Home Bibles ଯିହିଜିକଲ 24:22 · ଓଡ଼ିଆ ବାଇବେଲ
ଯିହିଜିକଲ 24:22 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ମଧ୍ଯ ସହେିପରି ଜିନିଷଗୁଡ଼ିକ ମୁଁ କଲାପରି କରିବ, ତୁମ୍ଭମାନେେ ନିଜ ନିଜ ନିଶ ଆଚ୍ଛାଦନ କରିବ ନାହିଁ କିମ୍ବା ଶୋକକାରୀମାନଙ୍କର ପ୍ରଥାନୁମାଦେିତ ଖାଦ୍ୟ ଖାଇବ ନାହିଁ।

Cross references

ଆୟୁବ ପୁସ୍ତକ 27:15

ତା'ର ସମସ୍ତ ପିଲାମାନେ ମରିବେ ଏବଂ ତା'ର ବିଧବାମାନେ ଦୁଃଖ କରିବେ ନାହିଁ।

ଗୀତସଂହିତା 78:64

ୟାଜକଗଣ ହତ୍ଯା ହେଲେ। କିନ୍ତୁ ବିଧବାମାନେ ସମାନଙ୍କେ ପାଇଁ ବିଳାପ କରିବାକୁ ସୁଯୋଗ ଦେଲେ ନାହିଁ।

ଯିରିମିୟ 16:4

ସମାନେେ ଅତି ୟନ୍ତ୍ରଣାଦାୟକ ମୃତ୍ଯୁବରଣ କରିବେ। କହେି ସମାନଙ୍କେ ପାଇଁ ବିଳାପ କରିବେ ନାହିଁ। ସମାନଙ୍କେୁ କହେି କବର ଦବେେ ନାହିଁ। ସମାନଙ୍କେର ଶବ ଭୂମିରେ ଖତ ହବେ। ସମାନେେ ଖଡ୍ଗ ଓ ଦୁର୍ଭିକ୍ଷ ରେ ସଂହାରିତ ହବେେ। ସମାନଙ୍କେର ଶବ ଆକାଶ ପକ୍ଷୀଗଣଙ୍କ ଓ ଭୂଚର ପଶୁଗଣଙ୍କର ଖାଦ୍ୟ ହବେ।

ଯିରିମିୟ 47:3

ସମାନେେ ଧାବମାନ ଅଶ୍ବଗଣର ଖୁରା ଶବ୍ଦ, ରଥସମୂହର ଚାଳନା ଶବ୍ଦ ଓ ଚକ୍ରର ଘର୍ଘର ଶବ୍ଦ ଶୁଣିବେ। ପିତୃଗଣ ଏତେ ଦୁର୍ବଳ ହବେେ ଯେ ସମାନେେ ସମାନଙ୍କେର ପିଲାମାନଙ୍କୁ ସାହାୟ୍ଯ କରିବେ ନାହିଁ।

ଯିହିଜିକଲ 24:16

ହେ ମନୁଷ୍ଯ ପୁତ୍ର, ତୁମ୍ଭର ପ୍ରିଯତମା ପତ୍ନୀକୁ ହଠାତ୍ ନଇୟିବେି। ସେ ମରିୟିବ କିନ୍ତୁ ତୁମ୍ଭେ ତା' ପାଇଁ ଶାେକ କରିବ ନାହିଁ କିମ୍ବା କ୍ରନ୍ଦନ କରିବ ନାହିଁ। ତୁମ୍ଭ ଚକ୍ଷୁରୁ ଲୁହ ନ ପଡ଼ୁ।

ଆମୋଷ 6:9

ସହେି ସମୟରେ ଯଦି ଗୋଟିଏ ଘ ରେ କବଳେ ଦଶଜଣ ଅଛନ୍ତି, ସମାନେେ ସମସ୍ତେ ମରିବେ।

Interlinear

Choose Theme