁଶାଲମ ତା'ର ଦୁଷ୍ଟତା ସତଜେ ରେଖ। ତାହାରି ମଧିଅରେ ଦୌରାତ୍ମ୍ଯ ଓ ଅପହରଣ ଶୁଣାୟାଏ। ପୁଣି ପୀଡ଼ା ଓ କ୍ଷତ ନିରନ୍ତର ଆମ୍ଭ ସାକ୍ଷାତ ରେ ଥାଏ।

ଯିରିମିୟ 6:10

ମୁଁ କାହାକୁ କହିବି ? କାହାକୁ ମୁଁ ସତର୍କ କରିବି ? କିଏ ବା ମାେ କଥା ଶୁଣିବ ? ଇଶ୍ରାୟେଲର ଲୋକମାନେ ସମାନଙ୍କେର କର୍ଣ୍ଣ ବନ୍ଦ କରିଛନ୍ତି, ତେଣୁ ସମାନେେ ମାେ କଥା ଶୁଣି ପାରନ୍ତି ନାହିଁ। ସମାନେେ ସଦାପ୍ରଭୁଙ୍କ ବାକ୍ଯ ଶୁଣିବାକୁ ଆଗ୍ରହ କରନ୍ତି ନାହିଁ। ତାଙ୍କର ବାର୍ତ୍ତା ଶୁଣିବାକୁ ଇଚ୍ଛା କରନ୍ତି ନାହିଁ।

ଯିରିମିୟ 7:9

ତୁମ୍ଭମାନେେ କ'ଣ ଚୋରି, ନରହତ୍ଯା, ବ୍ଯଭିଚାର, ମିଥ୍ଯାଶପଥ, ବାଲଦବେ ଉଦ୍ଦେଶ୍ଯ ରେ ଧୂପଦାନ ଓ ତୁମ୍ଭମାନେେ ଜାଣି ନ ଥିବା ଅନ୍ୟ ଦବଗେଣର ପଶ୍ଚାତଗମନ କରିବ ?

ଯିରିମିୟ 13:13

ତା'ପ ରେ ତୁମ୍ଭେ ସମାନଙ୍କେୁ କହିବ, 'ସଦାପ୍ରଭୁ ଏହା କହନ୍ତି, ଦେଖ ! ସମସ୍ତ ଦେଶବାସୀଙ୍କୁ, ଦାଉଦର ଭବିଷ୍ଯତ୍ ବଂଶଧରମାନଙ୍କୁ ସମସ୍ତ ଯାଜକଗଣଙ୍କୁ, ସମସ୍ତ ଭବିଷ୍ଯତବକ୍ତାଙ୍କୁ ଏବଂ ୟିରୁଶାଲମ ନିବାସୀଙ୍କୁ ଆମ୍ଭେ ମାତାଲ ଲୋକମାନଙ୍କ ପରି ଅସହାୟ କରିବା।

ଯିରିମିୟ 15:1

ଅନନ୍ତର ସଦାପ୍ରଭୁ ମାେତେ କହିଲେ, ହେ ଯିରିମିୟ, ଯଦିଓ ମାଶାେ ଓ ଶାମୁଯଲେ ଆମ୍ଭ ସମ୍ମୁଖ ରେ ଠିଆ ହାଇେ ଯିହୁଦାର ଲୋକମାନଙ୍କ ପାଇଁ ପ୍ରାର୍ଥନା କରନ୍ତି, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପାଇଁ ଅନୁକୂଳ ନୁହେଁ। ସମାନଙ୍କେୁ ଆମ୍ଭ ଦୃଷ୍ଟିରୁ ଦୂର କର। ସମାନଙ୍କେୁ ବାହାରି ୟିବାକୁ କୁହ।

ଯିରିମିୟ 15:10

ହେ ମାତା, ତୁମ୍ଭକୁ ଧିକ୍ ଯେ, ତୁମ୍ଭେ ମାେ ପରି ଏକ ୟୁଦ୍ଧ ଓ ବିବାଦର ମଣିଷକୁ ଜନ୍ମ ଦଇେଛ। ମୁଁ କାହାରିକୁ ଧାର ଦଇେ ନାହିଁ ଏବଂ କାହାଠାରୁ ଧାର କରି ନାହିଁ। କିନ୍ତୁ ତଥାପି ପ୍ରେତ୍ୟକକ ମାେତେ ଅଭିଶାପ ଦିଅନ୍ତି।

