ସେ ବାଲ୍ଙ୍କୁ ସବୋ କରୁଥିଲା। ତେଣୁ ଆମ୍ଭେ ତାକୁ ଦଣ୍ତ ଦବୋ। ସେ ବାଲଙ୍କୁ ଧୂପ ଦେଉଥିଲା। ସେ ଭଲ ପୋଷାକ ପରିଧାନ କରୁଥିଲା ଓ ତା'ର ଅଳଙ୍କାର, ନାକରେ ଗହଣା ପିନ୍ଧି ସହେି ମିଥ୍ଯା ପ୍ ରମେିକମାନଙ୍କ ନିକଟକୁ ଯାଉଥିଲା ଏବଂ ଆମ୍ଭଙ୍କୁ ଭୁଲିୟାଇଥିଲା। ସଦାପ୍ରଭୁ ଏହା କହିଲେ।
Cross references
ବର୍ତ୍ତମାନ ମୁଁ ଯେଉଁ ଦେଶ ବିଷଯ ରେ ତୁମ୍ଭକୁ କହୁଅଛି ସହେି ଦେଶକୁ ଲୋକମାନଙ୍କୁ ନଇୟୋଅ। ଦେଖ, ମାରେସ୍ବର୍ଗଦୂତ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବ କିନ୍ତୁ ପାପୀମାନେ ଉଚିତ୍ ସମୟରେ ଦଣ୍ଡିତ ହବେେ।
ସେତବେେଳେ ତୁମ୍ଭମାନେେ ନିଶ୍ଚିତ ସାବଧାନ ହବୋ ଉଚିତ୍ ଯେ, ୟିଏ ତୁମ୍ଭମାନଙ୍କୁ ଦାସ୍ଯଗୃହରୂପ ମିଶରରକ୍ସ୍ଟ ମକ୍ସ୍ଟକ୍ତ କରି ଆଣିଛନ୍ତି। ତୁମ୍ଭମାନେେ ସହେି ସଦାପ୍ରଭୁଙ୍କୁ ଭୂଲିୟାଅ ନାହିଁ।
ସାବଧାନ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ଭକ୍ସ୍ଟଲ ନାହିଁ। ସାବଧାନତା ସହକା ରେ ତାହାଙ୍କ ନିର୍ଦ୍ଦେଶମାନ ତାଙ୍କର ବିଧି ପାଳନ କର , ମୁ ତୁମ୍ଭମାନଙ୍କୁ ଆଜି ଯେଉଁସବୁ ଆଜ୍ଞା, ବିଧି ଓ ଶାସନ ଆଜ୍ଞା କରୁଅଛି।
ଯେଉଁ ଶୈଳ ତୁମ୍ଭକୁ ଉତ୍ପନ୍ନ କଲେ, ତୁମ୍ଭେ ସମାନଙ୍କେୁ ତ୍ଯାଗ କଲ। ଯେଉଁ ପରମେଶ୍ବର ତୁମ୍ଭକୁ ଜନ୍ମ ଦେଲେ ତୁମ୍ଭେ ତାହାଙ୍କକ୍ସ୍ଟ ପାସୋରି ଅଛ।
ଏହାପରେ ଇଶ୍ରାୟେଲର ଲୋକମାନେ ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ ସହେିପରି କାର୍ୟ୍ଯ କଲେ। ଇଶ୍ରାୟେଲର ଲୋକମାନେ ମିଥ୍ଯାବାଦୀ ବାଲ୍- ଦବେତାଙ୍କୁ ପୂଜା କଲେ।
