Home Bibles ପିତରଙ୍କ ପ୍ରଥମ ପତ୍ 4:14 · ଓଡ଼ିଆ ବାଇବେଲ
ପିତରଙ୍କ ପ୍ରଥମ ପତ୍ 4:14 · ଓଡ଼ିଆ ବାଇବେଲ

ଖ୍ରୀଷ୍ଟଙ୍କୁ ଅନୁସରଣ କରୁଛ ବୋଲି ଲୋକେ ତୁମ୍ଭକୁ ମନ୍ଦକଥା କହିଲେ, ତୁମ୍ଭେ ଧନ୍ଯ ବୋଲି ଜାଣିବ। ତୁମ୍ଭ ଭିତ ରେ ଗୌରବମୟ ଆତ୍ମା ଅଛନ୍ତି ବୋଲି ତୁମ୍ଭେ ଧନ୍ଯ। ତାହା ହିଁ ହେଉଛି ପରମେଶ୍ବରଙ୍କ ଆତ୍ମା।

Cross references

ଗଣନା ପୁସ୍ତକ 11:25

ତା'ପରେ ସଦାପ୍ରଭୁ ମେଘରୁ ଓହ୍ଲାଇ ମାଶାଙ୍କେୁ କହିଲେ, ଆଉ ଯେଉଁ ଆତ୍ମା ତାଙ୍କଠା ରେ ଥିଲା, ତହିଁରୁ ନଇେ ସତୁରି ପ୍ରାଚୀନବର୍ଗଙ୍କୁ ଦେଲେ। ଯେତବେେଳେ ସମାନଙ୍କେ ଉପରେ ଆତ୍ମା ଅବସ୍ଥାନ କଲା, ସମାନେେ ଭବିଷ୍ଯତ କଥା ପ୍ରଚାର ଆରମ୍ଭ କଲେ, ଏବଂ ସମାନେେ ଆଉ ବନ୍ଦ କଲେ ନାହିଁ।

ପ୍ରଥମ ରାଜାବଳୀ 10:8

ତୁମ୍ଭର ସ୍ତ୍ରୀମାନେ ଓ ତୁମ୍ଭର ଲୋକମାନେ ବାସ୍ତବ ରେ ଭାଗ୍ଯବାନ୍ ତୁମ୍ଭ ଉପସ୍ଥିତି ରେ ହବେ ଏବଂ ଜ୍ଞାନର ବାକ୍ଯଗୁଡିକ ତୁମ୍ଭର ଓଠରୁ ଶୁଣିଛନ୍ତି।

ଦିତୀୟ ରାଜାବଳୀ 2:15

ଯେତବେେଳେ ଯିରୀହାେ ନିବାସୀ ଭବିଷ୍ଯଦ୍ବକ୍ତାଙ୍କ ପୁତ୍ରମାନଙ୍କ ମଧ୍ଯରୁ ଦଳେ ଇଲୀଶାୟଙ୍କୁ ଦେଖି କହିଲେ, ଏଲିଯଙ୍କ ଆତ୍ମା ଇଲୀଶାୟଙ୍କ ଉପରେ ବର୍ତ୍ତିଲା। ତେଣୁ ଇଲୀଶାୟ ନିକଟକୁ ଆସି ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ।

ଗୀତସଂହିତା 32:1

ୟାହାର ସବୁ ପାପ କ୍ଷମା କରାୟାଇଅଛି, ସେ ବ୍ଯକ୍ତି ଧନ୍ଯ। ସହେି ବ୍ଯକ୍ତି ଅଧିକ ଭାଗ୍ଯଶାଳୀ, ଯେତବେେଳେ ତା'ର ସମସ୍ତ ପାପ ଧୋଇ ଦିଆୟାଇଥାଏ।

ଗୀତସଂହିତା 49:9

କୌଣସି ବ୍ଯକ୍ତିର ନିକଟରେ ଏବେ ଧନ ନାହିଁ ୟେ ସେ ଚିରଦିନ ବଞ୍ଚିବା ପାଇଁ ସବୁ ଜିନିଷ ଧନରେ କିଣି ପାରିବ ଓ ତା'ର ଶରୀରକୁ ରକ୍ଷା କରିପାରିବ, ୟାହାକି କବର ମଧ୍ୟରେ ନଷ୍ଟ ହାଇେଥିବ।

ଗୀତସଂହିତା 89:51

ହେ ସଦାପ୍ରଭୁ, ତୁମ୍ଭର ଶତ୍ରୁମାନେ ଅପମାନିତ କରିଅଛନ୍ତି, ତୁମ୍ଭର ଅଭିଷିକ୍ତ ରାଜା ଯେଉଁଆଡ଼େ ୟାଏ, ତାଙ୍କର ପଦଚିହ୍ନକୁ ନିନ୍ଦା କରିଅଛନ୍ତି।

