ତେଣୁ ଯିହୁଦାର ରାଜା ୟିହୋଯାଖୀନ୍, ତାଙ୍କର ମାତା, ତାଙ୍କର ଦାସମାନେ, ତାଙ୍କର ଅଧିପତିମାନେ ଓ ତାଙ୍କର ନଫୁସକମାନେ ବାବିଲ ରାଜାଙ୍କୁ ଭଟେିବାକୁ ଗଲେ। ମାତ୍ର ବାବିଲର ରାଜା ଯିହାୟୋଦାରଖୀନ୍ଙ୍କୁ ଧରି ତାଙ୍କୁ ବନ୍ଦୀରୂପେ ନେଲେ। ଏହା ନବୂଖଦ୍ନିତ୍ସରଙ୍କ ଅଷ୍ଟମ ବର୍ଷ ରାଜତ୍ବ କାଳ ରେ ଘଟିଥିଲା।
Cross references
ତୁମ୍ଭଠାରୁ ଜନ୍ମ ହାଇେଥିବା ପୁତ୍ରମାନଙ୍କୁ ବାବିଲୋନୀଯମାନେ ନଇେଯିବେ ଓ ବାବିଲ ରାଜାର ଅଟ୍ଟାଳିକା ରେ ସମାନେେ ନଫୁସକ ହାଇେ ରହିବେ।
ନବୂଖଦ୍ନିତ୍ସର ରାଜତ୍ବର ଉନବିଂଶ ବର୍ଷ ରେ ପଞ୍ଚମ ମାସର ସପ୍ତମ ଦିନ ରେ ବାବିଲ ରାଜାର ଦାସ ନବୂସରଦନ୍ ଉତ୍ତମ ୟୋଦ୍ଧାବର୍ଗର ସନୋପତି ରୂପେ ୟିରୁଶାଲମ୍କୁ ଆସିଲା।
ଅନନ୍ତର ଯିହୁଦାର ରାଜା ୟହୋଯାଖୀନଙ୍କ ବନ୍ଦୀତ୍ବର ସପ୍ତତ୍ରିଂଶ ବର୍ଷର ଦ୍ବାଦଶ ମାସ ରେ, ମାସର ସପ୍ତବିଂଶ ଦିନ ରେ ବାବିଲ ରାଜା ଇବିଲମରୋଦକ୍। ସେ ରାଜତ୍ବ ଆରମ୍ଭ କରିବା ବର୍ଷ ରେ ବନ୍ଦୀରୁ ଯିହୁଦାର ରାଜା ୟିହୋଯାଖୀନ୍କୁ ବାହାର କଲେ ଓ ତାଙ୍କୁ ଅନ୍ୟ ରାଜାଙ୍କଠାରୁ ତାଙ୍କୁ ଅଧିକ ମହତ୍ବପୂର୍ଣ୍ଣ ସ୍ଥାନ ରେ ବସିବାକୁ ଦେଲେ। ତାହା ବବେିଲୋନ ରେ ତାଙ୍କ ସହିତ ଏପରି ଥିଲା।
ବସନ୍ତ ଋତୁ ରେ, ରାଜା ନବୂଖଦ୍ନିତ୍ସର ୟିହୋଯାଖୀନ୍ଙ୍କୁ ଆଣିବା ନିମନ୍ତେ କେତକେ ଭୃତ୍ଯଙ୍କୁ ପଠାଇଲେ। ସମାନେେ ଯିହାୟୋଦାରଖୀନ୍ ଓ ସଦାପ୍ରଭୁଙ୍କ ମନ୍ଦିରରୁ ବହୁମୂଲ୍ଯ ଧନ ସମ୍ପତ୍ତିରୁ କିଛି ବାବିଲକୁ ନଇଗେଲେ। ନବୂଖଦ୍ନିତ୍ସରର ସିଦିକିଯଙ୍କୁ ଯିହୁଦା ଓ ୟିରୁଶାଲମର ନୂତନ ରାଜା ରୂପେ ମନୋନୀତ କଲେ। ସିଦିକିଯ ଯିହାୟୋଦାରଖୀନ୍ଙ୍କର ଜଣେ ଆତ୍ମୀଯ ଥିଲେ।
