'ମାତ୍ର ତୁମ୍ଭମାନେେ ଯବେେ ଆମ୍ଭର ବାକ୍ଯ ରେ ଅବଧାନ ନ କର। ବିଶ୍ରାମ ଦିନକୁ ପବିତ୍ରରୂପେ ପାଳନ ନ କର ଓ ବିଶ୍ରାମଦିନ ରେ ବୋଝ ବହନ କରି ୟିରୁଶାଲମର ଦ୍ବାର ରେ ପ୍ରବେଶ କର, ତବେେ ଆମ୍ଭେ ସହେି ଦ୍ବାର ସମୂହ ରେ ଅଗ୍ନି ଜଳାଇବା। ଏହା ୟିରୁଶାଲମର ଅଟ୍ଟାଳିକା ସବୁ ଗ୍ରାସ କରିବା ପର୍ୟ୍ଯନ୍ତ ଜଳି ରହିବ।'
Cross references
ମାେ କୋର୍ଧ ରେ ଅଗ୍ନି ପ୍ରଜ୍ବଳିତ ହବେ, ଯାହା ପାତାଳ ପର୍ୟ୍ଯନ୍ତ ଜଳକ୍ସ୍ଟଛି। ପୃଥିବୀର ଏହା ସମସ୍ତ ଦେଶକକ୍ସ୍ଟ ଓ ସମସ୍ତ ଉତ୍ପନ ବସ୍ତକ୍ସ୍ଟକକ୍ସ୍ଟ ଗ୍ରାସ କରିବ। ଏହା ପର୍ବତର ମୂଳଦକ୍ସ୍ଟଆକକ୍ସ୍ଟ ମଧ୍ଯ ପୋଡି଼ ପକାଇବ।
କାରଣ ଯିହୁଦାର ଲୋକମାନେ ମାେତେ ପରିତ୍ଯାଗ କରିଛନ୍ତି। ସମାନେେ ଅନ୍ୟ ଦବେତାଗଣଙ୍କ ପାଦ ରେ ଧୂପ ଜଳାଇଛନ୍ତି। ସମାନେେ ବହୁତ ପ୍ରତିମା ତିଆରି କରିଛନ୍ତି ଓ ମାେତେ ଅତି କୋର୍ଧ କରାଇଛନ୍ତି। ତେଣୁ ଏହି ସ୍ଥାନ ବିରୁଦ୍ଧ ରେ ଆମ୍ଭ କୋରଧାଗ୍ନି ପ୍ରଜ୍ଜଳିତ ହବେ ଓ ତାହା କବେେ ନିର୍ବାପିତ ହବେ ନାହିଁ।'
ନବୂସରଦ୍ନ ସଦାପ୍ରଭୁଙ୍କ ମନ୍ଦିର, ରାଜଗୃହ, ୟିରୁଶାଲମ୍ର ସମସ୍ତ ଗୃହ ଓ ଏପରିକି ବୃହତ୍ ଗୃହ ଗୁଡିକୁ ଅଗ୍ନି ରେ ଦଗ୍ଧ କଲା।
ନବୂଖଦ୍ନିତ୍ସର ଓ ତାଙ୍କର ସୈନ୍ଯଦଳ ମନ୍ଦିରକୁ ଜ୍ବଳାଇ ଦେଲେ। ସମାନେେ ୟିରୁଶାଲମ ପ୍ରାଚୀରକୁ ଭାଙ୍ଗି ପକାଇଲେ ଓ ରାଜା ଓ ତାଙ୍କର ପଦାଧିକାରୀମାନଙ୍କର ସବୁ ଗୃହ ଜ୍ବଳାଇ ଦେଲେ। ସମାନେେ ୟିରୁଶାଲମ ରେ ଥିବା ପ୍ରେତ୍ୟକକ ବହୁମୂଲ୍ଯ ଦ୍ରବ୍ଯକୁ ନଇଗେଲେ ନଚେତ୍ ଧ୍ବଂସ କରି ଦେଲେ।
ଯଦି ତୁମ୍ଭମାନେେ ମାରେ ବାକ୍ଯ ପ୍ରତି ଧ୍ଯାନ ନ ଦିଅ ଏବଂ ମାରେ ବିରୁଦ୍ଧାଚରଣ କର, ତବେେ ତୁମ୍ଭର ଶତ୍ରୁ ତୁମ୍ଭକୁ ଧ୍ବଂସ କରିବେ।'
