Home Bibles ☰ Books ଯିରିମିୟ 19:10 · ଓଡ଼ିଆ ବାଇବେଲ
ଯିରିମିୟ 19:10 · ଓଡ଼ିଆ ବାଇବେଲ

ହେ ଯିରିମିୟ, ତୁମ୍ଭେ ଲୋକମାନଙ୍କୁ ଏହି କଥା କହିବ। ସମାନେେ ଲକ୍ଷ୍ଯ କଲା ବେଳେ ସମାନଙ୍କେର ସାକ୍ଷାତ ରେ ଏହି ପାତ୍ରକୁ ଭାଙ୍ଗିବ।

Cross references

ଯିରିମିୟ 19:1

ସଦାପ୍ରଭୁ ମାେତେ କହିଲେ, ୟାଅ ଏବଂ କୁମ୍ଭକାର ପାଖରୁ ଏକ ମୃତ୍ତିକା ପାତ୍ର କିଣ।

ଯିରିମିୟ 48:12

ଆଉ ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଲୋକ ପଠାଇ ତାକୁ ଢ଼ାଳି ପକାଇବା। ସମାନେେ ସହେି ପାତ୍ରକୁ ଢ଼ାଳି ଦବେେ ଓ ପାତ୍ରଗୁଡ଼ିକୁ ଶୂନ୍ଯ କରି କୁାସବୁ ଭାଙ୍ଗି ପକାଇବେ। ଏପରି ସମୟ ଆସୁଅଛି।

ଯିରିମିୟ 51:63

ପୁଣି ଏହା ପାଠ କରି ସାରିଲା ପ ରେ, ତହିଁରେ ଖଣ୍ଡେ ପଥର ବାନ୍ଧି ଫରାତ୍ ନଦୀର ମଧ୍ଯ ସ୍ଥାନ ରେ ତାହା ପକାଇ ଦବେ।

ଯିରିମିୟ 51:64

ଆଉ ତୁମ୍ଭେ କହିବ, 'ଆମ୍ଭେ ବାବିଲ ଉପ ରେ ଯେଉଁ ଅମଙ୍ଗଳ ଘଟାଇବା, ତାହା ଏହିପରି ଜଳମଗ୍ନ ହବେ। ସେ ପୁନର୍ବାର ଉଠିବ ନାହିଁ। ସେ ବୁଡ଼ିବ, କାରଣ ସେ ଭୟଙ୍କର ତୁଷ୍କର୍ମ କରିଅଛି।' ଯିରିମିୟଙ୍କ ବାର୍ତ୍ତା ଏହିଠା ରେ ସମାପ୍ତ।

Interlinear

Choose Theme