ଗୀତସଂହିତା 146:5

କିନ୍ତୁ ସହେିମାନେ ଭାଗ୍ଯବାନ୍ ଯେଉଁମାନଙ୍କର ୟାକୁବର ପରମେଶ୍ବର ଅଛନ୍ତି, ସହେିମାନଙ୍କୁ ସାହାୟ୍ଯ କରିବା ପାଇଁ, ସହେିମାନେ ସମାନଙ୍କେର ପରମେଶ୍ବର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।

ଯିଶାଇୟ 11:2

ସହେି ପିଲାମଧିଅରେ ସଦାପ୍ରଭୁଙ୍କର ଆତ୍ମା ସ୍ଥାନ ପାଇବ। ସହେି ଆତ୍ମା ଜ୍ଞାନ, ବିବଚେନା ମନ୍ତ୍ରଣା ଓ ପରାକ୍ରମ ପ୍ରଦାନ କରିବ। ଆଉ ମଧ୍ଯ ସହେି ଆତ୍ମା ସଦାପ୍ରଭୁଙ୍କୁ ଜାଣିବାକୁ ଓ ଅନୁସରଣ କରିବାକୁ ପିଲାକୁ ସାହାୟ୍ଯ କରିବେ।

ଯିଶାଇୟ 51:7

ତୁମ୍ଭେ ଯେଉଁମାନଙ୍କୁ ଯଥାର୍ଥ ଜାଣ। ଯେଉଁ ଲୋକମାନେ ମାରେ ଶିକ୍ଷା ହୃଦଯ ରେ ଧରି ରଖନ୍ତି, ଦୟାକରି ମାେ କଥା ଶୁଣ, ତୁମ୍ଭମାନେେ ଦୁଷ୍ଟ ଲୋକଙ୍କ ଅପମାନ ରେ ଭୟଭୀତ ହୁଅ ନାହିଁ।

ମାଥିଉଲିଖିତ ସୁସମାଚାର 5:11

ତୁମ୍ଭମାନେେ ମାରେ ଅନୁଗାମୀ ହାଇେଥିବା ୟୋଗୁଁ ଲୋକେ ତୁମ୍ଭମାନଙ୍କୁ ଅପମାନ ଦବେେ, ତୁମ୍ଭମାନଙ୍କୁ ଯାତନା ଦବେେ ଓ ତୁମ୍ଭମାନଙ୍କ ବିରୁଦ୍ଧ ରେ ମିଛ ରେ ନାନା କଥା କହିବେ। କିନ୍ତୁ ତୁମ୍ଭମାନେେ ଧନ୍ଯ।

ମାଥିଉଲିଖିତ ସୁସମାଚାର 5:16

ଲୋକଙ୍କ ଆଗ ରେ ତୁମ୍ଭମାନେେ ଆଲୋକ ଭଳି ପ୍ରକାଶିତ ହୁଅ। ସମାନେେ ତୁମ୍ଭର ଭଲ କାମଗୁଡିକ ଦେଖନ୍ତୁ ଓ ସ୍ବର୍ଗ ରେ ରହୁଥିବା ତୁମ୍ଭ ପରମ ପିତାଙ୍କ ପ୍ରଶଂସା ଗାନ କରନ୍ତୁ।

ଲୂକଲିଖିତ ସୁସମାଚାର 6:22

ମନୁଷ୍ଯମାନଙ୍କ ୟୋଗୁଁ ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ। ସମାନେେ ତୁମ୍ଭମାନଙ୍କୁ ଘୃଣା କରିବେ। ତୁମ୍ଭମାନଙ୍କୁ ଅପମାନ ଦବେେ, ତୁମ୍ଭମାନଙ୍କ ବିଷୟ ରେ ମନ୍ଦ କଥା କହି ତୁମ୍ଭମାନଙ୍କୁ ଅଗ୍ରାହ୍ଯ କରି ଦବେେ, ଯେତବେେଳେ ଏହା ଘଟିବ, ତୁମ୍ଭେ ଧନ୍ଯ ହବେ।

ଯୋହନଲିଖିତ ସୁସମାଚାର 7:47

ଫାରୂଶୀମାନେ କହିଲେ, ତାହା ହେଲେ ଯୀଶୁ ତୁମ୍ଭମାନଙ୍କୁ ମଧ୍ଯ ବୋକା ବନଇେଛନ୍ତି।

ଯୋହନଲିଖିତ ସୁସମାଚାର 8:48

ୟିରୂଦୀମାନେ ଉତ୍ତର ଦେଲେ, ଆମ୍ଭମାନେେ କହୁଛୁ, ତୁମ୍ଭେ ଜଣେ ଶମିରୋଣୀୟ। ତୁମ୍ଭ ଭିତ ରେ ଗୋଟିଏ ଭୂତ ରହିଛି ଓ ସେ ତୁମ୍ଭକୁ ପାଗଳ କରି ଦଇେଛି। ଆମ୍ଭର ଏହି କଥା କ'ଣ ଠିକ୍ ନୁହେଁ କି?

