Home Bibles ଯିରିମିୟ 20:4 · ଓଡ଼ିଆ ବାଇବେଲ
ଯିରିମିୟ 20:4 · ଓଡ଼ିଆ ବାଇବେଲ

କାରଣ ସଦାପ୍ରଭୁ କହନ୍ତି, 'ଆମ୍ଭେ ଏପରି ପରିସ୍ଥିତି ସୃଷ୍ଟି କରିବା, ଯେ ତୁମ୍ଭ ପାଇଁ ଯାହା ଘଟିବ, ସେଥି ରେ ତୁମ୍ଭେ ଓ ତୁମ୍ଭର ସାଙ୍ଗମାନେ ଆତଙ୍କିତ ହବେେ। ଏବଂ ସମାନେେ ସମାନଙ୍କେର ଶତ୍ରୁଗଣର ଖଡ୍ଗ ରେ ନିହତ ହବେେ ଓ ତୁମ୍ଭର ଚକ୍ଷୁ ତାହା ଦେଖିବ। ଆଉ ଆମ୍ଭେ ଯିହୁଦାକୁ ବାବିଲର ରାଜା ହସ୍ତ ରେ ଦବୋ, ତା'ପ ରେ ସମାନଙ୍କେୁ ବନ୍ଦୀ କରି ବାବିଲକୁ ନଇୟିବୋ ଓ ସମାନଙ୍କେୁ ସଠାେ ରେ ହତ୍ଯା କରାୟିବ।

Cross references

ଦିତୀୟ ବିବରଣ 28:32

ତକ୍ସ୍ଟମ୍ଭ ପକ୍ସ୍ଟତ୍ର କନ୍ଯାଗଣ ଅନ୍ୟମାନଙ୍କୁ ଦିଆୟିବ। ସବୁ ବେଳେ ତୁମ୍ଭେ ତାଙ୍କୁ ଗ୍ଭହକ୍ସ୍ଟଁ ଗ୍ଭହକ୍ସ୍ଟଁ ଦିନ ୟିବ। କିନ୍ତୁ ତୁମ୍ଭମାନେେ କିଛି କରିପାରିବ ନାହିଁ। କିନ୍ତୁ ପରମେଶ୍ବର ତୁମ୍ଭର କୌଣସି ସାହାୟ୍ଯ କରିବେ ନାହିଁ।

ଦିତୀୟ ବିବରଣ 28:65

ତୁମ୍ଭମାନେେ ସହେି ଗୋଷ୍ଠୀଯମାନଙ୍କ ମଧିଅରେ କିଛି ଶାନ୍ତି ପାଇବ ନାହିଁ ଓ ସଠାେରେ ତକ୍ସ୍ଟମ୍ଭ ପାଦର କିଛି ବିଶ୍ରାମ ହବେ ନାହିଁ। ସଦାପ୍ରଭୁ ତୁମ୍ଭର ମନକକ୍ସ୍ଟ ପୂର୍ଣ୍ଣ କରିବେ। ସେ ତୁମ୍ଭର ଆଖିଗକ୍ସ୍ଟଡିକ ଆଙ୍କାକ୍ଷା ରେ ଅବସନ୍ନ କରି ଦବେେ ଏବଂ ସେ ତୁମ୍ଭକୁ ଦକ୍ସ୍ଟଃଖ ପୂର୍ଣ୍ଣ କରିବେ।

ପ୍ରଥମ ଶାମୁୟେଲ 2:33

ଆଉ ତୁମ୍ଭର ସମସ୍ତ ବଂଶଧରଗଣଙ୍କକ୍ସ୍ଟ ଆପଣା ୟଜ୍ଞବଦେୀରକ୍ସ୍ଟ ଆସକ୍ସ୍ଟଥିବା ମୁ ଉଚ୍ଛିନ୍ନ କରିବି ନାହିଁ। ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ କେତକେ ମାରେ ୟଜ୍ଞବଦେୀ ରେ ସବୋ କରିବ। ସମାନେେ ତୁମ୍ଭର ପରିବାର ଧ୍ବଂସ ପାଇଁ କାନ୍ଦକ୍ସ୍ଟଥିବେ ଓ ଶୋକ କରୁଥିବେ। କିନ୍ତୁ ତୁମ୍ଭର ଅଧିକାଂଶ ବଂଶଧରଗଣ ସମାନଙ୍କେର ୟୌବନାବସ୍ଥା ରେ ମରିବେ।

