Home Bibles ଯିରିମିୟ 20:5 · ଓଡ଼ିଆ ବାଇବେଲ
ଯିରିମିୟ 20:5 · ଓଡ଼ିଆ ବାଇବେଲ

ୟିରୁଶାଲମ ଅର୍ଜିତ ସକଳ ସତ୍ତି, ତହିଁର ଅର୍ଜିତ ସକଳ ଧନ ଓ ତହିଁର ସକଳ ବହୁମୂଲ୍ଯ ପଦାର୍ଥ ସମାନଙ୍କେ ଶତ୍ରୁଗଣଙ୍କ ହସ୍ତ ରେ ଦବୋ, ଆଉ ଯିହୁଦାର ରାଜଗଣର ସକଳ ଧନଭଣ୍ଡାର ଶତ୍ରୁର ହସ୍ତଗତ କରାଇବା। ସମାନେେ ସେ ସମସ୍ତ ଲୁଟିନଇେ ବାବିଲକୁ ଘନେିଯିବେ।

Cross references

ଦିତୀୟ ରାଜାବଳୀ 20:17

ସମୟ ଆସୁଛି ତୁମ୍ଭ ଗୃହ ରେ ଥିବା ସମସ୍ତ ଦ୍ରବ୍ଯ ଓ ଏ ପର୍ୟ୍ଯନ୍ତ ତୁମ୍ଭ ପୂର୍ବପୁରୁଷଙ୍କ ସଞ୍ଚିତ ସମସ୍ତ ପଦାର୍ଥ ବାବିଲକୁ ନିଆୟିବ। ସଦାପ୍ରଭୁ କହନ୍ତି କୌଣସି ଜିନିଷ ଛଡା ୟିବ ନାହିଁ।

ଦିତୀୟ ରାଜାବଳୀ 24:12

ତେଣୁ ଯିହୁଦାର ରାଜା ୟିହୋଯାଖୀନ୍, ତାଙ୍କର ମାତା, ତାଙ୍କର ଦାସମାନେ, ତାଙ୍କର ଅଧିପତିମାନେ ଓ ତାଙ୍କର ନଫୁସକମାନେ ବାବିଲ ରାଜାଙ୍କୁ ଭଟେିବାକୁ ଗଲେ। ମାତ୍ର ବାବିଲର ରାଜା ଯିହାୟୋଦାରଖୀନ୍ଙ୍କୁ ଧରି ତାଙ୍କୁ ବନ୍ଦୀରୂପେ ନେଲେ। ଏହା ନବୂଖଦ୍ନିତ୍ସରଙ୍କ ଅଷ୍ଟମ ବର୍ଷ ରାଜତ୍ବ କାଳ ରେ ଘଟିଥିଲା।

ଦିତୀୟ ରାଜାବଳୀ 24:13

ନବୂଖଦ୍ନିତ୍ସର ରାଜପ୍ରାସାଦରୁ ଏବଂ ୟିରୁଶାଲମ୍ର ସଦାପ୍ରଭୁଙ୍କ ମନ୍ଦିରରୁ ସମସ୍ତ ଧନ ନଇଗେଲେ। ସେ ରାଜା ଶଲୋମନଙ୍କ ଦ୍ବାରା ତିଆରି ସଦାପ୍ରଭୁଙ୍କ ମନ୍ଦିରର ସ୍ବର୍ଣ୍ଣମଯ ପାତ୍ରଗୁଡିକୁ ଖଣ୍ତ ଖଣ୍ତ କରି କାଟି ପକାଇଲେ। ଏସବୁ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ଘଟିଲା।

