ଏକଦା ଅହସିଯ ତାଙ୍କର ଶମରିଯାସ୍ଥିତ ଗୃହର ଛାତ ଉପରୁ ଝରକା ଦଇେ ପଡି ଆହତ ହେଲ। ସେ ସଙ୍ଗେ ସଙ୍ଗେ ଦୂତମାନଙ୍କୁ ଆଦେଶ ଦେଲେ, ୟାଅ, ମୁଁ ଏହି ଆଘାତରୁ ଆରୋଗ୍ଯ ଲାଭ କରିବି କି ନାହିଁ। ଏହା ଇକୋର୍ଣର ଯାଜକ ବାଲ-ସବୂବଙ୍କୁ ଅନୁସନ୍ଧାନ କରି ପଗ୍ଭର।
Cross references
ଏହାପରେ ସେ ସୀମା ଇକ୍ରୋଣର ଉତ୍ତର ପାଶର୍ବ ପର୍ୟ୍ଯନ୍ତ ଗଲା। ସଠାେରକ୍ସ୍ଟ ସେ ଶକ୍କରେୋନ୍ ସୀମା ପର୍ୟ୍ଯନ୍ତ ବିସ୍ତୃତ ଥିଲାଓ ବାଲା ପର୍ବତ ରେ ପଡି ୟବନିଯଲେ ପର୍ୟ୍ଯନ୍ତ ଥିଲା। ସହେି ସୀମାର ପ୍ରାନ୍ତ ଭାଗ ସମକ୍ସ୍ଟଦ୍ର ଥିଲା।
ସୀଷରାର ମାଁ ଝରକା ପାଖ ରେ ଅପେକ୍ଷା କରୁଥିଲା ଏବଂ ସେ ଜାଲି ଦଇେ ଗ୍ଭହକ୍ସ୍ଟଁଥିଲା। ସେ ଏହା ଚିନ୍ତା କରି କାନ୍ଦକ୍ସ୍ଟଥିଲା, ସୀଷରାର ରଥ ବିଳମ୍ବ କାହିଁକି? ମୁ କାହିଁକି ତଥାପି ତା'ର ରଥ ଶଦ୍ଦ ଶକ୍ସ୍ଟଣି ପାରକ୍ସ୍ଟ ନାହିଁ?
ତୁମ୍ଭମାନଙ୍କର ଦବେତା ସହେି କମାେଶ ତୁମ୍ଭମାନଙ୍କୁ ଯେଉଁ ଦେଶ ହିଅନ୍ତି, ସହେି ଦେଶ ତୁମ୍ଭମାନେେ ଅଧିକାର କରି ପାରିବ। ସହେିପରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଆମ୍ଭମାନଙ୍କୁ ଅେମ୍ମାନୀୟମାନଙ୍କର ଯେଉଁ ଦେଶ ଦିଅନ୍ତି, ତାହା ଆମ୍ଭମାନେେ ଅଧିକାର କରିବକ୍ସ୍ଟ।
ଏହାପରେ ସମାନେେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଇକ୍ରୋଣକକ୍ସ୍ଟ ପଠାଇଲେ। ଯେତବେେଳେ ଇଶ୍ରାୟେଲର ପରମେଶ୍ବରଙ୍କର ପବିତ୍ର ସିନ୍ଦକ୍ସ୍ଟକ ଆସିଲା।
ଆମ୍ଭେ ଶଲୋମନର ରାଜ୍ଯ କାଢି ନବୋର କାରଣ ହେଉଛି, ସେ ଆମ୍ଭର ପଶ୍ଚାତ୍ଗାମୀ ହେଲାନାହିଁ। ସେ ମାେତେ ପରିତ୍ଯାଗ କରି ସୀଦୋନୀଯମାନଙ୍କ ଅଷ୍ଟାରୋତ୍ ଦବେତା, ମାଯାେବର କମାେଶ୍ ଦବେତାକୁ ଓ ଅେମ୍ମାନୀୟମାନଙ୍କର ମିଲ୍କମ୍ ଦବେତାକୁ ପ୍ରଣାମ କରିଅଛି। ମାେ କଥିତ ମାର୍ଗ ଅନୁସାରେ ସେ ବାସ କଲା ନାହିଁ। ତା'ର ପିତା ଦାଉଦ ପରି ସେ ମାରେ ନିର୍ଦ୍ଦେଶ ଓ ନିଯମ ଆଜ୍ଞା ମାନିଲା ନାହିଁ।
