Home Bibles ଦିତୀୟ ରାଜାବଳୀ 25:13 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 25:13 · ଓଡ଼ିଆ ବାଇବେଲ

ବାବିଲର ସୈନ୍ଯମାନେ ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ସମସ୍ତ ପିତ୍ତଳ ଦ୍ରବ୍ଯ ଭାଙ୍ଗି ପକାଇଲେ। ପିତ୍ତଳ ସ୍ତମ୍ଭ ବୈଠକି ସବୁ ଓ ପିତ୍ତଳମଯ ସମୁଦ୍ର ରୂପ ଦ୍ବୀପ ପାତ୍ର ଖଣ୍ତ ଖଣ୍ତ କରି ତହିଁରେ ଥିବା ପିତ୍ତଳକୁ ବାବିଲକୁ ନଇଗେଲେ।

Cross references

ଯାତ୍ରା ପୁସ୍ତକ 27:3

ଭସ୍ମ ରଖିବା ପାଇଁ ପାତ୍ର କର, କୋଦାଳ, ଗରା, କଣ୍ଟାଚାମୁଚ ଏବଂ କରଇେ କଂସାରୁ ତିଆରି କର। ସମସ୍ତ ପାତ୍ର ପିତ୍ତଳ ରେ ପ୍ରସ୍ତୁତ କରିବ।

ପ୍ରଥମ ରାଜାବଳୀ 7:15

ହୀରମ ଦୁଇଟି ପିତ୍ତଳ ସ୍ତମ୍ଭ ନିର୍ମାଣ କଲଲ ଯାହାର ଉଚ୍ଚତା ଅଠର ହାତ ଓ ଗୋଲଲଇ ବାର ହାତ ଥିଲା। ସ୍ତମ୍ଭର ଭିତର ଫମ୍ଫା ଥିଲା ଓ ପିତ୍ତଳ ତିନି ଇଞ୍ଚି ବହଳର ଥିଲା।

ପ୍ରଥମ ରାଜାବଳୀ 7:23

ତା'ପଲରସସ ଏକ କଂସାର ଗୋଲାକାର କୁଣ୍ତ ତିଆରି କରି ତା'ର ନାମସଦଲଲ ସମୁଦ୍ର।ସସହି କୁଣ୍ତର ପରିଧି ତିରିଶ ହାତ, ବ୍ଯାସ ଦଶ ହାତ, ଗଭୀରତା ପାଞ୍ଚ ହାତ ଥିଲା।

ପ୍ରଥମ ରାଜାବଳୀ 7:27

ତା'ପଲର ହୀରମ ଦଶଟି କଂସା ଶଗଡ ନିର୍ମାଣ କଲା। ପ୍ରଲତ୍ୟକକ ଶଗଡର ର୍ଦୈଘ୍ଯ ଗ୍ଭରିହାତ, ପ୍ରସ୍ଥ ଗ୍ଭରି ହାତ ଓ ଉଚ୍ଚତା ତିନିହାତ ଥିଲା।

ଦିତୀୟ ରାଜାବଳୀ 20:17

ସମୟ ଆସୁଛି ତୁମ୍ଭ ଗୃହ ରେ ଥିବା ସମସ୍ତ ଦ୍ରବ୍ଯ ଓ ଏ ପର୍ୟ୍ଯନ୍ତ ତୁମ୍ଭ ପୂର୍ବପୁରୁଷଙ୍କ ସଞ୍ଚିତ ସମସ୍ତ ପଦାର୍ଥ ବାବିଲକୁ ନିଆୟିବ। ସଦାପ୍ରଭୁ କହନ୍ତି କୌଣସି ଜିନିଷ ଛଡା ୟିବ ନାହିଁ।

ଦିତୀୟ ବଂଶାବଳୀ 4:2

ଏହାପରେ ଶଲୋମନ ତରଳ କଂସା ରେ ଏକ ବୃହତ୍ କୁଣ୍ଡ ନିର୍ମାଣ କଲେ। ଏହି ବୃହତ୍ କୁଣ୍ଡଟି ଗୋଲାକାର ଥିଲା ଏବଂ ଏହାର ଏକ ବିନ୍ଦୁରୁ ଏହାର ଠିକ୍ ବିପରୀତ ବିନ୍ଦୁ ପର୍ୟ୍ଯନ୍ତ ଦଶ ହାତ ର୍ଦୈଘ୍ଯ ବିଶିଷ୍ଟ ଥିଲା। ଏହାର ଉଚ୍ଚତା ପାଞ୍ଚ ହାତ ଏବଂ ଏହାର ପରିଧି ତିରିଶ ହାତ ଥିଲା।

