Home Bibles ଦିତୀୟ ରାଜାବଳୀ 21:3 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 21:3 · ଓଡ଼ିଆ ବାଇବେଲ

ତାଙ୍କର ପିତା ହିଜକିଯ ଯେଉଁ ଉଚ୍ଚସ୍ଥଳୀଗୁଡିକୁ ଧ୍ବଂସ କରିଥିଲେ, ସେ ପୁନର୍ବାର ସଗେୁଡିକୁ ନିର୍ମାଣ କଲେ। ଇଶ୍ରାୟେଲର ଆହାବ୍ ରାଜାଙ୍କ ପରି ସେ ବାଲ୍ ନିମନ୍ତେ ୟଜ୍ଞବଦେି ପ୍ରସ୍ତୁତ କଲେ ଓ ଆଶରୋ ମୂର୍ତ୍ତୀ ନିର୍ମାଣ କଲେ। ଆଉ ମଧ୍ଯ ସେ ସ୍ବର୍ଗସ୍ଥ ସମସ୍ତ ନକ୍ଷତ୍ରଙ୍କୁ ପୂଜା କରି ସମାନଙ୍କେର ସବୋ କଲେ।

Cross references

ଦିତୀୟ ବିବରଣ 4:19

ଏପରି ସାବଧାନ ହକ୍ସ୍ଟଅ, ଯେତବେେଳେ ତୁମ୍ଭମାନେେ ସୂର୍ୟ୍ଯ,ଚନ୍ଦ୍ର, ତାରାଗଣଙ୍କକ୍ସ୍ଟ ଆକାଶ ରେ ଦେଖ। ତୁମ୍ଭମାନେେ ସମାନଙ୍କେୁ ବି ମାହେିତ ହାଇେ ପ୍ରଣାମ କରିବା ଓ ସବୋ କରିବା ଉଚିତ୍ ନକ୍ସ୍ଟ ହେଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅନ୍ୟ ସମସ୍ତ ଜାତିଗଣ ଏହିସବୁ କରିବାକୁ ରଖିଛନ୍ତି।

ଦିତୀୟ ବିବରଣ 17:3

ଏବଂ ଅନ୍ୟ ଦବଗେଣର ସବୋ କରନ୍ତି ଓ ସୂର୍ୟ୍ଯ, ଚନ୍ଦ୍ର କିଅବା କୌଣସି ଆକାଶୀଯ ବାହିନୀକକ୍ସ୍ଟ ପୂଜା କରନ୍ତି ଯାହା ମୁ ଆଦେଶ ଦଇନୋହିଁ।

ପ୍ରଥମ ରାଜାବଳୀ 16:31

ନବାଟଙ୍କ ପୁତ୍ର ୟାରବିଯାମଙ୍କ ପରି ପାପ କରିବା ତାଙ୍କ ପାଇଁ ୟଥେଷ୍ଟ ନଥିଲା। ସେ ସୀଦୋନର ରାଜା ଇତ୍ବାଲଙ୍କର କନ୍ଯା ଈଷବଲକେୁ ବିବାହ କଲେ ଓ ସୀଦୋନର ବାଲ ଦବେତାଙ୍କୁ ପୂଜା କରିବାକୁ ଓ ସବୋ କରିବାକୁ ଆରମ୍ଭ କଲେ।

ପ୍ରଥମ ରାଜାବଳୀ 18:21

ଏଲିଯ ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ ସମ୍ ବୋଧନ କଲେ, ତୁମ୍ଭମାନେେ କେତକୋଳ ଦ୍ବିମତ ମଧିଅରେ ସନ୍ଦହେ ରେ ରହିବ? ସଦାପ୍ରଭୁଙ୍କର ପ୍ରକୃତ ଅନୁସରଣକାରୀ ହୁଅ, ଯଦି ତୁମ୍ଭେ ତାଙ୍କୁ ସତ୍ଯ ଭାବୁଛ। ଅନ୍ୟ ପକ୍ଷ ରେ ଯଦି ବାଲ ଦବେତା ସତ୍ଯ ବୋଲି ଭାବୁଛ, ତାଙ୍କୁ ଅନୁସରଣ କର।