ସଦାପ୍ରଭୁଙ୍କ ଦୃଷ୍ଟି ରେ ଇଶ୍ରାୟେଲିର ଲୋକମାନେ ସବୁ ପ୍ରକାର କର୍ମ ରେ ରତ ଥିଲେ। ଯାହାସବୁ ସଦାପ୍ରଭୁଙ୍କ ଚକ୍ଷକ୍ସ୍ଟ ରେ ପାପ ଥିଲା। ଏବଂ ବାଲ୍ ଦେଶର ଦବେତାଗଣଙ୍କର ପୂଜା କଲେ ଏବଂ ଆଶରୋ ଏବଂ ସଦାପ୍ରଭୁଙ୍କ ବିଷଯସବୁ ପାଶୋରି ଗଲେ।
ପକ୍ସ୍ଟନଃର୍ବାର ଇଶ୍ରାୟେଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯାହା ମନ୍ଦ ସହେିପରି କାର୍ୟ୍ଯମାନ କଲେ। ସମାନେେ ବାଲ୍ ଦବେତାଗଣ, ଅଷ୍ଟାରୋତ୍ ଦବେୀଗଣ, ଅରାମୀଯମାନଙ୍କର ଦବଗେଣ, ସୀଦୋନୀଯମାନଙ୍କର ଦବଗେଣ, ମାୟୋବୀଯମାନଙ୍କର ଦବଗେଣ, ଅେମ୍ମାନୀୟମାନଙ୍କର ଲୋକମାନଙ୍କର ଦବଗେଣ ଓ ପଲେଷ୍ଟୀୟମାନଙ୍କର ଦବଗେଣଙ୍କର ପୂଜା କଲେ। ସମାନେେ ମଧ୍ଯ ସଦାପ୍ରଭୁଙ୍କୁ ପାସୋରି ପକାଇଲେ ଓ ତାଙ୍କର ସବୋ କଲେ ନାହିଁ।
କିନ୍ତୁ ତକ୍ସ୍ଟମ୍ଭ ପୂର୍ବପୁରୁଷମାନେ ସଦାପ୍ରଭୁ ସମାନଙ୍କେର ପରମେଶଓରଙ୍କୁ ପାଶୋରିବାରକ୍ସ୍ଟ ସଦାପ୍ରଭୁ ସମାନଙ୍କେୁ ସୀଷରାର କ୍ରୀତଦାସ କରାଇଲେ। ସୀଷରା ହାତ୍ସୋର ସୈନ୍ଯବାହୀନିର ସନୋପତି ଥିଲେ। ସଦାପ୍ରଭୁ ସମାନଙ୍କେୁ ପଲେଷ୍ଟୀୟମାନଙ୍କର ଓ ମାୟୋବ ରାଜାର ଦାସ କଲେ। ସମାନେେ ସମସ୍ତେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣ ସହିତ ୟକ୍ସ୍ଟଦ୍ଧ କଲେ।
ନବାଟଙ୍କ ପୁତ୍ର ୟାରବିଯାମଙ୍କ ପରି ପାପ କରିବା ତାଙ୍କ ପାଇଁ ୟଥେଷ୍ଟ ନଥିଲା। ସେ ସୀଦୋନର ରାଜା ଇତ୍ବାଲଙ୍କର କନ୍ଯା ଈଷବଲକେୁ ବିବାହ କଲେ ଓ ସୀଦୋନର ବାଲ ଦବେତାଙ୍କୁ ପୂଜା କରିବାକୁ ଓ ସବୋ କରିବାକୁ ଆରମ୍ଭ କଲେ।
ଏଲିଯ କହିଲେ, ନା, ମୁଁ ଇଶ୍ରାୟେଲର ଅସୁବିଧା କରି ନାହିଁ। ତୁମ୍ଭେ ଓ ତୁମ୍ଭର ପିତୃବଂଶ ଏହି ଅସୁବିଧାର କାରଣ। ଏବଂ ତୁମ୍ଭମାନେେ ସଦାପ୍ରଭୁଙ୍କ ଆଜ୍ଞା ମାନିବା ବନ୍ଦ କରି ଭଣ୍ତ ଦବେତା ବାଲ୍ର ପୂଜା କରିବା ଆରମ୍ଭ କଲ।