ଦିତୀୟ ବଂଶାବଳୀ 4:12

ହୂରମ ଦୁଇଟି ସ୍ତମ୍ଭ ଏବଂ ଦୁଇଟି ସ୍ତମ୍ଭର ଉପରିସ୍ଥ ଭାଗ ରେ ବିରାଟ କୁଣ୍ଡର ନିର୍ମାଣ କରିଥିଲେ। ଆହୁରି ହୂରମ ଏହି ଦୁଇଟି ସ୍ତମ୍ଭର ଉପରେ ଥିବା ଦୁଇଟି ବିରାଟ କୁଣ୍ଡକୁ ଘାଡ଼ୋଇବା ନିମନ୍ତେ କାରୁକାର୍ୟ୍ଯ ପୂର୍ଣ୍ଣ ଜାଲି ତିଆରି କରିଥିଲେ।

ଦିତୀୟ ବଂଶାବଳୀ 36:18

ନବୂଖଦ୍ନିତ୍ସର ପରମେଶ୍ବରଙ୍କ ମନ୍ଦିରରୁ ସବୁ ପଦାର୍ଥ ବାବିଲକୁ ବୋହି ନଇଗେଲେ। ସେ ମନ୍ଦିରରୁ, ରାଜାଙ୍କ ନିକଟରୁ ଓ ରାଜାଙ୍କ ପଦାଧିକାରୀମାନଙ୍କଠାରୁ ବହୁମୂଲ୍ଯ ବସ୍ତୁ ସବୁ ନଇଗେଲେ।

ଯିରିମିୟ 20:5

ୟିରୁଶାଲମ ଅର୍ଜିତ ସକଳ ସତ୍ତି, ତହିଁର ଅର୍ଜିତ ସକଳ ଧନ ଓ ତହିଁର ସକଳ ବହୁମୂଲ୍ଯ ପଦାର୍ଥ ସମାନଙ୍କେ ଶତ୍ରୁଗଣଙ୍କ ହସ୍ତ ରେ ଦବୋ, ଆଉ ଯିହୁଦାର ରାଜଗଣର ସକଳ ଧନଭଣ୍ଡାର ଶତ୍ରୁର ହସ୍ତଗତ କରାଇବା। ସମାନେେ ସେ ସମସ୍ତ ଲୁଟିନଇେ ବାବିଲକୁ ଘନେିଯିବେ।

ଯିରିମିୟ 27:19

କାରଣ ସୈନ୍ଯାଧିପତି ସଦାପ୍ରଭୁ କହନ୍ତି ସ୍ତମ୍ଭ ଦ୍ବଯ, ସମୁଦ୍ର, ବୈଠକି ଓ ସମସ୍ତ ବାସନ କୁସନ ସମ୍ବନ୍ଧ ରେ କହନ୍ତି, ଯାହାକି ଏହି ନଗର ରେ ଛାଡ଼ିଛନ୍ତି।

ଯିରିମିୟ 52:17

ପୁଣି କଲଦୀଯମାନେ ସଦାପ୍ରଭୁଙ୍କ ମନ୍ଦିରର ପିତ୍ତଳ ସ୍ତମ୍ଭ ସଦାପ୍ରଭୁଙ୍କ ଗୃହର ବୈଠକିସବୁ ଓ ପିତ୍ତଳମଯ ସମୁଦ୍ର ରୂପା ପାତ୍ରକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ତହିଁର ପିତ୍ତଳ ସବୁ ବାବିଲକୁ ନଇଗେଲେ।

ଯିରିମିୟଙ୍କ ବିଳାପ 1:10

ତାହାର ସମସ୍ତ ବିପକ୍ଷମାନେ ସମାନଙ୍କେର ହସ୍ତ ପ୍ରସାରଣ କଲେ ଏବଂ ସମସ୍ତ ସୁନ୍ଦର ଜିନିଷ ନଇଗେଲେ। ସେ ବିଦେଶୀମାନଙ୍କୁ ତାହାର ପବିତ୍ର ମନ୍ଦିର ରେ ପ୍ରବେଶ କରିବାର ପର୍ୟ୍ଯବେକ୍ଷଣ କଲେ। ସହେି ବିଦେଶୀମାନଙ୍କୁ ସଦାପ୍ରଭୁ ଧାର୍ମିକ ସମ୍ମଳନେୀ ରେ ଯୋଗ ଦବୋକୁ ଆଦେଶ ଦଇେଥିଲେ।

Interlinear

Choose Theme