ବିପକ୍ଷ ଲୋକ ଓ ଶତ୍ରୁ ଯେ ୟିରୁଶାଲମର ଦ୍ବାର ସମୂହ ରେ ପ୍ରବେଶ କରିବ, ଏହା ପୃଥିବୀସ୍ଥ ରାଜଗଣ ଓ ଜଗତବାସୀ କହେି ବିଶ୍ବାସ କରି ନ ଥିଲେ।
Cross references
ସେତବେେଳେ ସବୁ ଗୋଷ୍ଠୀଯ ଲୋକମାନେ କହିବେ, 'ସଦାପ୍ରଭୁ ଏଦେଶ ପ୍ରତି କାହିଁକି ଏପରି କଲେ? ଏରୂପ ମହାକୋର୍ଧ ପ୍ରଜ୍ବଳିତ ହବୋର କାରଣ କ'ଣ?
ଏହି ମନ୍ଦିର ଧ୍ବଂସ ହବେ। ପ୍ରେତ୍ୟକକ ଲୋକ ଏହା ଦେଖି ଆଶ୍ଚର୍ୟ୍ଯ ହବେେ ଓ କହିବେ, 'ସଦାପ୍ରଭୁ କାହିଁକି ଏହି ଭୂମି ଓ ଏହି ମନ୍ଦିର ପ୍ରତି ଏପରି ଭୟଙ୍କର କାର୍ୟ୍ଯ କଲେ?'
ନବୂଖଦ୍ନିତ୍ସର ରାଜତ୍ବର ଉନବିଂଶ ବର୍ଷ ରେ ପଞ୍ଚମ ମାସର ସପ୍ତମ ଦିନ ରେ ବାବିଲ ରାଜାର ଦାସ ନବୂସରଦନ୍ ଉତ୍ତମ ୟୋଦ୍ଧାବର୍ଗର ସନୋପତି ରୂପେ ୟିରୁଶାଲମ୍କୁ ଆସିଲା।
ଗୋଟିଏ ସମଯରେ ଅନକେ ରାଜା ଏକତ୍ରୀତ ହାଇେ ଏହି ନଗରୀକୁ ଆକ୍ରମଣ କରିବାକୁ ଯୋଜନା କଲେ। ସମାନେେ ସହେି ନଗର ଆଡ଼କୁ ଗମନ କଲେ।
ହେ ଉପତ୍ୟକା ଓ କ୍ଷେତ୍ରସ୍ଥ ଶୈଳ ନିବାସୀନି ୟିରୁଶାଲମ, ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ। ତୁମ୍ଭମାନେେ କହୁଅଛ 'ଆମ୍ଭମାନଙ୍କ ବିପକ୍ଷ ରେ କହେି ଆକ୍ରମଣ କରିବେ ନାହିଁ କି ଆମ୍ଭର ସୁଦୃଢ଼ ନଗରୀକୁ କହେି ପରାସ୍ତ କରିପାରିବେ ନାହିଁ।'