ଏକଦା ଅହସିଯ ତାଙ୍କର ଶମରିଯାସ୍ଥିତ ଗୃହର ଛାତ ଉପରୁ ଝରକା ଦଇେ ପଡି ଆହତ ହେଲ। ସେ ସଙ୍ଗେ ସଙ୍ଗେ ଦୂତମାନଙ୍କୁ ଆଦେଶ ଦେଲେ, ୟାଅ, ମୁଁ ଏହି ଆଘାତରୁ ଆରୋଗ୍ଯ ଲାଭ କରିବି କି ନାହିଁ। ଏହା ଇକୋର୍ଣର ଯାଜକ ବାଲ-ସବୂବଙ୍କୁ ଅନୁସନ୍ଧାନ କରି ପଗ୍ଭର।
ଏହିରୂପେ ଯହେୂ ଇଶ୍ରାୟେଲରୁ ବାଲ୍ ପୂଜା ଦୂର କଲେ।
ତାଙ୍କର ପିତା ହିଜକିଯ ଯେଉଁ ଉଚ୍ଚସ୍ଥଳୀଗୁଡିକୁ ଧ୍ବଂସ କରିଥିଲେ, ସେ ପୁନର୍ବାର ସଗେୁଡିକୁ ନିର୍ମାଣ କଲେ। ଇଶ୍ରାୟେଲର ଆହାବ୍ ରାଜାଙ୍କ ପରି ସେ ବାଲ୍ ନିମନ୍ତେ ୟଜ୍ଞବଦେି ପ୍ରସ୍ତୁତ କଲେ ଓ ଆଶରୋ ମୂର୍ତ୍ତୀ ନିର୍ମାଣ କଲେ। ଆଉ ମଧ୍ଯ ସେ ସ୍ବର୍ଗସ୍ଥ ସମସ୍ତ ନକ୍ଷତ୍ରଙ୍କୁ ପୂଜା କରି ସମାନଙ୍କେର ସବୋ କଲେ।
ଯେଉଁ ଲୋକମାନେ ପରମେଶ୍ବରଙ୍କୁ ଭୁଲି ୟାଆନ୍ତି ସମାନେେ ସହେି ଘାସ ସଦୃଶ। ପରମେଶ୍ବରଙ୍କୁ ଭୁଲି ୟାଇଥିବା ଲୋକର କୌଣସି ଆଶା ନ ଥାଏ।
ସମାନେେ ପରମେଶ୍ବର କରିଥିବା ମହତ କାର୍ୟ୍ଯ ଭୁଲିଗଲେ। ପରମେଶ୍ବର ସମାନଙ୍କେୁ ଦଖାଇେଥିବା ଆଶ୍ଚର୍ୟ୍ଯ କାର୍ୟ୍ଯମାନ ସମାନେେ ଭୁଲିଗଲେ।
କିନ୍ତୁ ପରମେଶ୍ବର କରିଥିବା କାର୍ୟ୍ଯଗୁଡ଼ିକୁ ଆମ୍ଭର ପୂର୍ବପୁରୁଷମାନେ ଅତି ଶୀଘ୍ର ଭୁଲିଗଲେ। ସମାନେେ ପରମେଶ୍ବରଙ୍କ ଉପଦେଶ ଶୁଣିଲେ ନାହିଁ।
ପରମେଶ୍ବର ଆମ୍ଭ ପୂର୍ବପୁରୁଷଗଣକୁ ରକ୍ଷା କଲେ କିନ୍ତୁ ସମାନେେ ତାଙ୍କ ବିଷଯରେ ସମ୍ପୂର୍ଣ୍ଣ ଭୁଲିଗଲେ। ସେ ସମାନଙ୍କେ ପାଇଁ ମିଶରରେ କରିଥିବା ଆଶ୍ଚର୍ୟ୍ଯ କାର୍ୟ୍ଯମାନ ସମାନେେ ଭୁଲିଗଲେ।
