ପରମେଶ୍ବର ଆମ୍ଭ ପୂର୍ବପୁରୁଷଗଣକୁ ରକ୍ଷା କଲେ କିନ୍ତୁ ସମାନେେ ତାଙ୍କ ବିଷଯରେ ସମ୍ପୂର୍ଣ୍ଣ ଭୁଲିଗଲେ। ସେ ସମାନଙ୍କେ ପାଇଁ ମିଶରରେ କରିଥିବା ଆଶ୍ଚର୍ୟ୍ଯ କାର୍ୟ୍ଯମାନ ସମାନେେ ଭୁଲିଗଲେ।
Cross references
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ମିଶର ରେ ତୁମ୍ଭମାନଙ୍କ ସାକ୍ଷାତ ରେ ଯେ ସକଳ କର୍ମ କରିଅଛନ୍ତି, ସହେିପରି ପରୀକ୍ଷାସିଦ୍ଧ ପ୍ରମାଣଦ୍ବାରା ଓ ଚିହ୍ନଦ୍ବାରା ଓ ଆଶ୍ଚର୍ୟ୍ଯ କର୍ମଦ୍ବାରା, ୟକ୍ସ୍ଟଦ୍ଧଦ୍ବାରା, ପରାକ୍ରାନ୍ତ ହସ୍ତଦ୍ବାରା, ବିସ୍ତାରିତ ବାହକ୍ସ୍ଟଦ୍ବାରା ଓ ଭୟଙ୍କର ଆଶ୍ଚର୍ୟ୍ଯ କର୍ମଦ୍ବାରା ଅନ୍ୟ ଦେଶୀଯ ଲୋକଙ୍କ ମଧ୍ଯରକ୍ସ୍ଟ ଆପଣା ନିମନ୍ତେ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ଆସି ଉପକ୍ରମ କରିଅଛନ୍ତି।
ସଦାପ୍ରଭୁ ଆମ୍ଭମାନଙ୍କ ସାକ୍ଷାତ ରେ ମିଶର ପ୍ରତି, ଫାରୋଙ୍କ ପ୍ରତି ଓ ତାଙ୍କର ସମସ୍ତ ପରିବାର ପ୍ରତି, ମହତ୍ ଓ କ୍ଲେଶଦାୟକ ଚିହ୍ନ ଓ ଆଶ୍ଚର୍ୟ୍ଯକ୍ରିଯା ଦଖାଇେଲେ।
ତୁମ୍ଭମାନଙ୍କର ମନେଥିବ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଫାରୋ ଓ ସମସ୍ତ ମିଶର ପ୍ରତି ଯେଉଁ କର୍ମମାନ କରିଛନ୍ତି।
ତୁମ୍ଭର ପ୍ରଶଂସା ସଦାପ୍ରଭୁ ଅଟନ୍ତି, ସେ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭେ ଯାହା ଯାହା ଦେଖକ୍ସ୍ଟଛ ସହେିସବୁ ମହତ୍ ଓ ଭୟଙ୍କର କର୍ମ ସେ ତକ୍ସ୍ଟମ୍ଭପାଇଁ କରିଛନ୍ତି।
ସମାନେେ ବଳିଦାନ କଲେ ସହେିମାନଙ୍କ ଉଦ୍ଦେଶ୍ଯ ରେ ଯେଉଁମାନେ ବାସ୍ତବ ରେ ଦବେତା ନକ୍ସ୍ଟହଁନ୍ତି। ଯେଉଁମାନେ ନୂତନ ଦବଗେଣ ଥିଲେ, ସମାନେେ ତାଙ୍କୁ ଜାଣି ନ ଥିଲେ। ସହେି ନୂତନ ଦବଗେଣମାନଙ୍କୁ ତାଙ୍କର ପୂର୍ବପୁରୁଷମାନେ ମଧ୍ଯ ଜାଣି ନ ଥିଲେ।