ଦିତୀୟ ରାଜାବଳୀ 25:7

ସମାନେେ ସିଦିକିଯଙ୍କର ପୁତ୍ରମାନଙ୍କୁ ତାଙ୍କ ସମ୍ମୁଖ ରେ ବଧ କଲେ। ତା'ପରେ ସମାନେେ ସିଦିକିଯଙ୍କର ଚକ୍ଷୁ ଉପାଡି ପକାଇଲେ ଓ ତାଙ୍କୁ ଶୃଙ୍ଖଳ ରେ ବାନ୍ଧି ବାବିଲକୁ ନଇେ ଗଲେ।

ଆୟୁବ ପୁସ୍ତକ 18:11

ଭୟଙ୍କରତା ତାଙ୍କ ଚାରିପାଖ ରେ ଅପେକ୍ଷା କରିଛି, ଭୟ ତାଙ୍କର ପ୍ରତିଟି ପଦକ୍ଷପକେୁ ଗୋଡ଼ଇବେ।

ଆୟୁବ ପୁସ୍ତକ 20:23

ଦୁଷ୍ଟଲୋକ ଯେତବେେଳେ ସେ ଚାହୁଁଥିବା ଖାଦ୍ୟ ଖାଇ ସାରିବ। ପରମେଶ୍ବର ତା' ଉପରେ ରାଗ ରେ ପ୍ରଚଣ୍ଡ ଆକ୍ରମଣ କରିବେ। ପରମେଶ୍ବର ତା' ଉପରେ ଶାସ୍ତି ବୃଷ୍ଟି କରିବେ।

ଗୀତସଂହିତା 73:19

ହଠାତ୍ ସମାନେେ ଧ୍ବଂସରେ ପଡ଼ିୟାନ୍ତି। ସମାନେେ ଭୟଙ୍କର ଘଟଣାରେ ଲୋପ ପାଇଲେ।

ଯିରିମିୟ 6:25

ଘରୁ ବାହାରି କ୍ଷେତ୍ରକୁ ୟାଅ ନାହିଁ କିଅବା ରାସ୍ତା ରେ ଗମନ କର ନାହିଁ। କାରଣ ଚାରିଆଡ଼େ ଶତ୍ରୁର ଖଡ୍ଗ ଓ ଆଶଙ୍କା ରହିଛି।

ଯିରିମିୟ 19:15

ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ' ଦେଖ, ଆମ୍ଭେ ଏହି ନଗର ଓ ତହିଁର ସକଳ ଉପନଗର ବିରୁଦ୍ଧ ରେ ଯେଉଁ ଦଣ୍ଡାଜ୍ଞା କହିଅଛୁ, ସେସବୁ ସମାନଙ୍କେ ପ୍ରତି ଘଟାଇବା କାରଣ ସମାନେେ ମାରେ ବାକ୍ଯ ନ ମାନି ଅବାଧ୍ଯ ହାଇେଅଛନ୍ତି।'

ଯିରିମିୟ 21:4

ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, 'ତୁମ୍ଭମାନେେ ଆପଣା ହସ୍ତସ୍ଥିତ ଯେଉଁସବୁ ୟୁଦ୍ଧାସ୍ତ୍ର ଦ୍ବାରା ବାବିଲର ରାଜା ଓ ତୁମ୍ଭ ଅବରୋଧକାରୀ କଲଦୀଯମାନଙ୍କ ସହିତ ପ୍ରାଚୀର ବାହା ରେ ୟୁଦ୍ଧ କରୁଅଛ, ସେ ସବୁ ଅସ୍ତ୍ରକୁ ଆମ୍ଭେ ନିଷ୍ଫଳ କରାଇବା।

ଯିରିମିୟ 21:6

ଆଉ ଆମ୍ଭେ ଏହି ନଗରବାସୀ ମନୁଷ୍ଯ ଓ ପଶୁ ସମସ୍ତଙ୍କୁ ସଂହାର କରିବା ଓ ସମାନେେ ମହାମାରୀ ରେ ମରିବେ।

ଯିରିମିୟ 21:7

ଏସବୁ ଘଟିଲା ପ ରେ ସଦାପ୍ରଭୁ କହନ୍ତି, ଆମ୍ଭେ ଯିହୁଦା ରାଜା ସିଦିକିଯଙ୍କୁ, ତାହାର ଦାସଗଣଙ୍କୁ ଓ ତାହାର ଲୋକମାନଙ୍କୁ ଯେଉଁମାନେ ମହାମାରୀ, ଖଡ୍ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସମାନଙ୍କେୁ ବାବିଲର ରାଜା ନବୂଖଦ୍ନିତ୍ସରଙ୍କ ହସ୍ତ ରେ, ସମାନଙ୍କେ ଶତ୍ରୁଗଣ ହସ୍ତ ରେ ଓ ସମାନଙ୍କେ ପ୍ରାଣନାଶକାରୀଙ୍କ ହସ୍ତ ରେ ସମର୍ପଣ କରିବା। ଆଉ ସମାନେେ ସମାନଙ୍କେୁ ଦୟା, କରୁଣା ଓ କ୍ଷମା ନ କରି ଖଡ୍ଗ ରେ ବଧ କରିବେ।'

