ଯାତ୍ରା ପୁସ୍ତକ 40:23 · ଓଡ଼ିଆ ବାଇବେଲ
ଏହାପରେ ସେ ସଦାପ୍ରଭୁଙ୍କ ସମ୍ମୁଖ ରେ ଦର୍ଶନୀଯ ରୋଟୀର ଆଯୋଜନ କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁୟାଯୀ ଏହା କରାଗଲା।
Cross references
ଯାତ୍ରା ପୁସ୍ତକ 25:30
ସହେି ମଜେ ଉପରେ, ମାେ ସମ୍ମୁଖ ରେ ସବୁ ସମୟରେ ଦର୍ଶନୀଯ ରୋଟୀ ରଖ।
ଯାତ୍ରା ପୁସ୍ତକ 40:4
ଏହାପରେ ମଜେ ଭିତରକୁ ଆଣି ତହିଁ ସମସ୍ତ ଦ୍ରବ୍ଯମାନ ସଜାଇ ରଖ। ଦୀପ ରୂଖା ଆଣ ଏବଂ ସମସ୍ତ ଦ୍ବୀପଗୁଡିକ ଜାଳିବା ପାଇଁ ରଖ।
ମାଥିଉଲିଖିତ ସୁସମାଚାର 12:4
ସେ ପରମେଶ୍ବରଙ୍କ ଘ ରେ ପ୍ରବେଶ କରିଥିଲେ ଓ ପରମେଶ୍ବରଙ୍କୁ ଅର୍ପଣ କରାଯାଇଥିବା ପବିତ୍ର ରୋଟୀ ସେ ଓ ତାହାଙ୍କ ସହିତ ଥିବା ଲୋକମାନେ ଖାଇଦଇେଥିଲେ। ମାଶାଙ୍କେ ବ୍ଯବସ୍ଥା ଅନୁସାରେ ଦାଉଦ ଓ ତାହାଙ୍କ ସାଥୀମାନଙ୍କର ଏହା ଖାଇବା ଅଧିକାର ନଥିଲା। କାରଣ କବଳେ ଯାଜକମାନଙ୍କୁ ତାହା ଖାଇବାପାଇଁ ଅନୁମତି ଦିଆଯାଇଥାଏ।
ଏବ୍ରୀ 9:2
ଏହି ସ୍ଥାନଟି ଗୋଟିଏ ତମ୍ବୁ ଭିତ ରେ ଥିଲା। ଏହି ତମ୍ବୁର ପ୍ରଥମ ଭାଗ ରେ ଦୀପ, ମଜେ ଓ ତହିଁ ଉପରେ ପରମେଶ୍ବରଙ୍କୁ ଉତ୍ସର୍ଗୀକୃତ ରୋଟୀ ଥିଲା। ଏହି ସ୍ଥାନକୁ 'ପବିତ୍ର ସ୍ଥାନ'314 ବୋଲି କୁହା ଯାଇଥିଲା।