ଦିତୀୟ ରାଜାବଳୀ 25:13

ବାବିଲର ସୈନ୍ଯମାନେ ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ସମସ୍ତ ପିତ୍ତଳ ଦ୍ରବ୍ଯ ଭାଙ୍ଗି ପକାଇଲେ। ପିତ୍ତଳ ସ୍ତମ୍ଭ ବୈଠକି ସବୁ ଓ ପିତ୍ତଳମଯ ସମୁଦ୍ର ରୂପ ଦ୍ବୀପ ପାତ୍ର ଖଣ୍ତ ଖଣ୍ତ କରି ତହିଁରେ ଥିବା ପିତ୍ତଳକୁ ବାବିଲକୁ ନଇଗେଲେ।

ଦିତୀୟ ବଂଶାବଳୀ 36:10

ବସନ୍ତ ଋତୁ ରେ, ରାଜା ନବୂଖଦ୍ନିତ୍ସର ୟିହୋଯାଖୀନ୍ଙ୍କୁ ଆଣିବା ନିମନ୍ତେ କେତକେ ଭୃତ୍ଯଙ୍କୁ ପଠାଇଲେ। ସମାନେେ ଯିହାୟୋଦାରଖୀନ୍ ଓ ସଦାପ୍ରଭୁଙ୍କ ମନ୍ଦିରରୁ ବହୁମୂଲ୍ଯ ଧନ ସମ୍ପତ୍ତିରୁ କିଛି ବାବିଲକୁ ନଇଗେଲେ। ନବୂଖଦ୍ନିତ୍ସରର ସିଦିକିଯଙ୍କୁ ଯିହୁଦା ଓ ୟିରୁଶାଲମର ନୂତନ ରାଜା ରୂପେ ମନୋନୀତ କଲେ। ସିଦିକିଯ ଯିହାୟୋଦାରଖୀନ୍ଙ୍କର ଜଣେ ଆତ୍ମୀଯ ଥିଲେ।

ଦିତୀୟ ବଂଶାବଳୀ 36:17

ତେଣୁ ପରମେଶ୍ବର ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ଆକ୍ରମଣ କରିବା ନିମନ୍ତେ ବାବିଲର ରାଜାକୁ ଆଣିଲେ। ୟୁବା ଲୋକମାନେ ମନ୍ଦିର ମଧିଅରେ ଥିଲେ ସୁଦ୍ଧା, ବାବିଲର ରାଜା ସମାନଙ୍କେୁ ହତ୍ଯା କଲେ। ସେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ କିଛି ଦୟା କଲେ ନାହିଁ। ବାବିଲର ରାଜା ଉଭୟ ୟୁବା ଓ ବୃଦ୍ଧ ଲୋକମାନଙ୍କୁ ହତ୍ଯା କଲେ। ସେ ପୁରୁଷ ଓ ସ୍ତ୍ରୀଙ୍କୁ ହତ୍ଯା କଲେ। ସେ ରୋଗୀ ଓ ସୁସ୍ଥ ଲୋକଙ୍କୁ ହତ୍ଯା କଲେ, ପରମେଶ୍ବର ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ଉପରେ ନବୂଖଦ୍ନିତ୍ସରଙ୍କୁ ବିଜଯୀ କଲେ।

ଯିରିମିୟ 3:24

ମାତ୍ର ସେ ଲଜ୍ଜ୍ଯାସ୍ପଦ ବାଲ୍ ଦବେତା ଆମ୍ଭମାନଙ୍କର ବାଲ୍ଯକାଳରୁ ଆମ୍ଭମାନଙ୍କ ପିତୃପୁରୁଷଗଣର ଶ୍ରମଫଳ, ସମାନଙ୍କେ ଗୋମଷୋଦି ପଲ, ସମାନଙ୍କେର ପୁତ୍ର ଓ କନ୍ଯାଗଣକୁ ଭକ୍ଷଣ କରିଅଛି।

ଯିରିମିୟ 4:20

ବିନାଶ ପ ରେ ବିନାଶର ଖବର ଆସୁଅଛି। କାରଣ ସମଗ୍ର ଦେଶ ବିନଷ୍ଟ ହେଉଅଛି। ମୁହୂର୍ତ୍ତକ ମଧିଅରେ ମାରେ ତମ୍ବୁ ଓ ନିମିଷକ ମଧିଅରେ ମାହେର ୟବନିକା ସବୁ ଧ୍ବଂସ ପାଇବ।