ଯୋହନଲିଖିତ ସୁସମାଚାର 9:28

ୟିହୁଦୀନେତାମାନେ ଖୁବ୍ ରାଗିଯାଇ ତାକୁ ଗାଳି ଦେଲେ। ତା'ପରେ ସମାନେେ କହିଲେ, ତୁମ୍ଭେ ସହେି ଲୋକର ଶିଷ୍ଯ। କିନ୍ତୁ ଆମ୍ଭେ ମାଶାଙ୍କେର ଶିଷ୍ଯ।

ଯୋହନଲିଖିତ ସୁସମାଚାର 9:34

ଯିହୂଦୀମାନେ ଉତ୍ତର ଦେଲେ, ତୁମ୍ଭେ ତ ସମ୍ପୂର୍ଣ୍ଣ ପାପରୁ ଜନ୍ମ ହାଇେଛ। ତୁମ୍ଭେ କ'ଣ ଆମ୍ଭକୁ ଶିକ୍ଷା ଦବୋ ପାଇଁ ଚେଷ୍ଟା କରୁଛ? ଏହା କହି ସମାନେେ ତାକୁ ଜବରଦସ୍ତ ତଡି ଦେଲେ।

ଯୋହନଲିଖିତ ସୁସମାଚାର 15:21

ଲୋକମାନେ ମାେ ଯୋଗୁଁ ତୁମ୍ଭ ପ୍ରତି ଏଭଳି ବ୍ଯବହାର କରିବେ। କାରଣ ସମାନେେ ମାରେ ପ୍ ରରଣୋକର୍ତ୍ତାଙ୍କୁ ଜାଣନ୍ତି ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:45

ଯିହୂଦୀୟମାନେ ଲୋକମାନଙ୍କର ଭିଡ଼ ଦେଖି ଈର୍ଷା କଲେ। ସମାନେେ ପାଉଲଙ୍କ କଥାକୁ ବିରୋଧ କରି ଅପମାନଜନକ ଶବ୍ଦ ସବୁ ପ୍ରଯୋଗ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 18:6

କିନ୍ତୁ ସମାନେେ ଯେତବେେଳେ ତାହାଙ୍କୁ ବାଧା ଦେଲେ ଓ ନାନା ଖରାପ କଥାକହିଲେ, ପାଉଲ ଏହାର ବିରୁଦ୍ଧ ରେ ନିଜର ଲୁଗାପଟାର ଧୂଳି ଝାଡ଼ି ଦେଲେ। ସେ କହିଲେ, ଯଦି ତୁମ୍ଭମାନେେ ଉଦ୍ଧାର ପାଉନାହଁ ତାହାହେଲେ ଏହା ମାରେ ଦୋଷ ନୁହେଁ। ମୁଁ ସମସ୍ତ ଚେ଼ଷ୍ଟା କରି ସାରିଛି। ମୁଁ ଏବଠାରୁେ ଅଣଯିହୂଦୀମାନଙ୍କ ପାଖକୁ ୟିବି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 12:10

ଅତଏବ ମାେ ଠା ରେ ଦୁର୍ବଳତା ଥିଲେ ମୁଁ ଆନନ୍ଦିତ ହୁଏ। କବଳେ ଖ୍ରୀଷ୍ଟଙ୍କ ସକାେଶ ଯେତବେେଳେ ମୁଁ ଅପମାନିତ ହୁଏ, ମୁଁ କଠିନ ସମୟ ଦଇେ ଗତି କରେ, ଯେତବେେଳେ ମାରେ କଷ୍ଟ ଥାଏ ବା ଯେତବେେଳେ ମାରେ ସମସ୍ଯା ଥାଏ, ସେତବେେଳେ ମୁଁ ଆନନ୍ଦ କରେ। ଯେତବେେଳେ ମୁଁ ଦୁର୍ବଳ, ସେତବେେଳେ ମୁଁ ପ୍ରକୃତ ରେ ଅତି ସବଳ, ଏଥିପାଇଁ ଅତିଶୟ ଆନନ୍ଦ କରେ।

