Home Bibles ଗଣନା ପୁସ୍ତକ 19:11 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 19:11 · ଓଡ଼ିଆ ବାଇବେଲ

ଯଦି କହେି କୌଣସି ମନୁଷ୍ଯର ଶବ ଛୁଏଁ, ତବେେ ସାତଦିନ ପର୍ୟ୍ଯନ୍ତ ଅଶୁଚି ରହିବ।

Cross references

ଲେବୀୟ ପୁସ୍ତକ 11:31

ଏହି ଉରୋଗାମୀ ଜନ୍ତୁଗୁଡିକ ତୁମ୍ଭମାନଙ୍କ ପାଇଁ ଅଶୁଚି ହବେେ। ଯେ କହେି ସମାନଙ୍କେର ଶବକୁ ଛୁଇଁବ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

ଲେବୀୟ ପୁସ୍ତକ 21:1

ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ହାରୋଣଙ୍କ ପୁତ୍ର ଯାଜକଗଣଙ୍କୁ କୁହ, ଜଣେ ଯାଜକ ଏକ ମୃତ୍ଯୁବ୍ଯକ୍ତିକୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ।

ଲେବୀୟ ପୁସ୍ତକ 21:11

ସେ ଗୃହ ଭିତ ରେ ଶବକୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ। ସେ ନିଜର ପିତାମାତାଙ୍କ ଶବ ନିକଟକୁ ମଧ୍ଯ ୟିବ ନାହିଁ।

ଲେବୀୟ ପୁସ୍ତକ 22:4

ଯଦି ହାରୋଣ ବଂଶଧରମାନଙ୍କ ମଧ୍ଯରୁ ଯେ କହେି ଚର୍ମ ରୋଗୀ କିମ୍ବା ବୀର୍ୟ୍ଯ କ୍ଷରିତ ରୋଗୀ ହୁଏ, ସେ ଶୁଚି ନ ହବୋ ୟାଏ ମାରେ ପବିତ୍ର ଦ୍ରବ୍ଯ ଭୋଜନ କରିବା ଉଚିତ୍ ନୁହଁ। ୟିଏ କହେି ଶବକୁ ଛୁଏଁ କିମ୍ବା ବୀର୍ୟ୍ଯପାତ ହେଉଥିବା କୌଣସି ମନୁଷ୍ଯକୁ ଛୁଁଏ, ସେ ଅଶୁଚି ହୁଏ। ଗୋଟିଏ ଶବକୁ ଛୁଇଁବା ଦ୍ବାରା ସେ ମଧ୍ଯ ଅଶୁଚି ହବେ, କମ୍ବା ଗୋଟିଏ ମଣିଷ ଯାହାର ଶାରୀରିକ କ୍ଷରଣ ହାଇେଛି,

ଗଣନା ପୁସ୍ତକ 5:2

ଏକ ମନୁଷ୍ଯକୁ, ଯାହାକୁ ହାନିକାରକ ଚର୍ମରୋଗ ପ୍ରମହେ ଓ ୟିଏ ମୃତଶବକୁ ଛୁଇଁଥାଏ ସେ ନିଶ୍ଚଯ ଛାଉଣୀରୁ ବାହାରକୁ ୟିବ, ଇଶ୍ରାୟେଲ ଲୋକମାନଙ୍କୁ ଏହି ଆଜ୍ଞା ଦିଅ।

ଗଣନା ପୁସ୍ତକ 6:6

ନାସରୀଯ ପ୍ରତିଜ୍ଞା ପାଳନ ବେଳେ ସେ କୌଣସି ଶବ ନିକଟକୁ ୟିବା ଉଚିତ୍ ନୁହଁ। କାରଣ ସେ ନିଜକୁ ସମ୍ପୂର୍ଣ ରୂପେ ସଦାପ୍ରଭୁଙ୍କୁ ସମର୍ପଣ କରିଥାଏ।

ଗଣନା ପୁସ୍ତକ 9:6

ମାତ୍ର କେତକେ ଲୋକ ମନୁଷ୍ଯର ଶବ ସ୍ପର୍ଶ କରି ଅଶୁଚି ହବୋରୁ ସହେିଦିନ ସମାନେେ ନିସ୍ତାର ପର୍ବ ପାଳନ କରି ପାରିଲେ ନାହିଁ। ଏଥିପାଇଁ ସମାନେେ ସହେିଦିନ ମାଶାେ ଓ ହାରୋଣଙ୍କ ନିକଟକୁ ଆସିଲେ।

ଗଣନା ପୁସ୍ତକ 9:10

ଇଶ୍ରାୟେଲର ଲୋକମାନଙ୍କୁ କୁହ, ତୁମ୍ଭମାନଙ୍କ ମଧିଅରେ କିମ୍ବା ତୁମ୍ଭମାନଙ୍କ ଭବିଷ୍ଯତ ସନ୍ତାନଗଣ ମଧିଅରେ ଯବେେ କହେି ଶବ ଦ୍ବାରା ଅଶୁଚି ହୁଏ, କିମ୍ବା କହେି ଜଣେ ଯଦି ଦୂର ସ୍ଥାନ ରେ ପଥିକ ହୁଏ, ତଥାପି ସମାନେେ ନିସ୍ତାର ପର୍ବ ପାଳନ କରିପାରିବେ।

ଗଣନା ପୁସ୍ତକ 19:16

ପୁଣି କହେି ଯଦି ଖାେଲା କ୍ଷେତ୍ର ରେ ୟୁଦ୍ଧ ରେ ନିହତ ମୃତ ଦହେ ମନୁଷ୍ଯ ଅସ୍ଥି କିମ୍ବା କବର ଛୁଏଁ, ତବେେ ସେ ସାତଦିନ ୟାଏ ଅଶୁଚି ରହିବ।