ତା'ପରେ ନିଜ ସଙ୍ଗ ରେ ଦଶ ରୋଟୀ, କିଛି ତିଲୁଆ ଓ ଏକ ପାତ୍ର ମଧୁ ନଇେ ତାହା ନିକଟକୁ ୟାଅ। ବାଳକର କ'ଣ ହବେ, ତାହା ସେ ତୁମ୍ଭକୁ ଜଣାଇବେ।
ସହେି ସମୟରେ ଏକ ଶର ଜଣେ ସୈନ୍ଯ ଦ୍ବାରା ବିଦ୍ଧ ହାଇେ ଆସିଲା। ଏହା ରାଜାଙ୍କର ସାଞ୍ଜୁ ଦ୍ବାରା ଆଚ୍ଛାଦିତ ହାଇନେଥିବା ଦହରେ ଅଂଶକୁ ଭଦେ କଲା। ତେଣୁ ରାଜା ତାଙ୍କ ସାରଥିକି କହିଲେ, ମାେତେ ଏ ସ୍ଥାନରୁ ନଇୟୋଅ, କାରଣ ମୁଁ ଗୋଟିଏ ଶରଦ୍ବାରା ଅତିଶଯ ଆଘାତ ପାଇଲି।
ଆହାବ୍ଙ୍କ ମୃତ୍ଯୁପରେ ସେ ତାଙ୍କର ପୂର୍ବ ପୁରୁଷଙ୍କ ସହିତ କବର ନେଲେ ଓ ତାଙ୍କ ଅନ୍ତେ ତାଙ୍କ ପୁତ୍ର ଅହସିଯ ତାଙ୍କ ପଦ ରେ ରାଜ୍ଯ କଲେ।
ମାତ୍ର ସଦାପ୍ରଭୁଙ୍କ ଦୂତ ତୀଶ୍ବୀଯ ଏଲିଯଙ୍କୁ କହିଲେ, ୟାଅ, ଶମରିଯା ରାଜାଙ୍କର ଦୂତମାନଙ୍କୁ ଭଟେ ଓ ସମାନଙ୍କେୁ କୁହ, 'ଇଶ୍ରାୟେଲ ରେ କ'ଣ ଇଶ୍ରାୟେଲର ପରମେଶ୍ବର ନାହାଁନ୍ତି ଯେ, ତୁମ୍ଭମାନେେ ଇକୋର୍ଣର ଦବେତା ବାଲ୍-ସବୂବଙ୍କୁ ପରାମର୍ଶ କରିବାକୁ ଯାଉଛ?
ତହୁଁ ବାର୍ତ୍ତାବହମାନେ ଅହସିଯଙ୍କୁ କହିଲେ, ଜଣେ ଲୋକ ଆମ୍ଭକୁ ସାକ୍ଷାତ କରିବାକୁ ଆସିଲେ ଓ କହିଲେ, ତୁମ୍ଭ ରାଜାଙ୍କ ପାଖକୁ ଫରେିୟାଅ ଓ ତାଙ୍କୁ କୁହ, ସଦାପ୍ରଭୁ କୁହନ୍ତି, 'ଇଶ୍ରାୟେଲ ରେ କ'ଣ ପରମେଶ୍ବର ନାହାଁନ୍ତି? ତବେେ ତୁମ୍ଭେ କାହିଁକି ବାର୍ତ୍ତାବହମାନଙ୍କୁ ଇକୋର୍ଣର ଦବେତା ବାଲ-ସବୂବଙ୍କୁ ପଗ୍ଭରିବାକୁ ପଠାଇଅଛ? ତେଣୁ ତୁମ୍ଭେ ଆଉ ଶୟ୍ଯାରୁ ଉଠିବ ନାହିଁ, ସହେିଠା ରେ ମରିବ।'
ତହୁଁ ଏଲିଯ ରାଜାଙ୍କୁ କହିଲେ, ଇଶ୍ରାୟେଲ ରେ କ'ଣ ପରମେଶ୍ବର ନାହାଁନ୍ତି? ତୁମ୍ଭେ ଇକୋର୍ଣ ଦବେତା ବାଲ୍-ସବୂବଠାରୁ ପ୍ରଶ୍ନ ପଗ୍ଭରିବାକୁ, କିହିଁକି ଦୂତ ପଠାଇଲ? ତୁମ୍ଭର ଏହି କାର୍ୟ୍ଯ ଯୋଗୁଁ ତୁମ୍ଭେ ଶୟ୍ଯାରୁ ଆଉ ଉଠିବ ନାହିଁ, ସହେିଠା ରେ ତୁମ୍ଭେ ମରିବ। ସଦାପ୍ରଭୁ ଏହିସବୁ ବାକ୍ଯଗୁଡିକ କହିଲେ।
ଇଲୀଶାୟ ଦମ୍ମେଶକରେ ପହନ୍ଚିଲେ। ଏହି ସମୟରେ ଅରାମର ରାଜା ବିନ୍ହଦଦ୍ ପୀଡିତ ଥିଲେ। ଜଣେ ଲୋକ ବିନ୍ହଦଦ୍କୁ କହିଲା, ପରମେଶ୍ବରଙ୍କ ଲୋକ ସେ ସ୍ଥାନକୁ ଆସିଛନ୍ତି ବୋଲି ତାଙ୍କୁ ସମ୍ବାଦ ଦିଆଗଲା।