ଗାଲାତୀୟଙ୍କ ପ୍ରତି ପତ୍ର 1:24

ମାେ'ପ୍ରତି ଯାହା ଘଟିଲା, ସେଥିପାଇଁ ସମାନେେ ପରମେଶ୍ବରଙ୍କୁ ପ୍ରଶଂସା କଲେ।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:10

ପ୍ରଭୁ ଯୀଶୁଙ୍କ ଆସିବା ଦିନର ଏହି ଘଟଣା ଘଟିବ। ନିଜ ପବିତ୍ର ଲୋକଙ୍କ ଗହଣ ରେ ମହିମା ମଣ୍ଡିତ ହବୋ ପାଇଁ ଯୀଶୁ ଆସିବେ। ଯେଉଁମାନେ ସମସ୍ତେ ବିଶ୍ବାସ କରିଛନ୍ତି, ସମାନେେ ଯୀଶୁଙ୍କୁ ଦେଖି ବିସ୍ମିତ ହବେେ। ଯେ ହତେୁ ତୁମ୍ଭମାନେେ ଆମ୍ଭେ କହିଥିବା କଥାଗୁଡ଼ିକୁ ବିଶ୍ବାସ କରିଛ, ସେଥିପାଇଁ ସହେି ବିଶ୍ବାସୀ ମଣ୍ଡଳୀ ରେ ତୁମ୍ଭମାନେେ ମଧ୍ଯ ଥିବ।

ଏବ୍ରୀ 11:26

ମିଶର ଦେଶର ସମସ୍ତ ଧନଭଣ୍ଡାର ପ୍ରାପ୍ତ କରିବା ବଦଳ ରେ ଖ୍ରୀଷ୍ଟଙ୍କ ପାଇଁ କଷ୍ଟ ସହନ କରିବା, ମାଶାେ ଅପେକ୍ଷାକୃତ ଭଲ ମନେ କଲେ। ପରମେଶ୍ବରଙ୍କ ଦ୍ବାରା ଭବିଷ୍ଯତ ରେ ମିଳିବାକୁ ଥିବା ପ୍ରତିଦାନ ପାଇଁ ସେ ପ୍ରତୀକ୍ଷା କଲେ।

ଯାକୁବଙ୍କ ପତ୍ 1:12

ଯେଉଁ ବ୍ଯକ୍ତି ପରୀକ୍ଷିତ ହାଇେ ଦୃଢ଼ ରହି ପା ରେ, ସେ ଖୁସି ହବୋ କଥା। କାରଣ, ସେ ତାହାର ବିଶ୍ବାସକୁ ଦୃଢ଼ ବୋଲି ପ୍ରମାଣିତ କରି ସାରିଲା ପରେ, ପରମେଶ୍ବର ତାହାକୁ ଅନନ୍ତ ଜୀବନର ପୁରସ୍କାର ଦବେେ। ପରମେଶ୍ବରଙ୍କୁ ପ୍ ରମେ କରୁଥିବା ସବୁ ଲୋକଙ୍କୁ ପରମେଶ୍ବର ଏହି ପ୍ରତିଜ୍ଞା ଦଇେଛନ୍ତି।

ଯାକୁବଙ୍କ ପତ୍ 5:11

ଆମ୍ଭେ କହୁଛୁ ଯେ, ଯେଉଁମାନେ ସମାନଙ୍କେର ଅସୁବିଧାଗୁଡ଼ିକୁ ର୍ଧୈୟ୍ଯର ସହିତ ଗ୍ରହଣ କଲେ, ସମାନେେ ବର୍ତ୍ତମାନ ଖୁସି ରେ ଅଛନ୍ତି। ତୁମ୍ଭମାନେେ ଆୟୁବଙ୍କର ର୍ଧୈୟ୍ଯ336 କଥା ଶୁଣିଛ। ତୁମ୍ଭେ ଜାଣିଛ ଯେ, ଆୟୁବ ସବୁ କଷ୍ଟରୁ ଉତ୍ତୀର୍ଣ୍ଣ ହାଇେ ସାରିଲା ପରେ ପରମେଶ୍ବର ତାହାଙ୍କୁ ସାହାୟ୍ଯ କରିଥିଲେ। ଏହା ଦର୍ଶାଏ ଯେ, ପ୍ରଭୁ କରୁଣା ରେ ପୂର୍ଣ୍ଣ ଓ ଦୟାଳୁ ଅଟନ୍ତି।