ଯେଉଁ ଶୈଳ ତୁମ୍ଭକୁ ଉତ୍ପନ୍ନ କଲେ, ତୁମ୍ଭେ ସମାନଙ୍କେୁ ତ୍ଯାଗ କଲ। ଯେଉଁ ପରମେଶ୍ବର ତୁମ୍ଭକୁ ଜନ୍ମ ଦେଲେ ତୁମ୍ଭେ ତାହାଙ୍କକ୍ସ୍ଟ ପାସୋରି ଅଛ।
ଇଶ୍ରାୟେଲର ଲୋକମାନେ ସଦାପ୍ରଭୁ ସମାନଙ୍କେର ପରମେଶଓରଙ୍କୁ ଏହା ଭକ୍ସ୍ଟଲିଗଲେ। ଯଦିଓ ସେ ସମାନଙ୍କେର ଗ୍ଭରିପାଖ ରେ ଶତୃମାନଙ୍କଠାରକ୍ସ୍ଟ ସମାନଙ୍କେୁ ରକ୍ଷା କରିଥିଲେ।
ତୁମ୍ଭେ ଫାରୋ ଓ ତାହାର ସମସ୍ତ ଦାସ ଓ ତା'ର ଦେଶସ୍ଥ ସମୁଦାଯ ଲୋକଙ୍କ ପ୍ରତି ନାନା ଚିହ୍ନ ଓ ଆଶ୍ଚର୍ୟ୍ଯ କର୍ମମାନ ଦଖାଇେଲେ। କାରଣ ମିଶରୀଯମାନେ ସମାନଙ୍କେ ବିରୁଦ୍ଧ ରେ ରୁକ୍ଷ ବ୍ଯବହାର କଲେ। ଏଣୁ ତୁମ୍ଭେ ଆଜିର ନ୍ଯାଯ ଆପଣା ନାମ ପ୍ରସିଦ୍ଧ କରିଅଛ।
ହେ ପରମେଶ୍ବର, ତୁମ୍ଭେ ଆପଣା ମହାନ୍ ଶକ୍ତିକୁ ବ୍ଯବହାର କରି ଲୋହିତ ସମୁଦ୍ରକୁ ଦୁଇଭାଗ କର।
ସମାନେେ ପରମେଶ୍ବର କରିଥିବା ମହତ କାର୍ୟ୍ଯ ଭୁଲିଗଲେ। ପରମେଶ୍ବର ସମାନଙ୍କେୁ ଦଖାଇେଥିବା ଆଶ୍ଚର୍ୟ୍ଯ କାର୍ୟ୍ଯମାନ ସମାନେେ ଭୁଲିଗଲେ।
ସହେି ଲୋକମାନେ ପରମେଶ୍ବରଙ୍କର ଶକ୍ତିକୁ ଭୁଲିଗଲେ। ସମାନେେ ଭୁଲିଗଲେ ୟେ, ପରମେଶ୍ବର ସମାନଙ୍କେୁ ସମାନଙ୍କେର ଶତ୍ରୁ କବଳରୁ କିପରି ରକ୍ଷା କରିଥିଲେ।
କିନ୍ତୁ ପରମେଶ୍ବର କରିଥିବା କାର୍ୟ୍ଯଗୁଡ଼ିକୁ ଆମ୍ଭର ପୂର୍ବପୁରୁଷମାନେ ଅତି ଶୀଘ୍ର ଭୁଲିଗଲେ। ସମାନେେ ପରମେଶ୍ବରଙ୍କ ଉପଦେଶ ଶୁଣିଲେ ନାହିଁ।
ପରମେଶ୍ବର ମିଶରରେ ବହୁତ ଆଶ୍ଚର୍ୟ୍ଯ ଓ ଅଦଦ୍ଭୂତ କାର୍ୟ୍ଯମାନ କଲେ। ସେ ସଗେୁଡ଼ିକୁ ଫାରୋ ଓ ତାଙ୍କର ପଦାଧିକାରୀମାନଙ୍କ ବିପକ୍ଷରେ ବ୍ଯବହାର କଲେ।
ପରମେଶ୍ବର ମାରେ ତ୍ରାଣକର୍ତ୍ତା। ମୁଁ ତାଙ୍କୁ ବିଶ୍ବାସ କରେ। କିନ୍ତୁ ତାଙ୍କୁ ଭୟ କରେ ନାହିଁ। କାରଣ ସେ ମାେତେ ରକ୍ଷା କରନ୍ତି। ୟିହୋବା ସଦାପ୍ରଭୁ ମାରେ ବଳ ଓ ତ୍ରାଣକର୍ତ୍ତା। ତେଣୁ ତାଙ୍କର ପ୍ରଶଂସା ଗାନ କରିବି।