ମିଶର ଦେଶର ସମସ୍ତ ଧନଭଣ୍ଡାର ପ୍ରାପ୍ତ କରିବା ବଦଳ ରେ ଖ୍ରୀଷ୍ଟଙ୍କ ପାଇଁ କଷ୍ଟ ସହନ କରିବା, ମାଶାେ ଅପେକ୍ଷାକୃତ ଭଲ ମନେ କଲେ। ପରମେଶ୍ବରଙ୍କ ଦ୍ବାରା ଭବିଷ୍ଯତ ରେ ମିଳିବାକୁ ଥିବା ପ୍ରତିଦାନ ପାଇଁ ସେ ପ୍ରତୀକ୍ଷା କଲେ।
Cross references
ସଦାପ୍ରଭୁ ତୁମ୍ଭକୁ ତୁମ୍ଭର ଏହି ଭଲକାମ ପାଇଁ ପକ୍ସ୍ଟରସ୍କାର ଦବେେ। ତୁମ୍ଭକୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ପୂର୍ଣ ମାତ୍ରା ରେ ପକ୍ସ୍ଟରସ୍କୃତ କରନ୍ତକ୍ସ୍ଟ। ତୁମ୍ଭେ ନିରାପତ୍ତା ପାଇଁ ସଦାପ୍ରଭୁଙ୍କ ପାଖକକ୍ସ୍ଟ ଫରେିଆସିଲ ଏବଂ ସେ ତକ୍ସ୍ଟମ୍ଭଙ୍କକ୍ସ୍ଟ ରକ୍ଷା କରିବେ।
ଧାର୍ମୀକ ଲୋକମାନଙ୍କ ମଧ୍ୟରେ ଅଳ୍ପ ଥିଲେ ବି ତାହା ଦୁଷ୍ଟ ଲୋକମାନଙ୍କ ମଧ୍ୟରେ ଥିବା ଧନୀ ଲୋକମାନଙ୍କ ଅପେକ୍ଷା ଉତ୍ତମ ଅଟେ।
ମାରେ ମୁହଁ ଲଜ୍ଜ୍ଯାରେ ନଇଁ ପଡ଼ୁଛି। ମୁଁ ଏହି ଲଜ୍ଜା ପାଇଁ ତୁମ୍ଭ ନିକଟରେ ସହ୍ଯ କରିଛି।
ଲଜ୍ଜା ମାେତେ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦଇେଛି। କାରଣ ଲଜ୍ଜା ଯୋଗୁଁ ମୁଁ ମୃତ୍ଯୁବରଣ କରିବା ଉପରେ, ମୁଁ ସହାନୁଭୂତି ପାଇଁ ଡ଼ାକିଲି, କହେି ସହାନୁଭୂତି ଦଖାଇେଲେ ନାହିଁ। ମୁଁ ଲୋକମାନଙ୍କୁ ଖାଜେିଲି, କିନ୍ତୁ ଯେଉଁମାନେ ମାେତେ ସାନ୍ତ୍ବନା ଦଇପୋରିବେ, କହେି ସହାନୁଭୂତି ଦଖାଇେଲେ ନାହିଁ।
ହେ ପ୍ରଭୁ, ସ୍ମରଣ କର କିପରି ସମସ୍ତ ଜାତିଗଣ, ତୁମ୍ଭର ଦାସ ମାେତେ ଅପମାନିତ ଦେଉଛନ୍ତି।
ଦୁଷ୍ଟଲୋକ ମିଥ୍ଯା ଉପାର୍ଜନ କରେ। ମାତ୍ର ଯେ ଧର୍ମବୀଜ ବୁଣେ ତାହାର ନିଶ୍ଚିତ ପୁରସ୍କାର ଅଛି।