ପିତରଙ୍କ ପ୍ରଥମ ପତ୍ 2:12

ଅବିଶ୍ବାସୀ ଲୋକମାନେ ତୁମ୍ଭ ଚାରିପଟେ ଅଛନ୍ତି। ସମାନେେ କହି ପାରନ୍ତି ଯେ ତୁମ୍ଭେ ଖରାପ କାର୍ୟ୍ଯ କରୁଛ। ଅତଏବ ଉତ୍ତମ ଜୀବନଯାପନ କର। ତା ହେଲେ ତୁମ୍ଭମାନେେ କରୁଥିବା ଭଲ କାମଗୁଡ଼ିକୁ ସମାନେେ ଦେଖିବେ ଓ ପରମେଶ୍ବରଙ୍କ ଆସିବା ଦିନ ସମାନେ ତାହାଙ୍କୁ ମହିମା ଦବେେ।

ପିତରଙ୍କ ପ୍ରଥମ ପତ୍ 2:19

ଜଣେ ଲୋକ ଭୁଲ ନ କରିଥିଲେ ମଧ୍ଯ ସେ ଦୁଃଖ ପାଇ ପା ରେ। ଯଦି ସେ ଲୋକ ପରମେଶ୍ବରଙ୍କ କଥା ଚିନ୍ତା କରେ ଓ କଷ୍ଟକୁ ସହି ଯାଏ ତା ହେଲେ ପରମେଶ୍ବର ପ୍ରସନ୍ନ ହୁଅନ୍ତି।

ପିତରଙ୍କ ପ୍ରଥମ ପତ୍ 3:14

କିନ୍ତୁ ତୁମ୍ଭେ ଭଲ କାମ ପାଇଁ ଦୁଃଖ ଭୋଗିପାର। ଯଦି ଏପରି ଘଟେ, ତା ହେଲେ ତୁମ୍ଭେ ହେଉଛ ଆଶୀର୍ବାଦର ପାତ୍ର। ଯେଉଁ ଲୋକମାନେ ତୁମ୍ଭକୁ ଯାତନା ଦିଅନ୍ତି ସମାନଙ୍କେୁ ଭୟ କର ନାହିଁ, କିଅବା ଚିନ୍ତିତ ହୁଅ ନାହିଁ।339

ପିତରଙ୍କ ପ୍ରଥମ ପତ୍ 3:16

କିନ୍ତୁ ତୁମ୍ଭେ ସମାନଙ୍କେୁ ଭଦ୍ର ଭାବରେ ଓ ନମ୍ର ଭାବରେ ବୁଝାଅ। ତୁମ୍ଭେ ସବୁବେଳେ ଅନୁଭବ କରିବା ଉଚିତ ଯେ, ତୁମ୍ଭେ ଠିକ କାମ କରୁଛ। ଏପରି କଲେ, ଯେଉଁମାନେ ତୁମ୍ଭ ବିରୁଦ୍ଧ ରେ ମନ୍ଦ କଥା କହୁଛନ୍ତି, ସମାନେେ ଲଜ୍ଜିତ ହବେେ। ତୁମ୍ଭେ ଖ୍ରୀଷ୍ଟଙ୍କଠା ରେ ଥାଇ ଉତ୍ତମ ଜୀବନ କାଟୁଥିବାରୁ ସମାନେେ ମନ୍ଦ କଥାଗୁଡ଼ିକ କୁହନ୍ତି। ସମାନେେ ତୁମ୍ଭ ବିଷୟ ରେ ମନ୍ଦ କଥା କହିଥିବା ହତେୁ ଲଜ୍ଜିତ ହବେେ।

ପିତରଙ୍କ ପ୍ରଥମ ପତ୍ 4:4

ସହେି ଅବିଶ୍ବାସୀମାନେ ଆଶ୍ଚର୍ୟ୍ଯ ହେଉଛନ୍ତି ଯେ ବର୍ତ୍ତମାନ ତୁମ୍ଭେ ସମାନଙ୍କେ ଭଳି ହିଂସ୍ରକ ଓ ଧ୍ବଂସାକରୀ କାମମାନ କରୁ ନାହଁ।

ପିତରଙ୍କ ଦିତୀୟ ପତ୍ର 2:2

ସମାନେେ କହୁଥିବା ମନ୍ଦ କାମକୁ ଅନକେ ଲୋକ ଅନୁସରଣ କରିବେ। ସମାନଙ୍କେ ହତେୁରୁ ଅନ୍ୟ ଲୋକେ ମଧ୍ଯ ସତ୍ଯର ମାର୍ଗ ବିଷୟ ରେ ସମାଲୋଚନା କରିବେ।

Interlinear

Choose Theme