ଯିରିମିୟ 15:13

ଯିହୁଦାର ଲୋକମାନଙ୍କର ବହୁ ଧନଭଣ୍ଡାର ଅଛି। ଆମ୍ଭେ ସମାନଙ୍କେର ଧନ ସତ୍ତି ଓ ଭଣ୍ଡାରଗୁଡ଼ିକୁ ବିନା ମୂଲ୍ଯ ରେ ଲୁଣ୍ଠିତ ହବୋକୁ ଦବୋ। କାରଣ ସମାନେେ ସମାନଙ୍କେର ପାପ ସମୂହର ଫଳ ଭୋଗ କରିବେ।

ଯିରିମିୟ 15:15

ହେ ସଦାପ୍ରଭୁ, ତୁମ୍ଭେ ମାେତେ ଜାଣୁଛ ; ମାେତେ ସ୍ମରଣ କର ଓ ମାରେ ତତ୍ତ୍ବ ନିଅ। ଆଉ ମାରେ ତାଡ଼ନାକାରୀଙ୍କୁ ଦଣ୍ଡ ଦିଅ। ତୁମ୍ଭେ ଅତ୍ଯନ୍ତ ର୍ଧୈୟ୍ଯଶୀଳ ଓ ସହିଷ୍ଣୁ। ତେଣୁ ମାେତେ ସଂହାର କର ନାହିଁ। ମୁଁ ତୁମ୍ଭ ପାଇଁ କଷ୍ଟ ପାଇଛି, ଏହା ତୁମ୍ଭେ ଜ୍ଞାତ ହୁଅ।

ଯିରିମିୟ 17:27

'ମାତ୍ର ତୁମ୍ଭମାନେେ ଯବେେ ଆମ୍ଭର ବାକ୍ଯ ରେ ଅବଧାନ ନ କର। ବିଶ୍ରାମ ଦିନକୁ ପବିତ୍ରରୂପେ ପାଳନ ନ କର ଓ ବିଶ୍ରାମଦିନ ରେ ବୋଝ ବହନ କରି ୟିରୁଶାଲମର ଦ୍ବାର ରେ ପ୍ରବେଶ କର, ତବେେ ଆମ୍ଭେ ସହେି ଦ୍ବାର ସମୂହ ରେ ଅଗ୍ନି ଜଳାଇବା। ଏହା ୟିରୁଶାଲମର ଅଟ୍ଟାଳିକା ସବୁ ଗ୍ରାସ କରିବା ପର୍ୟ୍ଯନ୍ତ ଜଳି ରହିବ।'

ଯିରିମିୟ 18:16

ଯିହୁଦା ଏକ ଶୂନ୍ଯ ମରୁପ୍ରାନ୍ତର ରେ ପରିଣତ ହବେ। ସମାନେେ ଗମନ କଲା ବେଳେ ଶୀସ୍ ଶବ୍ଦ କରିୟାଆନ୍ତି। ତହିଁର ନିକଟ ଦଇେ ଗମନକାରୀ ପ୍ରେତ୍ୟକକ ଲୋକ ବିସ୍ମିତ ହାଇେ ଆପଣା ମସ୍ତକ ହରାଇବ।

ଯିରିମିୟ 19:7

ପୁଣି ସହେି ସ୍ଥାନ ରେ ଆମ୍ଭେ ଯିହୁଦାର ଓ ୟିରୁଶାଲମର ସମସ୍ତ ସାଜସଜ୍ଜା ବ୍ଯର୍ଥ କରିବା। ତା'ପ ରେ ସମାନଙ୍କେୁ ସମାନଙ୍କେର ଶତ୍ରୁମାନଙ୍କର ଖଡ୍ଗ ରେ ଧ୍ବଂସ ହବୋକୁ ଆମ୍ଭେ ଦବୋ। ଆମ୍ଭେ ସମାନଙ୍କେର ଶବକୁ ପକ୍ଷୀମାନଙ୍କୁ ଓ ପଶୁମାନଙ୍କୁ ଖାଦ୍ୟ ରୂପେ ଦବୋ।