ଶକ୍ତିଶାଳୀ ମାନବ ଶୁଷ୍କ କାଠି ସଦୃଶ ହବେେ ଏବଂ ସମାନଙ୍କେର କର୍ମ ଅଗ୍ନିକଣା ସଦୃଶ ହବେ। ସହେି ବଳବାନ୍ ଲୋକମାନେ ଓ ସମାନଙ୍କେର କର୍ମ ସବୁ ଅଗ୍ନି ରେ ପୋଡ଼ି ଦବେେ। ସହେି ଅଗ୍ନିକୁ କହେି ନିର୍ବାପିତ କରିପାରିବେ ନାହିଁ।
ଭ୍ରଷ୍ଟାଚାର ଜ୍ବଳନ୍ତ ଅଗ୍ନିତୁଲ୍ଯ। ପ୍ରଥମେ ସେ ଅନାବନା ଘାସ ଓ କଣ୍ଟାବୃକ୍ଷକୁ ଜାଳି ଦିଏ। ତା'ପ ରେ ସେ ଅଗ୍ନି ବୃଦ୍ଧିପାଇ ବଡ଼ ବୁଦା ଓ ଅରଣ୍ଯକୁ ଜାଳିଦିଏ। ଶଷେ ରେ ସେ ଅଗ୍ନି ବିରାଟ ରୂପ ଧାରଣ କରେ ଓ ଘନ ମେଘତୁଲ୍ଯ ଧୂମ ହାଇେ ଉପରକୁ ଉେଠ।
ଆମ୍ଭେ ତୁମ୍ଭମାନଙ୍କ ଉଦ୍ଦେଶ୍ଯ ରେ ପ୍ରହରୀ ନିରୁକ୍ତ କରି କହିଲୁ, 'ତୁରୀର ଶବ୍ଦ ଶୁଣ।' ମାତ୍ର ସମାନେେ କହିଲେ, 'ଆମ୍ଭମାନେେ ଶୁଣିବୁ ନାହିଁ।'
ତେଣୁ ସଦାପ୍ରଭୁ କହନ୍ତି, ଦେଖ, ଏକ ସ୍ଥାନ ଉପ ରେ, ମନୁଷ୍ଯ, ପଶୁ, କ୍ଷେତ୍ରସ୍ଥିତ ବୃକ୍ଷ ଓ ଭୂମିର ଫଳ ଉପ ରେ ଆମ୍ଭର କୋପ ଓ କୋର୍ଧ ଢ଼ଳାୟିବ। ତାହା ଅଗ୍ନି ସଦୃଶ ସବୁ ଦଗ୍ଧ କରିବ, ତାକୁ କହେି ଲିଭାଇ ପାରିବେ ନାହିଁ।
ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଅଧିକାର ଦଇେଥିଲୁ ତୁମ୍ଭେ ସେଥିରୁ ଆପେ କ୍ଷାନ୍ତ ହବେ। ଆଉ ତୁମ୍ଭକୁ ଏକ ଅଜ୍ଞାତ ଦେଶ ରେ ତୁମ୍ଭ ଶତ୍ରୁଗଣର ସବୋ କରାଇବା। କାରଣ ତୁମ୍ଭେ ଆମ୍ଭର କୋରଧରୂପକ ଅଗ୍ନି ପ୍ରଜ୍ବଳିତ କରିଅଛି। ଆଉ ସହେି ଅଗ୍ନି ରେ ତୁମ୍ଭେ ସଦାକାଳ ଭସ୍ମୀଭୂତ ହବେ। ସହେି ଲୋକମାନଙ୍କ ଉପ ରେ ଏପରି ଘଟିବ ଯେଉଁମାନେ ପରମେଶ୍ବରଙ୍କ ଉପ ରେ ବିଶ୍ବାସ କରି ନାହାଁନ୍ତି।