ଏହା ଘଟିବ କାରଣ ତୁମ୍ଭମାନେେ ଆପଣା ତ୍ରାଣକର୍ତ୍ତା ପରମେଶ୍ବରଙ୍କୁ ଭୁଲି ୟାଇଛ। ପରମେଶ୍ବର ତୁମ୍ଭମାନଙ୍କର ସୁରକ୍ଷାର ସ୍ଥଳ। ଏହା ତୁମ୍ଭେ ମନେ ପକାଉ ନାହିଁ।
ପୁଣି ହେ ଯିହୁଦା, ତୁମ୍ଭେ କିପରି କହିପାରିବ ଯେ, 'ଆମ୍ଭେ ଅଶୁଚି ହାଇେ ନାହୁଁ ଓ ବାଲ୍ଦବଗେଣର ପଶ୍ଚାଦଗାମୀ ହାଇେ ନାହୁଁ ?' ଉପତ୍ୟକା ରେ ତୁମ୍ଭେ ଯାହାସବୁ କରିଅଛ ଚିନ୍ତାକର। ତୁମ୍ଭେ ଆପଣା ପଥରେ ଭ୍ରମଣକାରିଣୀ ଦ୍ରୁତଗାମିନୀ ଓଟ ସଦୃଶ।
ଜଣେ ୟୁବତୀ କ'ଣ ନିଜର ଅଳଙ୍କାରକୁ ଭୁଲିପା ରେ ? ଜଣେ କନ୍ଯା କ'ଣ ତା'ର ପୋଷାକକୁ ଭୁଲି ପାରିବ ? କିନ୍ତୁ ମାରେ ଲୋକମାନେ ମାେତେ ଅସଂଖ୍ଯ ଥର ପାଶୋରି ଅଛନ୍ତି।
ତୁମ୍ଭମାନେେ କ'ଣ ଚୋରି, ନରହତ୍ଯା, ବ୍ଯଭିଚାର, ମିଥ୍ଯାଶପଥ, ବାଲଦବେ ଉଦ୍ଦେଶ୍ଯ ରେ ଧୂପଦାନ ଓ ତୁମ୍ଭମାନେେ ଜାଣି ନ ଥିବା ଅନ୍ୟ ଦବଗେଣର ପଶ୍ଚାତଗମନ କରିବ ?
ସେ ସମୟରେ ଆମ୍ଭେ ଯିହୁଦାର ନଗରଗୁଡ଼ିକରେ ଓ ୟିରୁଶାଲମର ସଡ଼କମାନଙ୍କ ରେ ସୁଖ ଓ ଆନନ୍ଦଧ୍ବନି ଦୂର କରିବା। ବର କନ୍ଯାମାନଙ୍କର ଆମାଦେ ଧ୍ବନି ଆଉ ୟିରୁଶାଲମ ରେ ଶୁଣାୟିବ ନାହିଁ। କାରଣ ସମଗ୍ର ଦେଶ ଧ୍ବଂସ ସ୍ତୁପ ରେ ପରିଣତ ହବେ।
ହେ ଯିହୁଦାର ଲୋକମାନେ, ତୁମ୍ଭମାନଙ୍କର ମୂର୍ତ୍ତିମାନଙ୍କର ସଂଖ୍ଯା ସଠାେ ରେ ଅଧିବାସୀମାନଙ୍କ ସହିତ ସମାନ। ୟିରୁଶାଲମର ରାଜପଥଗୁଡ଼ିକର ସଂଖ୍ଯା ପରି, ତୁମ୍ଭମାନେେ ବହୁତ ବଦେୀ ନିର୍ମାଣ କଲ, ବାଲ୍ ନିମନ୍ତେ ସୁଗନ୍ଧି ଧୂପ ଜଳାଇବା ପାଇଁ।
ମାତ୍ର ଆମ୍ଭର ଲୋକମାନେ ଆମ୍ଭକୁ ପାଶୋରି ଅସାର ଦବଗେଣଙ୍କୁ ଧୂପ ଉତ୍ସର୍ଗ କରିଛନ୍ତି। ଆଉ ସମାନେେ ଅପ୍ରସ୍ତୁତ ମାର୍ଗର ନାନା ଉପପଥରେ ସମାନଙ୍କେୁ ଗମନ କରାଇବା ନିମନ୍ତେ ପ୍ରବର୍ତ୍ତାଇଛନ୍ତି। ସମାନଙ୍କେ ପୁରାତନ ପଥରେ ବିଘ୍ନ ଜନ୍ମାଇ ଅଛନ୍ତି।
ଏଣୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଆପଣା ଲୋକମାନଙ୍କର ପାଳନକାରୀ ପାଳକମାନଙ୍କ ବିରୁଦ୍ଧ ରେ ଏହି କଥା କହନ୍ତି, ତୁମ୍ଭମାନେେ ଆମ୍ଭର ମଷେପଲକୁ ଛିନ୍ନଭିନ୍ନ କରି ଦୂରକୁ ତଡ଼ି ଦଇେଅଛ ଓ ସମାନଙ୍କେର ଯତ୍ନ ନଇେ ନାହଁ। ତେଣୁ ଆମ୍ଭେ ତୁମ୍ଭମାନଙ୍କର ଦୁଷ୍କର୍ମର ଫଳ ତୁମ୍ଭମାନଙ୍କୁ ଅବଶ୍ଯ ଦବୋ। ଏହା ସଦାପ୍ରଭୁ କହନ୍ତି।
ସିଯୋନର ସମସ୍ତ ପଥ ଶାେକରେ ପରିପୂର୍ଣ୍ଣ, କାରଣ କହେି ସିୟୋନର ଧର୍ମ-ମହାସଭାକୁ ଆସୁ ନାହାଁନ୍ତି। ତାହାର ସମସ୍ତ ଫାଟକ ଶୂନ୍ଯ ଓ ତାହାର ଯାଜକମାନେ ବିଳାପ କରୁଛନ୍ତି। ତା'ର ସମସ୍ତ କୁମାରୀଗଣ ବିଷାଦଗ୍ରସ୍ତା ଓ ସେ ନିଜେ ମନ ରେ ବହୁ ପୀଡ଼ା ପାଇଅଛି।
ପ୍ରାଚୀନବର୍ଗ ନଗରଦ୍ବାର ରେ ଆଉ ବସୁ ନାହାଁନ୍ତି ଓ ୟୁବକମାନେ ଆପଣା ସଂଗୀତରୁ ନିବୃତ୍ତ ହାଇେଅଛନ୍ତି।
ଆହୁରି ମାରେସୁନା ଓ ରୂପା ରେ ନିର୍ମିତ ଯେଉଁସବୁ ସୁନ୍ଦର ଆଭରଣ ମୁଁ ଦେଖିଥିଲି ତୁମ୍ଭେ ତାହା ନଇେ ପୁରୁଷାକୃତି ପ୍ରତିମାଗଣ ନିର୍ମାଣ କରି ସମାନଙ୍କେ ସଙ୍ଗେ ବ୍ଯଭିଚାର କଲ।
'ତୁମ୍ଭମାନଙ୍କ ମଧିଅରେ ଲୋକମାନେ ରକ୍ତପାତ କରିବା ପାଇଁ ଲାଞ୍ଚ ନଇେଛନ୍ତି। ତୁମ୍ଭେ ସୁଧ ନଇେ ଋଣ ଦଇେଅଛ ଏବଂ ତୁମ୍ଭେ ଲୋଭ ରେ ଉପଦ୍ରବ କରି ଆପଣା ପ୍ରତିବେଶୀଠାରୁ ଲାଭ ନଇେଅଛ। ତୁମ୍ଭେ ମାେତେ ପାଶୋରି ୟାଇଅଛ।' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
ତେଣୁ ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, 'ତୁମ୍ଭେ ଆମ୍ଭକୁ ପାଶୋରି ଦଇେଛ ଓ ମାେତେ ତୁମ୍ଭ ପଛ ରେ ପକାଇ ଛାଡ଼ି ଚାଲିୟାଇଛ। ତେଣୁ ତୁମ୍ଭେ ତୁମ୍ଭର ଘୃଣ୍ଯ ଚିନ୍ତାଗୁଡ଼ିକ ଓ ବ୍ଯଭିଚାରିତାର ପାଇଁ ଦଣ୍ଡ ସହିବ।'