ଯିରିମିୟ 25:9

ପୁଣି ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା।ପୁଣି ଆମ୍ଭର ଦାସ ବାବିଲର ରାଜା ନବୁଖଦ୍ନିତ୍ସରକୁ ଆଣିବା। ପୁଣି ସମାନଙ୍କେୁ ନଇେ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧ ରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧ ରେ ଛିଡ଼ା କରାଇବା। ଆଉ ସମାନଙ୍କେୁ ସୂର୍ଣ୍ଣ ଭାବରେ ବିନାଶ କରିବା। ସହେି ଦେଶକୁ ଚିରକାଳ ଏକ ଶୂନ୍ଯ ପ୍ରାନ୍ତର ରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମଯ ରେ ଓ ଶୀସ୍ ଶବ୍ଦ କରିବେ।

ଯିରିମିୟ 29:21

କୋଲାଯର ପୁତ୍ର ଆହାବ ଓ ମା ସଯରେ ପୁତ୍ର ସିଦିକିଯ ଆମ୍ଭ ନାମ ରେ ତୁମ୍ଭମାନଙ୍କ ନିକଟରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି। ତେଣୁ ସମାନଙ୍କେ ବିଷଯ ରେ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ଆମ୍ଭେ ବାବିଲର ରାଜା ନବୂଖଦନିତ୍ସର ନିକଟକୁ ସମାନଙ୍କେୁ ପଠାଇବୁ। ଆଉ ସେ ସମସ୍ତ ଲୋକଙ୍କ ସମ୍ମୁଖ ରେ ସମାନଙ୍କେୁ ବଧ କରିବ।

ଯିରିମିୟ 32:27

ହେ ଯିରିମିୟ, ଦେଖ, ଆମ୍ଭେ ସଦାପ୍ରଭୁ, ସମଗ୍ର ମର୍ତ୍ତ୍ଯ ରେ ପରମେଶ୍ବର, ଆମ୍ଭର ଅସାଧ୍ଯ ହାଇେ କିଛି ନାହିଁ।

ଯିରିମିୟ 39:6

ବାବିଲ ରାଜା ରିବ୍ଲା ରେ ସିଦିକିଯର ସମ୍ମୁଖ ରେ ସିଦିକିଯର ପୁତ୍ରମାନଙ୍କୁ ବଧ କଲେ। ଆଉ ମଧ୍ଯ ତାଙ୍କର ଅଧିପତିଙ୍କୁ ବଧ କଲେ।

ଯିରିମିୟ 52:24

ପୁଣି ପ୍ରହରୀବର୍ଗର ସନୋପତି ପ୍ରଧାନ ଯାଜକ ସରାଯକୁ ଓ ଦ୍ବିତୀୟ ଯାଜକ ସଫନିଯକୁ ଏବଂ ଆଉ ତିନିଜଣ ଦ୍ବାରପାଳକୁ ବନ୍ଦୀ କରି ନଲୋ।

ଯିରିମିୟ 52:27

ତହୁଁ ବାବିଲ ରାଜା ହମାତ୍ ଦେଶସ୍ଥ ରିବ୍ଲା ରେ ସମାନଙ୍କେୁ ବଧ କଲା

ଯିହିଜିକଲ 26:17

ଏବଂ ସମାନେେ ତୁମ୍ଭ ପାଇଁ ଏକ ବିଳାପ ସଙ୍ଗୀତ ଗାନ କରି ତୁମ୍ଭକୁ ସମ୍ ବୋଧନ କରିବେ,

ମାଥିଉଲିଖିତ ସୁସମାଚାର 27:4

ସେ କହିଲେ, ମୁଁ ପାପ କରିଛି। ମୁଁ ଜଣେ ନିରପରାଧ ଲୋକକୁ ମାରି ଦବୋପାଇଁ ତୁମ୍ଭ ହାତ ରେ ଧ ରଇେ ଦଇେଛି।

Interlinear

Choose Theme