ସଦାପ୍ରଭୁ ଏହା କହନ୍ତି, ତୁମ୍ଭମାନେେ ନିଜ ଜିନିଷ ବିଷଯ ରେ ସାବଧାନ ହୁଅ ଓ ବିଶ୍ରାମ ଦିନ ରେ କୌଣସି ଭାର ବହନ କର ନାହିଁ ଏବଂ ୟିରୁଶାଲମର ଫାଟକ ଦଇେ ତାହା ଭିତରକୁ ଆଣ ନାହିଁ।
ମାତ୍ର ସଦାପ୍ରଭୁ କହନ୍ତି, ଯଦି ତୁମ୍ଭମାନେେ ଯତ୍ନ ସହକା ରେ ମାେ କଥାକୁ ଧ୍ଯାନ ଦିଅ,' 'ଯଦି ତୁମ୍ଭମାନେେ ବିଶ୍ରାମ ଦିନ ରେ ୟିରୁଶାଲମର ଫାଟକ ଦଇେ କୌଣସି ବୋଝ ନ ଆଣ ଏବଂ ଯଦି ତୁମ୍ଭମାନେେ ସଇେ ଦିନ ରେ କୌଣସି କାମ ନ କର। ମାତ୍ର ତାକୁ ପବିତ୍ର ମାର୍ଗ ରେ ପାଳନ କର।
ହେ ଦାଉଦବଂଶ, ସଦାପ୍ରଭୁ ଏହିକଥା କହନ୍ତି, 'ତୁମ୍ଭମାନେେ ପ୍ରଭାତ ରେ ସୁବିବଚେନା କର। ଅପରାଧୀଙ୍କ ହସ୍ତରୁ ଲୁଣ୍ଠିତ ଲୋକମାନଙ୍କୁ ଉଦ୍ଧାର କର। ତାହା ନ ହେଲେ ତୁମ୍ଭମାନେେ ତୁମ୍ଭମାନଙ୍କର ଦୁଷ୍ଟାଚରଣ ଯୋଗୁଁ ଆମ୍ଭ ପ୍ରଚଣ୍ଡ କୋର୍ଧାଗ୍ନି ରେ ଭସ୍ମୀଭୂତ ହବେ ଓ କହେି ତାହାକୁ ନିର୍ବାଣ କରିପାରିବେ ନାହିଁ।
ମାତ୍ର ସଦାପ୍ରଭୁ କହନ୍ତି, 'ଆମ୍ଭେ ତୁମ୍ଭମାନଙ୍କ କର୍ମଫଳାନୁସା ରେ ତୁମ୍ଭମାନଙ୍କୁ ଶାସ୍ତି ଦବୋ। ପୁଣି ଆମ୍ଭେ ତୁମ୍ଭମାନଙ୍କ ଅରଣ୍ଯ ରେ ଅଗ୍ନି ସଂୟୋଗ କରିବା। ସହେି ଅଗ୍ନି ତୁମ୍ଭମାନଙ୍କ ଚତୁଃପାଶର୍ବ ରେ ଥିବା ସମସ୍ତ ଦ୍ରବ୍ଯ ଗ୍ରାସ କରିବ।
ମାତ୍ର ତୁମ୍ଭେ ଯଦି ଏହିସବୁ କଥା ଶୁଣିବ ନାହିଁ, ତବେେ ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ନାମ ରେ ଶପଥ କରି କହୁଅଛୁ ଏହି ଗୃହ ଧ୍ବଂସ ସ୍ତୁପ ରେ ପରିଣତ ହବେ।
ପୁଣି ତୁମ୍ଭେ ସମାନଙ୍କେୁ କହିବ, 'ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭମାନେେ ଆମ୍ଭ ବ୍ଯବସ୍ଥାନୁସା ରେ ଚାଲିବ ଓ ଆମ୍ଭର ବାକ୍ଯ ପ୍ରତି ଧ୍ଯାନ ଦବେ।