Home Bibles ☰ Books ହୋଶେୟ 9:5 · ଓଡ଼ିଆ ବାଇବେଲ
ହୋଶେୟ 9:5 · ଓଡ଼ିଆ ବାଇବେଲ

ସମାନେେ ସଦାପ୍ରଭୁଙ୍କ ନିମନ୍ତେ କୌଣସି ପର୍ବ ବା ଉତ୍ସବ ପାଳନ କରିବାକୁ କ୍ଷମ ହବେେ ନାହିଁ।

Cross references

ଯିଶାଇୟ 10:3

ହେ ବ୍ଯବସ୍ଥାକାରୀଗଣ, ପ୍ରତିଫଳ ଦବୋର ଦିନ ରେ ତୁମ୍ଭମାନଙ୍କୁ ତୁମ୍ଭର କାର୍ୟ୍ଯକଳାପ ସମ୍ବନ୍ଧ ରେ ବୁଝାଇବାକୁ ପଡ଼ିବ। ଦୂରଦେଶରୁ ତୁମ୍ଭର ବିନାଶ ଆସୁଛି। ତୁମ୍ଭମାନେେ ସେତବେେଳେ କ'ଣ କରିପାରିବ। ସାହାୟ୍ଯ ପାଇଁ ତୁମ୍ଭମାନେେ କାହା ନିକଟକୁ ଦୌଡ଼ିବ। ତୁମ୍ଭର ଅର୍ଥ ଓ ସମ୍ପଦ ତୁମ୍ଭଙ୍କୁ ସାହାୟ୍ଯ କରିବ ନାହିଁ।

ଯିରିମିୟ 5:31

ଭବିଷ୍ଯଦବକ୍ତାମାନେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି ଓ ସମାନଙ୍କେ ନିର୍ଦ୍ଦଶାେନୁସା ରେ ଯାଜକମାନେ କାର୍ୟ୍ଯ କରନ୍ତି। ପୁଣି ଆମ୍ଭର ଲୋକମାନେ ଏପରି ହବୋକୁ ଭଲ ପାଆନ୍ତି। ମାତ୍ର ତୁମ୍ଭ ଲୋକମାନେ ଶଷେ ରେ ଦଣ୍ଡ ସମୟରେ କ'ଣ କରିବେ ?

ହୋଶେୟ 2:11

ଆମ୍ଭେ ସଦାପ୍ରଭୁ ତା'ର ସମସ୍ତ ଆନନ୍ଦ, ଉତ୍ସବ, ଅମାବାସ୍ଯା, ବିଶ୍ରାମଦିନ ସମସ୍ତ ଭୋଜିକୁ ବନ୍ଦ କରିଦବୋ।

ଯୋୟେଲ 1:13

ହେ ଯାଜକଗଣ, ଚଟ ବସ୍ତ୍ର ପରିଧାନ କରି ଉଚ୍ଚ ସ୍ବର ରେ ବିଳାପ କର। ହେ ୟଜ୍ଞବଦେୀର ପରିଗ୍ଭଳକ ଗଣ, ତୁମ୍ଭମାନେେ ଚଟ ବସ୍ତ୍ର ପରିଧାନ କରି ରାତ୍ରିୟାପନ କର। କାରଣ ପରମେଶ୍ବରଙ୍କ ମନ୍ଦିର ରେ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ମିଳିବ ନାହିଁ।

Interlinear

Choose Theme