ଯିରିମିୟ 20:7

ହେ ସଦାପ୍ରଭୁ, ତୁମ୍ଭେ ମାେତେ ତୁମ୍ଭର ଭବିଷ୍ଯଦବକ୍ତା ହବୋରୁ ବିପଥଗାମୀ କରାଇଲ ଓ ମୁଁ ପ୍ରଚାରିତ ହଲିେ। ତୁମ୍ଭେ ମାଠାରୁେ ଶକ୍ତିଶାଳୀ, ଯେଉଁଥିପାଇଁ ମାେ'ଠାରୁ ଜଯ କରିଅଛ। ମୁଁ ଦିନୟାକ ଉପହାସର ପାତ୍ର ହାଇେଅଛି, ସମସ୍ତେ ମାେତେ ପରିହାସ କରୁଛନ୍ତି।

ଯିରିମିୟ 28:8

ତୁମ୍ଭର ଓ ମାରେ ବହୁ ପୂର୍ବରୁ ଅନକେ ଭବିଷ୍ଯଦବକ୍ତା ବହୁଦେଶ ଓ ମହାନ୍ ମହାନ୍ ରାଜ୍ଯ ବିରୁଦ୍ଧ ରେ ୟୁଦ୍ଧ, ଦୁର୍ଭିକ୍ଷ ଓ ମହାମାରୀର ଭବିଷ୍ଯଦବକ୍ତା ପ୍ରଚାର କରିଅଛନ୍ତି।

ଯିରିମିୟଙ୍କ ବିଳାପ 3:61

ହେ ସଦାପ୍ରଭୁ, ମାେ' ପ୍ରତି ହାଇେଥିବା ତିରସ୍କାର ଓ ମାେ ବିରୁଦ୍ଧ ରେ ହାଇେଥିବା ସମାନଙ୍କେର ସଂକଳ୍ପ ତୁମ୍ଭେ ଶୁଣିଅଛ।

ଲୂକଲିଖିତ ସୁସମାଚାର 11:45

ଜଣେ ଧର୍ମଶାସ୍ତ୍ରୀ ଯୀଶୁଙ୍କୁ କହିଲେ, ଗୁରୁ, ଆପଣ ଯେତବେେଳେ ଫାରୂଶୀମାନଙ୍କ ବିଷୟ ରେ ଏହିଭଳି କଥା କହୁଛନ୍ତି, ସେତବେେଳେ ଆମ୍ଭ ଦଳକୁ ମଧ୍ଯ ଅପମାନ ଦେଉଛନ୍ତି।

ଏବ୍ରୀ 11:26

ମିଶର ଦେଶର ସମସ୍ତ ଧନଭଣ୍ଡାର ପ୍ରାପ୍ତ କରିବା ବଦଳ ରେ ଖ୍ରୀଷ୍ଟଙ୍କ ପାଇଁ କଷ୍ଟ ସହନ କରିବା, ମାଶାେ ଅପେକ୍ଷାକୃତ ଭଲ ମନେ କଲେ। ପରମେଶ୍ବରଙ୍କ ଦ୍ବାରା ଭବିଷ୍ଯତ ରେ ମିଳିବାକୁ ଥିବା ପ୍ରତିଦାନ ପାଇଁ ସେ ପ୍ରତୀକ୍ଷା କଲେ।

ଏବ୍ରୀ 13:13

ଅତଏବ, ଆମ୍ଭେ ଶିବିରର ବାହାରକୁ ଯୀଶୁଙ୍କ ପାଖକୁ ୟିବା ଉଚିତ। ଆମ୍ଭେ ମଧ୍ଯ, ଯୀଶୁ ପାଇଥିବା ସମାନ ଲଜ୍ଜା ଗ୍ରହଣ କରିବା ଉଚିତ୍।

ପିତରଙ୍କ ପ୍ରଥମ ପତ୍ 4:14

ଖ୍ରୀଷ୍ଟଙ୍କୁ ଅନୁସରଣ କରୁଛ ବୋଲି ଲୋକେ ତୁମ୍ଭକୁ ମନ୍ଦକଥା କହିଲେ, ତୁମ୍ଭେ ଧନ୍ଯ ବୋଲି ଜାଣିବ। ତୁମ୍ଭ ଭିତ ରେ ଗୌରବମୟ ଆତ୍ମା ଅଛନ୍ତି ବୋଲି ତୁମ୍ଭେ ଧନ୍ଯ। ତାହା ହିଁ ହେଉଛି ପରମେଶ୍ବରଙ୍କ ଆତ୍ମା।

Interlinear

Choose Theme