ଯିରିମିୟ 26:17 · ଓଡ଼ିଆ ବାଇବେଲ
ସେତବେେଳେ ଦେଶର ପ୍ରାଚୀନବର୍ଗଙ୍କ ମଧ୍ଯରୁ କହେି କହେି ଉଠି ସମସ୍ତ ଲୋକଙ୍କୁ ଏହିକଥା କହିଲେ।
Cross references
ମୀଖା 1:1
ସଦାପ୍ରଭୁଙ୍କ ବାଣୀ ମୀଖାଙ୍କ ନିକଟକୁ ଆସିଥିଲା। ଯୋଥମ, ଆହସ ଓ ହିଜକିଯ ରାଜାମାନଙ୍କ ସମୟରେ ଏହି ବାଣୀ ଆସିଥିଲା। ଏମାନେ ସବୁ ଯିହୁଦାର ରାଜା ଥିଲେ ଓ ମୀଖା ଥିଲେ ମାେ ରେଷ୍ଟୀଯ। ସେ ଶମରିଯା ଓ ୟିରୁଶାଲମ ବିଷଯ ରେ ଏହି ଦର୍ଶନ ଲାଭ କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 5:34
କିନ୍ତୁ ସହେି ସଭା ରେ ଆଇନ ଶିକ୍ଷକ ଗମଲୀଯଲେ ନାମକ ଜଣେ ସମ୍ମାନଜନକ ଫାରୂଶୀ ଠିଆ ହାଇେ ପ୍ ରରେିତମାନଙ୍କୁ କିଛି ସମୟ ପାଇଁ ବାହାରକୁ ୟିବାପାଇଁ ଆଦେଶ ଦେଲେ।