ଯିରିମିୟ 12:12

ଧ୍ବଂସକାରୀଗଣ ପ୍ରାନ୍ତରସ୍ଥ ବୃକ୍ଷଶୂନ୍ଯ ଗିରି ସକଳର ଉପରକୁ ଆସିଅଛନ୍ତି। କାରଣ ସଦାପ୍ରଭୁଙ୍କ ଖଡ୍ନ ଦେଶର ଏକ ସୀମାରୁ ଅନ୍ୟ ସୀମା ପର୍ୟ୍ଯନ୍ତ ଗ୍ରାସ କରୁଅଛି। କୌଣସି ପ୍ରାଣୀ ନିରାପଦ ନୁହେଁ।

ଯିରିମିୟ 15:13

ଯିହୁଦାର ଲୋକମାନଙ୍କର ବହୁ ଧନଭଣ୍ଡାର ଅଛି। ଆମ୍ଭେ ସମାନଙ୍କେର ଧନ ସତ୍ତି ଓ ଭଣ୍ଡାରଗୁଡ଼ିକୁ ବିନା ମୂଲ୍ଯ ରେ ଲୁଣ୍ଠିତ ହବୋକୁ ଦବୋ। କାରଣ ସମାନେେ ସମାନଙ୍କେର ପାପ ସମୂହର ଫଳ ଭୋଗ କରିବେ।

ଯିରିମିୟ 17:3

ହେ ଆମ୍ଭର କ୍ଷେତ୍ରସ୍ଥ ପର୍ବତ ସକଳ, ତୁମ୍ଭର ସମୁଦାଯ ଅଞ୍ଚଳ ରେ କୃତ ପାପ ସକାେଶ ଆମ୍ଭେ ତୁମ୍ଭର ସମସ୍ତ ସମ୍ପତ୍ତି ଓ ସବୁ ଧନଭଣ୍ଡାର ଓ ଉଚ୍ଚସ୍ଥଳୀ ସକଳ ଲୁଣ୍ଠିତ ହବୋପାଇଁ ଦବୋ।

ଯିରିମିୟ 24:8

ମାତ୍ର ଯିହୁଦାର ରାଜା ସିଦିକିଯ ସହେି ଅତି ମନ୍ଦ ଡ଼ିମ୍ବିରି ଫଳ ସଦୃଶ। ତେଣୁ ସଦାପ୍ରଭୁ କହନ୍ତି, ଆମ୍ଭେ ନିଶ୍ଚଯ ସିଦିକିଯକୁ, ତାହାର ଅଧିପତିଗଣକୁ ଓ ୟିରୁଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶ ରେ ଅଛନ୍ତି, ସମାନଙ୍କେୁ ଓ ଯେଉଁମାନେ ମିଶର ଦେଶ ରେ ବାସ କରନ୍ତି, ସମାନଙ୍କେୁ ଆମ୍ଭେ ତ୍ଯାଗ କରିବା।

ଯିରିମିୟ 27:19

କାରଣ ସୈନ୍ଯାଧିପତି ସଦାପ୍ରଭୁ କହନ୍ତି ସ୍ତମ୍ଭ ଦ୍ବଯ, ସମୁଦ୍ର, ବୈଠକି ଓ ସମସ୍ତ ବାସନ କୁସନ ସମ୍ବନ୍ଧ ରେ କହନ୍ତି, ଯାହାକି ଏହି ନଗର ରେ ଛାଡ଼ିଛନ୍ତି।