ଦୂରରୁ ପୁରୁଷମାନେ ଆସିବା ପାଇଁ ତୁମ୍ଭମାନେେ ଦୂତ ପଠାଇଲ। ସମାନେେ ପ୍ ରରେିତ ଦୂତମାନଙ୍କ ଦ୍ବାରା ଆସିଲେ। ସମାନଙ୍କେ ପାଇଁ ତୁମ୍ଭେ ସ୍ନାନ କଲ, ଆଖି ରେ ଅଞ୍ଜନ ଦଲେ ଓ ଅଳଙ୍କାର ବିଭୂଷିତା ହେଲ।
ସମାନଙ୍କେର ମାଆ ବେଶ୍ଯାପରି କାମ କରିଅଛି। ସୋମାନଙ୍କର ମାଆଙ୍କ କୃତକର୍ମ ପାଇଁ ଲଜ୍ଜିତ ହବୋ ଉଚିତ। ସେ କହିଲା, 'ମୁଁ ମାରେପ୍ ରମେିକମାନଙ୍କ ପାଖକୁ ୟିବି। ମାରେପ୍ ରମେିକମାନେ ମାେତେ ଖାଦ୍ୟ ଓ ପାଣି ଦବେେ। ସମାନେେ ମାେତେ ପଶମ ଓ ଲାଇଲନ୍ ଦବେେ। ସମାନେେ ମାେତେ ଦ୍ରାକ୍ଷାରସ ଓ ଅଲିଭ୍ ତଲେ ଦବେେ।'
ସେ ତା'ର ପ୍ରିଯ ପ୍ ରମେିକ ପଛ ରେ ଧାଇଁବ, କିନ୍ତୁ ସେ ସମାନଙ୍କେୁ ମଧ୍ଯ ଧରିପାରିବ ନାହିଁ। ସେ ସମାନଙ୍କେୁ ବହୁ ଖାଜେିବ କିନ୍ତୁ ପାଇପାରିବ ନାହିଁ। ତା'ପ ରେ ସେ କହିବ, 'ମୁଁ ମାରେ ପ୍ରଥମ ପ୍ ରମେିକ, ପରମେଶ୍ବରଙ୍କ ନିକଟକୁ ଫରେିୟିବି। ତାଙ୍କ ପାଖ ରେ ଥିଲା ବେଳେ ମାରେ ଜୀବନ, ବର୍ତ୍ତମାନ ଅପେକ୍ଷା ଅଧିକ ଭଲ ଥିଲା।'
ଜ୍ଞାନ ଅଭାବ ୟୋଗୁ ଆମ୍ଭର ଲୋକମାନେ ବିନଷ୍ଟ ହୁଅନ୍ତି। କାରଣ ତୁମ୍ଭମାନେେ ଜ୍ଞାନରୁ ବିମୁଖ ହାଇେଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭ ପାଇଁ ଯାଜକ ହବୋକୁ ବାରଣ କରିବା। ତୁମ୍ଭମାନେେ ତୁମ୍ଭ ପରମେଶ୍ବରଙ୍କ ନିଯମକୁ ଭୁଲିୟାଇଛ, ତେଣୁ ଆମ୍ଭେ ତୁମ୍ଭ ପିଲାମାନଙ୍କୁ ଭୁଲିୟିବା।