ସହେି ସମୟରେ ମର୍ଦ୍ଦଖଯ ନାମ ରେ ଜଣେ ୟିହୁଦୀଯ ଲୋକ ଶୂଶନ୍ ରାଜଧାନୀ ରେ ଥିଲା, ସେ ବିନ୍ଯାମୀନ ବଂଶୀଯ ୟାଯୀରର ପୁତ୍ର, ଶିମିଯିର ପୌତ୍ର, କୀଶର ପ୍ରପୌତ୍ର।
ଯେଉଁ ଲୋକମାନେ ଯିହୁଦାର ରାଜା ୟିକନିଯ ସହିତ ବାବିଲର ରାଜା ନବୁଖଦ୍ନିତ୍ସର ଦ୍ବାରା ନିର୍ବାସିତ ହାଇେଥିଲା। ସମାନଙ୍କେ ସହିତ କୀଶ ୟିରୁଶାଲମଠାରୁ ନିର୍ବାସିତ ହାଇେଥିଲା।
ପୃଥିବୀ ନିବାସୀ ଦୋଷ କରିଛନ୍ତି, ତେଣୁ ସମାନେେ ଅପରାଧୀ, ସେଥିପାଇଁ ପରମେଶ୍ବର ସମାନଙ୍କେୁ ବିନଷ୍ଟ କରିବାକୁ ପ୍ରତିଜ୍ଞା କରିଛନ୍ତି। ସମାନେେ ଦଣ୍ଡିତ ହବେେ ଓ ଅଳ୍ପ କେତକେ ବଞ୍ଚି ରହିବେ।
ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଯିହୁଦାର ରାଜା ଯିହାୟୋକୀମର ପୁତ୍ର ଯିହାୟୋଦାରକୀନ୍ ଆମ୍ଭ ଦକ୍ଷିଣ ହସ୍ତର ମାହେର ତୁଲ୍ଯ ହେଲେ ହେଁ ଆମ୍ଭେ ତୁମ୍ଭକୁ ସଠାରୁେ କାଢ଼ି ପକାଇବା।
ବାବିଲର ରାଜା ନବୂଖଦନିତ୍ସର, ଯିହାୟୋଦାରକୀମ୍ର ପୁତ୍ର, ଯିହୁଦାର ରାଜା ୟିହୋଯାଖୀନକୁ ଓ ଯିହୁଦାର ଅଧିପତିମାନଙ୍କୁ ଶିଳ୍ପକର ଓ କର୍ମକାରମାନଙ୍କ ସହିତ ୟିରୁଶାଲମରୁ ବନ୍ଦୀକରି ବାବିଲକୁ ନଇଗେଲା ଉତ୍ତା ରେ, ସଦାପ୍ରଭୁ ମାେତେ ଏକ ଦର୍ଶନ ଦଖାଇେଲେ। ଆଉ ମୁଁ ଦେଖିଲି, ସଦାପ୍ରଭୁଙ୍କର ମନ୍ଦିର ସମ୍ମୁଖ ରେ ଦୁଇ ଡ଼ାଲା ଡ଼ିମ୍ବିରି ଫଳ ରଖା ୟାଇଅଛି।
ବାବିଲର ରାଜା ନବୂଖଦନିତ୍ସରର ଅଧିକାରର ପ୍ରଥମ ବର୍ଷ ରେ ଓ ଯୋଶିୟଯର ପୁତ୍ର, ଯିହୁଦାର ରାଜା ୟିହୋଯାକୀମର ଅଧିକାରର ଚତୁର୍ଥ ବର୍ଷ ରେ, ଯିହୁଦାର ସମଗ୍ର ଲୋକ ବିଷଯ ରେ ଯିରିମିୟଙ୍କ ନିକଟରେ ଏହି ବାକ୍ଯ ଉପସ୍ଥିତ ହେଲା।
ଯିରିମିୟ ନିର୍ବାସିତମାନଙ୍କ ମଧିଅରେ ଥିବା ପ୍ରାଚୀନମାନଙ୍କ ପାଖକୁ ଯାଜକଗଣଙ୍କ ପାଖକୁ ଭବିଷ୍ଯତ୍ ବକ୍ତାଗଣଙ୍କ ପାଖକୁ ଓ ଅନ୍ୟ ସମସ୍ତ ବାବିଲ ନିବାସୀମାନଙ୍କ ନିକଟକୁ ଏକ ପତ୍ର ପ୍ ରରଣେ କଲେ ଏବଂ ଏହିସବୁ ଲୋକମାନଙ୍କୁ ନବୂଖଦନିତ୍ସର ୟିରୁଶାଲମରୁ ବାବିଲୋନକୁ ନିର୍ବାସିତ ରୂପେ ନଇୟୋଇଥିଲେ।