ଯିରିମିୟ 27:21

ସୈନ୍ଯାଧିପତି ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ସଦାପ୍ରଭୁଙ୍କ ମନ୍ଦିର ରେ, ଯିହୁଦାର ରାଜପ୍ରାସାଦ ରେ ଓ ୟିରୁଶାଲମ ରେ ଅବଶିଷ୍ଟ ଥିବା, ସହେି ସମସ୍ତ ବାସନ କୁସନ ବାବିଲକୁ ଅଣାୟିବ।

ଯିରିମିୟ 27:22

ସହେିସବୁ ବାବିଲକୁ ଅଣାୟିବ ଏବଂ ଆମ୍ଭେ ସଗେୁଡ଼ିକର ପରିଦର୍ଶନ ନ କରିବା ଦିନ ପର୍ୟ୍ଯନ୍ତ ସେ ସବୁ ସେ ସ୍ଥାନ ରେ ଥିବ। ପୁଣି ସଦାପ୍ରଭୁ କହନ୍ତି, ତାହାପ ରେ ଆମ୍ଭେ ସେସବୁ ଜିନିଷକୁ ଏହି ସ୍ଥାନକୁ ଫରୋଇ ଆଣିବା।

ଯିରିମିୟ 32:3

ଯିହୁଦାର ରାଜା ସିଦିକିଯ ଯିରିମିୟଙ୍କୁ ବନ୍ଦୀ କରିଥିଲେ। କାରଣ ସେ ଭବିଷ୍ଯଦବାକ୍ଯ ପ୍ରଚାର କରି କହିଥିଲେ ଯେ, ସଦାପ୍ରଭୁ କହନ୍ତି, 'ଆମ୍ଭେ ବାବିଲର ରାଜା ନବୂଖଦନିତ୍ସର ହସ୍ତ ରେ ୟିରୁଶାଲମକୁ ଅର୍ପଣ କରିବା।

ଯିରିମିୟ 39:2

ସିଦିକିଯର ରାଜତ୍ବର ଏକାଦଶ ବର୍ଷର ଚତୁର୍ଥ ମାସର ନବମ ଦିନ ରେ ଏହି ନଗରର ପ୍ରାଚୀର ଭଙ୍ଗାଗଲା ଓ ୟିରୁଶାଲମକୁ କରଗତ କରାଗଲା।

ଯିରିମିୟ 39:8

କଲଦୀଯମାନେ ରାଜଗୃହ ଓ ଲୋକମାନଙ୍କର ସମସ୍ତ ଗୃହ ଅଗ୍ନି ରେ ଦଗ୍ଧ କଲେ। ଆଉ ୟିରୁଶାଲମର ପ୍ରାଚୀର ସବୁ ଭାଙ୍ଗି ପକାଇଲେ।

ଯିରିମିୟ 52:7

ନଗରର ଏକ ସ୍ଥାନ ଭଗ୍ନ ହବୋରୁ ସମସ୍ତ ଯୋଦ୍ଧା ରାତ୍ରି ସମୟରେ ରାଜାର ଉଦ୍ୟାନ ନିକଟସ୍ଥ ଦୁଇ ପ୍ରାଚୀରର ମଧ୍ଯବର୍ତ୍ତୀ ଦ୍ବାରପଥ ଦଇେ ପଳାଇଲେ। ସେ ସମୟରେ କଲଦୀଯମାନେ ନଗରର ବିରୁଦ୍ଧ ରେ ଚତୁର୍ଦ୍ଦିଗ ରେ ଘରେି ରହିଥିଲେ। ସମାନେେ ପ୍ରାନ୍ତର ଆଡ଼କୁ ପଳାଯନ କଲେ।