ତତ୍ପରେ ରାଜା ବିନ୍ହଦଦ୍ ହସାଯଲକେୁ କହିଲେ, ଏହି ଉପହାର ନଇେ ପରମେଶ୍ବର ଲୋକଙ୍କୁ ସାକ୍ଷାତ କର ଓ ମୁଁ ଏହି ପୀଡାରୁ ମୁକ୍ତ ହବେି କି ନାହିଁ, ଏହି କଥା ତାଙ୍କ ଦ୍ବାରା ସଦାପ୍ରଭୁଙ୍କୁ ପଗ୍ଭର।
ତେଣୁ ହସାଯଲେ ଇଲୀଶାୟଙ୍କୁ ସାକ୍ଷାତ କରିବାକୁ ଗଲେ। ଦମ୍ମେଶକର ସମସ୍ତ ଉତ୍ତମ ପଦାର୍ଥ ଉପହାର ସ୍ବରୂପ ଗ୍ଭଳିଶଟି ଓଟ ଦ୍ବାରା ନଇେ ତାଙ୍କ ସମ୍ମୁଖ ରେ ଉଭା ହାଇେ କହିଲେ, ଆପଣଙ୍କ ପୁତ୍ର ବିନ୍ହଦଦ୍ ଅରାମର ରାଜା ଆପଣଙ୍କ ନିକଟକୁ ମାେତେ ପଠାଇଛନ୍ତି, ସେ ଜାଣିବାକୁ ଇଚ୍ଛା କରୁଛି, ମୁଁ କ'ଣ ଅସୁସ୍ଥତାଠାରୁ ଆରୋଗ୍ୟଲାଭ ହବେି କି?
ପୁଣି ସମାନେେ ସଦାପ୍ରଭୁ ସମାନଙ୍କେର ପରମେଶ୍ବରଙ୍କ ଆଜ୍ଞା ତ୍ଯାଗ କଲେ। ସମାନେେ ସୁବର୍ଣ୍ଣର ଦୁଇ ଗୋବତ୍ସ ଓ ଆଶରୋ ମୂର୍ତ୍ତି ନିର୍ମାଣ କଲେ। ସମାନେେ ଆକାଶର ତାରାଗଣଙ୍କୁ ପୂଜା କଲେ ଓ ବାଲ୍ର ସବୋ କଲେ।
ତେଣୁ ବର୍ତ୍ତମାନ ସଦାପ୍ରଭୁ ଅତିଶୀଘ୍ର ତୁମ୍ଭର ଲୋକମାନଙ୍କୁ ବହୁତ ଦଣ୍ଡ ଦବେେ। ସଦାପ୍ରଭୁ ତୁମ୍ଭର ସ୍ତ୍ରୀ, ସନ୍ତାନ ଓ ସମସ୍ତ ସମ୍ପତ୍ତିକୁ ଦଣ୍ଡିତ କରିବେ।
ପରମେଶ୍ବର ଦୁଷ୍ଟ ଲୋକଙ୍କ ପ୍ରତି ବିପଦ ଓ ଦୁର୍ଗତି ସୃଷ୍ଟି କରନ୍ତି। ଯେଉଁ ଲୋକମାନେ ଭଲ କାମ ନ କରନ୍ତି ସମାନଙ୍କେ ପ୍ରତି ପରମେଶ୍ବର ବିପତ୍ତି ସୃଷ୍ଟି କରନ୍ତି।
ମାହେର ପ୍ରିଯତମ ଏକ ହରିଣ ଓ ଏକ ତରୁଣ ମୃଗତୁଲ୍ଯ। ଦେଖ, ସେ ଝରକା ଦଇେ ଅନାଇ ଅଛନ୍ତି, ପ୍ରାଚୀର ପେଛ ଠିଆ ହାଇେଛନ୍ତି। ସେ ଜାଲି ପରତା ବାଟେ ଆପଣାକୁ ଦଖାେଉ ଅଛନ୍ତି।
ମିଶରୀଯମାନେ ବିଭ୍ରାନ୍ତ ହବେେ। ସମାନେେ କ'ଣ କରିବେ ବୋଲି ପ୍ରତିମାମାନଙ୍କୁ ଓ ଗୁଣୀ ଜ୍ଞାନୀମାନଙ୍କୁ ପଚାରିବେ। ଆଉ ମଧ୍ଯ ସମାନେେ ଯାକୁବର ଓ ଗୁଣିଆମାନଙ୍କର ପରାମର୍ଶ ନବେେ। ମାତ୍ର ସମାନଙ୍କେର ଉପଦେଶ ଅର୍ଥହୀନ ହବେ।'
ମାରେ ପୂର୍ବପୁରୁଷଗଣ ଯେଉଁ ଗୋଶନ, ହାରୋଣ ଓ ରେତ୍ଶଫ୍ ଦେଶୀଯମାନଙ୍କୁ ଏବଂ ତଳଃସର ନିବାସୀ ଏଦନ-ସନ୍ତାନମାନଙ୍କୁ ବିନାଶ କଲେ, ସମାନଙ୍କେର ଦବେତାମାନେ କ'ଣ ସମାନଙ୍କେୁ ଉଦ୍ଧାର କଲେ ?