ରାଜା ଯିହାୟୋଦାରଖୀନ, ରାଜମାତା, ନପୁଂସକଗଣ, ପ୍ରାଚୀନବର୍ଗ, ଶିଳ୍ପକାରୀଗଣ ଓ କର୍ମକାରଗଣ ୟିରୁଶାଲମରୁ ପ୍ରସ୍ଥାନ କଲା ଉତ୍ତା ରେ ଏହି ପତ୍ର ପଠାଗଲା।
ତା'ପ ରେ ଯିରିମିୟ ରାଜା ସିଦିକିଯଙ୍କୁ କହିଲେ, ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, 'ଯଦି ତୁମ୍ଭେ ବାବିଲ ରାଜାଙ୍କ ଅଧିପତିମାନଙ୍କ ବଶତା ସ୍ବୀକାର କରିବ, ତବେେ ତୁମ୍ଭେ ବଞ୍ଚିବ ଓ ଏହି ନଗର ଅଗ୍ନି ରେ ଦଗ୍ଧ ହବେ ନାହିଁ। ଆଉ ତୁମ୍ଭେ ଓ ତୁମ୍ଭର ପରିବାର ବଞ୍ଚିବେ।
ନବୂଖଦନିତ୍ସର ଯେଉଁ ୟିହୁଦୀ ଲୋକମାନଙ୍କୁ ବନ୍ଦୀକରି ନଇଗେଲେ,
ଯିହୁଦାର ରାଜା ୟିହୋଯାଖୀନ୍ ବାବିଲର କାରାଗାର ରେ ସଇଁତିରିଶ ବର୍ଷ ବନ୍ଦୀ ହାଇେ ରହିଲେ। ତାଙ୍କ ବନ୍ଦୀତ୍ବର ସପ୍ତତ୍ରିଂଶ ବର୍ଷ ରେ ବାବିଲର ରାଜା ଇବିଲ୍-ମରୋଦକ୍ ୟିହୋଯାଖୀନ୍ଙ୍କ ପ୍ରତି ଦୟାପରବଶ ହେଲେ। ସେ ରାଜତ୍ବର ପ୍ରଥମ ବର୍ଷର ଦ୍ବାଦଶ ମାସର ପଞ୍ଚବିଂଶ ଦିନ ରେ ୟିହୋଯାଖୀନ୍ଙ୍କୁ କାରାଗାରରୁ ମୁକ୍ତ କଲେ।
କବାର ନଦୀ କୂଳ ରେ ମୁଁ ନିର୍ବାସିତ ଥିଲା ବେଳେ ଆକାଶ ଖାଲିଗେଲା ଏବଂ ତିରିଶତମ
ସେ ଏରସ ବୃକ୍ଷର ଅଗ୍ରଭାଗ ଭାଙ୍ଗିଲା ଏବଂ ତାହାକୁ କିଣାନ ଦେଶକୁ ନଇଗେଲା। ସଠାେ ରେ ସେ ତାକୁ ବଣିକମାନଙ୍କର ନଗରୀ ରେ ରଖିଲା।
ତୁମ୍ଭେ ସହେି ବିଦ୍ରୋହୀ ଜାତିକୁ କୁହ, ଇଶ୍ରାୟେଲ ତୁମ୍ଭେ କ'ଣ ଏସବୁର ତାତ୍ପର୍ୟ୍ଯ ଜାଣ ନାହିଁ ? ସମାନଙ୍କେୁ କୁହ, ଦେଖ, ବାବିଲର ରାଜା ୟିରୁଶାଲମକୁ ଆସି ତହିଁର ରାଜାଙ୍କୁ ଓ ତହିଁର ମୁଖ୍ଯଗଣଙ୍କୁ ଆପଣାର ନ୍ଯାଯାଳଯ ବାବିଲକୁ ନଇଗେଲା।