ଯିରିମିୟଙ୍କ ବିଳାପ 1:7

ନିଜ ଦୁଃଖ ଓ ଦୁର୍ଗତିର ସମୟରେ , ୟିରୁଶାଲମ ଆପଣା ପୂର୍ବକାଳର ରମଣୀଯ ଦିନସବୁ ସ୍ମରଣ କରୁଅଛି; ଯେତବେେଳେ ତା'ର ଲୋକମାନେ ଶତ୍ରୁମାନଙ୍କ ଦ୍ବାରା କବଳିତ ହେଲେ, କହେି ସମାନଙ୍କେୁ ସାହାୟ୍ଯ କରିବାକୁ ଆସିଲେ ନାହିଁ, ସେତବେେଳେ ତା'ର ଶତ୍ରୁଗଣ ସମାନଙ୍କେର ଧ୍ବଂସାବସ୍ଥା ଦେଖି ସମାନଙ୍କେୁ ଉପହାସ କଲେ।

ଯିରିମିୟଙ୍କ ବିଳାପ 1:10

ତାହାର ସମସ୍ତ ବିପକ୍ଷମାନେ ସମାନଙ୍କେର ହସ୍ତ ପ୍ରସାରଣ କଲେ ଏବଂ ସମସ୍ତ ସୁନ୍ଦର ଜିନିଷ ନଇଗେଲେ। ସେ ବିଦେଶୀମାନଙ୍କୁ ତାହାର ପବିତ୍ର ମନ୍ଦିର ରେ ପ୍ରବେଶ କରିବାର ପର୍ୟ୍ଯବେକ୍ଷଣ କଲେ। ସହେି ବିଦେଶୀମାନଙ୍କୁ ସଦାପ୍ରଭୁ ଧାର୍ମିକ ସମ୍ମଳନେୀ ରେ ଯୋଗ ଦବୋକୁ ଆଦେଶ ଦଇେଥିଲେ।

ଯିରିମିୟଙ୍କ ବିଳାପ 4:12

ବିପକ୍ଷ ଲୋକ ଓ ଶତ୍ରୁ ଯେ ୟିରୁଶାଲମର ଦ୍ବାର ସମୂହ ରେ ପ୍ରବେଶ କରିବ, ଏହା ପୃଥିବୀସ୍ଥ ରାଜଗଣ ଓ ଜଗତବାସୀ କହେି ବିଶ୍ବାସ କରି ନ ଥିଲେ।

ଯିହିଜିକଲ 22:25

ତାହାର ଭବିଷ୍ଯଦବକ୍ତାମାନେ ସଠାେ ରେ ଚକ୍ରାନ୍ତ କରିଛନ୍ତି। ସମାନେେ ପ୍ରାଣୀମାନଙ୍କୁ ହତ୍ଯା କରିବାକୁ ଉତ୍ସୁକ ଗର୍ଜ୍ଜନକାରୀ ସିଂହ ସଦୃଶ। ସମାନେେ ଲୋକମାନଙ୍କୁ ଶୋଷଣ କରନ୍ତି, ସମାନେେ ମୂଲ୍ଯବାନ ଓ ବହୁମୂଲ୍ଯ ବସ୍ତ୍ର ହରଣ କରନ୍ତି ; ସମାନେେ ବହୁ ମହିଳାଙ୍କୁ ବିଧବା କରିଅଛନ୍ତି।

ଦାନିଏଲ 1:2

ବର୍ତ୍ତମାନ ସଦାପ୍ରଭୁ ଯିହାୟୋକୀମ୍କୁ ପରାସ୍ତ କରିବା ପାଇଁ ନବୂଖଦ୍ନିତ୍ସରଙ୍କୁ ଅନୁମତି ଦେଲେ ଏବଂ ସେ କିଛି ପାତ୍ର ପରମେଶ୍ବରଙ୍କ ମନ୍ଦିରରୁ ନଇଗେଲେ। ସେ ସିନଯର ଭୂମିକୁ ସବୁଗୁଡିକୁ ବହନ କରି ନେଲେ ଏବଂ ଆରଣା ଦବେତାମାନଙ୍କ ମନ୍ଦିର ଭଣ୍ତାରଗୃହ ରେ ସେସବୁ ରଖି ଦେଲେ।

Interlinear

Choose Theme