ଯେ ହତେୁ ତୁମ୍ଭର ସର୍ବଦା ଭବିଷ୍ଯତ ଅଛି, ତୁମ୍ଭର ଭରସା ଉଚ୍ଛନ୍ନ ହବେ ନାହିଁ।
ତୁମ୍ଭେ ଯେଉଁମାନଙ୍କୁ ଯଥାର୍ଥ ଜାଣ। ଯେଉଁ ଲୋକମାନେ ମାରେ ଶିକ୍ଷା ହୃଦଯ ରେ ଧରି ରଖନ୍ତି, ଦୟାକରି ମାେ କଥା ଶୁଣ, ତୁମ୍ଭମାନେେ ଦୁଷ୍ଟ ଲୋକଙ୍କ ଅପମାନ ରେ ଭୟଭୀତ ହୁଅ ନାହିଁ।
ଆଉ ସଦାପ୍ରଭୁ କହନ୍ତି, ଜ୍ଞାନବାନ୍ ଆପଣା ଜ୍ଞାନ ରେ ଦର୍ପ ନ କରୁ, ବଳବାନ୍ ଆପଣା ବଳ ରେ ଦର୍ପ ନ କରୁ ଓ ଧନବାନ୍ ଆପଣା ଧନ ରେ ଗର୍ବ ନ କରୁ।
ତେଣୁ ଖୁସି ହାଇେ ଆନନ୍ଦ କର। କାରଣ ସ୍ବର୍ଗ ରେ ତୁମ୍ଭମାନେେ ଏକ ମହତ୍ ପୁରସ୍କାର ପାଇବ। ତାମ୍ଭର ପୂର୍ବବର୍ତ୍ତୀ ଭବିଷ୍ଯଦ୍ବକ୍ତାମାନଙ୍କୁ ମଧ୍ଯ ଲୋକମାନେ ଏହି ଭଳି ଯାତନା ଦଇେଥିଲେ।
ସାବଧାନ ରୁହ। ଯେତବେେଳେ ଭଲ କାମକର, ଲୋକମାନଙ୍କୁ ଜଣାଇବା ପାଇଁ କରନାହିଁ। ଲୋକମାନେ ତାହା ଦେଖନ୍ତୁ ବୋଲି ତୁମ୍ଭେ ସଗେୁଡିକ କରନାହିଁ। ତାହାଲେ ତୁମ୍ଭେ ସ୍ବର୍ଗ ରେ ଥିବା ତୁମ୍ଭର ପରମପିତାଙ୍କ ଠାରୁ ପୁରସ୍କାର ପାଇ ପାରିବ ନାହିଁ।
ଯାଉଁ ଲୋକ ପରମେଶ୍ବରଙ୍କ ଭବିଷ୍ଯଦ୍ବକ୍ତାଙ୍କୁ ଭଟେି ତାହାଙ୍କୁ ସ୍ବାଗତ କରେ, ତବେେ ସେ ଭବିଷ୍ଯଦ୍ବକ୍ତାର ପୁରସ୍କାର ପାଇବ। ଯେଉଁ ଲୋକ ଜଣେ ଧାର୍ମିକ ଲୋକକୁ ଧାର୍ମିକ ଲୋକ ରୂପେ ସ୍ବୀକାର କରେ ତବେେ ସେ ଧାର୍ମିକ ଲୋକର ପୁରସ୍କାର ପାଇବ।
ଏ ଲୋକମାନଙ୍କର କିଛି ନଥିବାରୁ ସମାନେେ ତୁମ୍ଭକୁ ପ୍ରତିବଦଳ ରେ କିଛି ଦଇେ ପାରିବନୋହିଁ। ତେଣୁ ଏହା ତୁମ୍ଭପାଇଁ ଆଶୀର୍ବାଦଜନକ ହବେ। କିନ୍ତୁ ଯେତବେେଳେ ଧାର୍ମିକ ଲୋକମାନେ ମୃତମାନଙ୍କ ମଧ୍ଯରୁ ଜୀବୀତ ହବେେ, ସହେି ସମୟରେ ତୁମ୍ଭମାନେେ ତୁମ୍ଭର ପୁରସ୍କାର ପାଇବ।