ସମାନେେ ପର୍ବତର ଅଗ୍ରଭାଗ ରେ ବଳି ଦିଅନ୍ତି ଓ ପାହାଡ ଉପ ରେ ଥିବା ଆଲୋନ, ଲିବ୍ନା ଓ ଏଲା ଗଛ ତଳେ ଧୂପ ଦିଅନ୍ତି। କାରଣ ସହେି ଗଛଗୁଡିକର ଛାଯା ତରୁଣ ଦଖାୟୋଏ। ତେଣୁ ତୁମ୍ଭର କନ୍ଯାମାନେ ଗଣିକା ପରି ସହେି ଗଛତଳେ ପଡି ରହନ୍ତି। ଏବଂ ତୁମ୍ଭର ବୋହୂମାନେ ୟୌନଭୋଗ ପାପ କରନ୍ତି।
ଇଶ୍ରାୟେଲ ରାଜାଙ୍କର ଅଟ୍ଟାଳିକା ନିର୍ମାଣ କଲେ କିନ୍ତୁ ସୃଷ୍ଟିକର୍ତ୍ତାଙ୍କୁ ଭୁଲିଗଲେ। ବର୍ତ୍ତମାନ ଯିହୁଦା ସୁଦୃଢ ଦୁର୍ଗ ନିର୍ମାଣ କରିବ ଯାହାକୁ ଆମ୍ଭେ ଅଗ୍ନି ପଠାଇ ସହେି ସୁଦୃଢ ଦୁର୍ଗକୁ ପୋଡି଼ ଧ୍ବଂସ କରିବା।
ଭବିଷ୍ଯଦ୍ବକ୍ତା କହନ୍ତି, ଇଶ୍ରାୟେଲ ଏହି ନୀତିଗୁଡିକ ଶିକ୍ଷାକର। ଦଣ୍ତ ପାଇବା ସମୟ ଆସିୟାଇଛି। ତୁମ୍ଭେ ଯେଉଁ ମନ୍ଦ କାର୍ୟ୍ଯ କରିଥିଲ ତା'ର ଫଳ ପାଇବା ସମୟ ଆସି ୟାଇଛି। କିନ୍ତୁ ଇଶ୍ରାୟେଲର ଲୋକେ କହନ୍ତି, ଭବିଷ୍ଯଦ୍ବକ୍ତା ଜଣେ ନିର୍ ବୋଧ। ପରମେଶ୍ବରଙ୍କ ଆତ୍ମା ସହିତ ଏହି ବ୍ଯକ୍ତି ପାଗଳ। ଭବିଷ୍ଯଦ୍ବକ୍ତା କହନ୍ତି, ତୁମ୍ଭମାନେେ ତୁମ୍ଭମାନଙ୍କ ଜଘନ୍ଯ ପାପ ଲାଗି ଦଣ୍ତିତ ହବେ। ତୁମ୍ଭମାନଙ୍କ ଘୃଣା ଭାବ ଯୋଗୁଁ ଦଣ୍ତିତ ହବେ।
ଗିବିଯାର ସମୟ ପରି ଇଶ୍ରାୟେଲୀୟମାନେ ଧ୍ବଂସର ଗଭୀରତମ ସ୍ଥାନକୁ ଗ୍ଭଲି ୟାଇଛନ୍ତି। ସଦାପ୍ରଭୁ ସମାନଙ୍କେର ପାପକୁ ସ୍ମରଣ କରିବେ। ସେ ସମାନଙ୍କେ ପାପ ଲାଗି ଦଣ୍ତ ଦବେେ।
କିନ୍ତୁ ଇଶ୍ରାୟେଲକୁ ଯେତେ ଅଧିକ ନିଜର କଲୁ ଇଶ୍ରାୟେଲ େସତେ ଅଧିକ ଆମ୍ଭଠାରୁ ଦୂ ରଇଗେଲା। ଇଶ୍ରାୟେଲୀୟମାନେ ବାଲ୍ଦବଗେଣଙ୍କ ଉଦେଶ୍ଯ ରେ ବଳି ଦେଲେ। ସମାନେେ ପ୍ରତିମା ନିକଟରେ ଧୂପ ଦେଲେ।
ଇଫ୍ରଯିମ ଇଶ୍ରାୟେଲ ରେ ନିଜକୁ ମହାନ୍ କରି ଦଲୋ। ସେ କହିଲା ବେଳେ ଲୋକେ ଭୟ ରେ ଥରିଲେ। କିନ୍ତୁ ସେ ବାଲ ଦବେତାଙ୍କୁ ପୂଜାକରି ଦୋଷୀ ହେଲେ ଏବଂ ମୃତ୍ଯୁବରଣ କଲେ।