ଯିରିମିୟ 32:14 · ଓଡ଼ିଆ ବାଇବେଲ
ସୈନ୍ଯାଧିପତି ଇଶ୍ରାୟେଲର ପରମେଶ୍ବର କହନ୍ତି, 'ତୁମ୍ଭେ ଏହି ଦୁଇଖଣ୍ଡ କ୍ରଯ ଦଲିଲ ନିଅ, ଗୋଟିଏ ମୁଦି ଦିଆୟାଇଥିବା ଓ ଅନ୍ୟଟି ଖାେଲା ଓ ତାହା ଯେପରି ତୀର୍ଘକାଳ ରହିବ ଏଥିପାଇଁ ଏକ ମୃତ୍ତିକା ପାତ୍ର ରେ ରଖ।'
Cross references
ଯିରିମିୟ 19:1
ସଦାପ୍ରଭୁ ମାେତେ କହିଲେ, ୟାଅ ଏବଂ କୁମ୍ଭକାର ପାଖରୁ ଏକ ମୃତ୍ତିକା ପାତ୍ର କିଣ।