ଗଣନା ପୁସ୍ତକ 31:19

ତୁମ୍ଭମାନଙ୍କ ମଧ୍ଯରୁ ଯେଉଁମାନେ ମନୁଷ୍ଯ ହତ୍ଯା କରି ଅଛନ୍ତି କିମ୍ବା ମୃତ ଶରୀରକୁ ସ୍ପର୍ଶ କରିଅଛନ୍ତି, ସମାନେେ ସାତଦିନ ଛାଉଣୀ ବାହା ରେ ରହିବେ। ସମାନେେ ଓ ତୁମ୍ଭର ବନ୍ଦୀମାନେ ତୃତୀୟ ଦିନ ରେ ଓ ସପ୍ତମ ଦିନ ରେ ନିଜକୁ ଶୁଚି କରିବା ଉଚିତ୍।

ଯିରିମିୟଙ୍କ ବିଳାପ 4:14

ସହେି ଯାଜକଗଣ ଓ ଭବିଷ୍ଯଦ୍ ବକ୍ତାଗଣ ଅନ୍ଧ ଲୋକପରି ରାସ୍ତା ରେ ବୁଲିଲେ, ସମାନେେ ରକ୍ତ ରେ ଅଶୁଚି ହାଇେଥିଲେ। ତେଣୁ କହେି ଲୋକ ତାଙ୍କର ବସ୍ତ୍ର ସ୍ପର୍ଶ କଲେ ନାହିଁ।

ଯିହିଜିକଲ 39:12

ପୁଣି ଦେଶକୁ ଶୁଚି କରିବା ନିମନ୍ତେ ସମାନଙ୍କେୁ କବର ଦବୋପାଇଁ ଇଶ୍ରାୟେଲୀୟମାନଙ୍କୁ ସାତ ମାସ ଲାଗିବ।

ଯିହିଜିକଲ 44:26

ପୁଣି ଯାଜକ ଶୁଚି ହେଲା ପ ରେ ଗଣିତ ହବୋ ପାଇଁ ସାତଦିନ ଅପେକ୍ଷା କରିବ।

ହଗୟ 2:13

ତା'ପ ରେ ହାଗଯ କହିଲେ, ଯଦି ଜଣେ ବ୍ଯକ୍ତି ଗୋଟିଏ ଶବକୁ ଛୁଏଁ ତବେେ ସେ କ'ଣ ଅପବିତ୍ର ହବେ? ବର୍ତ୍ତମାନ ସେ ଯଦି ଅନ୍ୟ ଜିନିଷଗୁଡିକୁ ଛୁଏଁ ସଗେୁଡିକ କ'ଣ ଅପବିତ୍ର ହାଇଯେିବ?

ରୋମୀୟଙ୍କ ପ୍ରତି ପତ୍ର 5:12

ଜଣେ ଲୋକ ଆଦମ ପାଇଁ ଜଗତକୁ ପାପ ଆସିଲା। ପାପ ଦ୍ବାରା ମୃତ୍ଯୁ ଆସିଲା। ସେଥିପାଇଁ ସମସ୍ତେ ନିଶ୍ଚୟ ମରିବେ, କାରଣ ସମସ୍ତେ ପାପ କରିଛନ୍ତି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 6:17

ସେଥିପାଇଁ ସେ ଲୋକମାନଙ୍କୁ ଛାଡ଼ି ବାହାରି ଆସ ସମାନଙ୍କେଠାରୁ ନିଜକୁ ଅଲଗା କରି ରଖ, ଯାହା ଅରୁଦ୍ଧ, ତାହାକୁ ଛୁଅଁ ନାହିଁ, ତା' ହେଲେ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି। ୟିଶାଇୟ 52 :11

ଏଫିସୀୟଙ୍କ ପ୍ରତି ପତ୍ର 2:1

ପୂର୍ବରୁ ତୁମ୍ଭର ପାପ ହତେୁ ଓ ପରମେଶ୍ବରଙ୍କୁ ବାଧା ଦେଉଥିବା ଭୁଲ୍ କାର୍ୟ୍ଯ ହତେୁ ତୁମ୍ଭର ଆତ୍ମିକ ଜୀବନ ମୃତ ଥିଲା।

ଏବ୍ରୀ 9:14

ନିଶ୍ଚିତ ରୂପେ ଖ୍ରୀଷ୍ଟଙ୍କର ରକ୍ତ ବହୁତ କିଛି ଅଧିକ କରିପା ରେ। ଖ୍ରୀଷ୍ଟ ଅନନ୍ତ ଆତ୍ମାଙ୍କ ଦ୍ବାରା ଆପଣାକୁ ନିଖୁଣ ବଳିସ୍ବରୂପେ ପରମେଶ୍ବରଙ୍କୁ ଉତ୍ସର୍ଗ କଲେ। ତାହାଙ୍କର ରକ୍ତ, ଆମ୍ଭର ମନ୍ଦକାର୍ୟ୍ଯରୁ ଆମ୍ଭକୁ ଧୋଇ ପୂର୍ଣ୍ଣ ଭାବରେ ଶୁଚି କରିଦବେ। ତାହାଙ୍କର ରକ୍ତ ଆମ୍ଭ ହୃଦୟକୁ ମଧ୍ଯ ପବିତ୍ର କରିବ। ଆମ୍ଭେ ପବିତ୍ର ହାଇେ ଜୀବନ୍ତ ପରମେଶ୍ବରଙ୍କର ସବୋ କରିପାରିବା।

Interlinear

Choose Theme