ଆଉ ମଧ୍ଯ ସମାନେେ ସହେି ଦେଶର ଦବେତାମାନଙ୍କୁ ଅଗ୍ନି ରେ ନିକ୍ଷପେ କରିଛନ୍ତି। କାରଣ ସମାନେେ ପ୍ରକୃତ ଦବେତା ନୁହଁନ୍ତି। ମନୁଷ୍ଯ ହସ୍ତ ନିର୍ମିତ କାଷ୍ଠ ଓ ପାଷାଣ ପ୍ରତିମା। ତେଣୁ ସମାନେେ ସଗେୁଡ଼ିକୁ ବିନାଶ କରିଛନ୍ତି।
ଜଣେ ଶିଷ୍ଯ ତା' ଗୁରୁ ଭଳି ହବୋ ରେ ଓ ଜଣେ ସବେକ ତା' ମାଲିକ ଭଳି ହବୋ ରେ ସନ୍ତାଷେ ଲାଭ କରିବା ଦରକାର। ଘରର ମୁଖ୍ଯଙ୍କୁ ଯଦି ବାଆଲ୍ଜିବୂଲ କହି ଡକାଯାଏ ତବେେ ଘରର ଅନ୍ୟ ସଦସ୍ଯମାନଙ୍କୁ ନିଶ୍ଚୟ ଅଧିକ ଖରାପ ନାମ ରେ ଡକାୟିବ।
ମାତ୍ର ଫାରୂଶୀମାନେ ଲୋକଙ୍କର ଏହି କଥା ଶୁଣି କହିଲେ, ଯୀଶୁ ଭୂତମାନଙ୍କ ଶାସକ ବାଆଲ୍ଜିବୂଲ ଙ୍କ ସାହାର୍ୟ୍ଯ ରେ ଭୂତମାନଙ୍କୁ ଛଡ଼ାନ୍ତି।
ୟିରୁଶାଲମରୁ ଆସିଥିବା ଧର୍ମଶାସ୍ତ୍ରୀମାନେ କହିଲେ, ଯୀଶୁଙ୍କ ଦହେ ରେ ବାଆଲ୍ଜିବୂଲ୍ ପଶି ଯାଇଛି। ସେଥି ଯୋଗୁ ଯୀଶୁ ଭୂତମାନଙ୍କ ମୁଖିଆଙ୍କର ଶକ୍ତି ସାହାୟ୍ଯ ରେ ଭୂତମାନଙ୍କୁ ତଡି ଦେଉଛନ୍ତି।
କିନ୍ତୁ ସମାନଙ୍କେ ମଧ୍ଯରୁ କେତକେ କହିଲେ, ଯୀଶୁ ଭୂତପତି ବାଆଲ୍ଜିବୁଲ୍ର ଶକ୍ତି ଦ୍ବାରା ଭୂତ ଛଡାଉଛନ୍ତି, ଭୂତମାନଙ୍କୁ ତଡି ଦବୋକୁ ବ୍ଯବହାର କରୁଛନ୍ତି।
ଇଉତୁଖ ନାମକ ଜଣେ ୟୁବକ ଝରକା କଡ଼ ରେ ବସି ଖୁବ୍ ନିଦ ରେ ଶାଇେ ପଡ଼ିଥିଲା। ପାଉଲ କହି ଚ଼ାଲିଥିଲା ବେଳେ ସେ ନିଘୋଡ଼ ନିଦ ରେ ଶାଇେପଡ଼ି ତିନି ମହଲାରୁ ଖସି ପଡ଼ିଲା। ଯେତବେେଳେ ସମାନେେ ତାହାକୁ ଉଠାଇଲେ, ସେ ମରିସାରିଥିଲା।