ପ୍ରଥମ ରାଜାବଳୀ 18:26

ତେଣୁ ସମାନେେ ବୃଷଭଟିକୁ ନେଲେ ଓ ପ୍ରସ୍ତୁତ କଲେ। ସମାନେେ ପ୍ରାତଃକାଳରୁ ମଧ୍ଯାହ୍ନ ପର୍ୟ୍ଯନ୍ତ ବାଲ ନାମ ରେ ପ୍ରାର୍ଥନା କରି କହିଲେ, ହେ ବାଲ୍ ଆମ୍ଭମାନଙ୍କ ବିନତି ଶୁଣ। ମାତ୍ର କୌଣସି ଶଦ୍ଦ ହେଲାନାହିଁ କି କହେି ଉତ୍ତର ଦେଲେ ନାହିଁ। ସମସ୍ତ ଭବିଷ୍ଯଦ୍ବକ୍ତାଗଣ ସମାନଙ୍କେ ନିର୍ମିତ ୟଜ୍ଞବଦେୀର ଗ୍ଭରିପଟେ ନାଚିଲେ। ମାତ୍ର ଅଗ୍ନି ସଂଘଟିତ ହେଲା ନାହିଁ।

ଦିତୀୟ ରାଜାବଳୀ 8:18

ୟିହୋରାମ ଇଶ୍ରାୟେଲ ରାଜାଗଣ ପରି ବାସ କଲେ ଏବଂ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କଲେ। ସେ ଆହାବ ବଂଶାନୁସା ରେ ଚଳିଲେ କାରଣ ସେ ଆହାବ୍ଙ୍କ କନ୍ଯାକୁ ବିବାହ କରିଥିଲେ।

ଦିତୀୟ ରାଜାବଳୀ 8:27

ଅହସିଯ ମଧ୍ଯ ଆହାବ୍ର ବଂଶଧର ପରି ବାସ କଲେ ଏବଂ ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ। ସେ ଏହିପରି ବାସ କଲେ, କାରଣ ସେ ଆହାବ ବଂଶର ଜାମାତା ଥିଲେ।

ଦିତୀୟ ରାଜାବଳୀ 10:18

ପୁଣି ଯହେୂ ସମସ୍ତଙ୍କୁ ଏକତ୍ର କରି ସମାନଙ୍କେୁ ଡାକି କହିଲେ, ଆହାବ୍ ବାଲ୍ର ଅଳ୍ପ ସବୋ କଲା, ମାତ୍ର ଯହେୂ ତା'ର ବହୁତ ସବୋ କରିବ।

ଦିତୀୟ ରାଜାବଳୀ 13:6

ତଥାପି ଇଶ୍ରାୟେଲୀୟମାନେ ୟାରବିଯାମ ବଂଶକୃତ ପାପ ପଥରୁ ବିମୁଖ ହେଲେ ନାହିଁ। ସମାନେେ ସହେି ପୂର୍ବପରି ପାପ କରି ଚାଲିଲେ, ଯାହା ସମାନେେ ଇଶ୍ରାୟେଲୀୟମାନଙ୍କୁ ପାପ କରାଇଥିଲେ। ସମାନେେ ମଧ୍ଯ ଶମରିଯା ରେ ଆଶରୋ ଖମ୍ବଗୁଡିକ ରଖିଲେ।

ଦିତୀୟ ରାଜାବଳୀ 17:16

ପୁଣି ସମାନେେ ସଦାପ୍ରଭୁ ସମାନଙ୍କେର ପରମେଶ୍ବରଙ୍କ ଆଜ୍ଞା ତ୍ଯାଗ କଲେ। ସମାନେେ ସୁବର୍ଣ୍ଣର ଦୁଇ ଗୋବତ୍ସ ଓ ଆଶରୋ ମୂର୍ତ୍ତି ନିର୍ମାଣ କଲେ। ସମାନେେ ଆକାଶର ତାରାଗଣଙ୍କୁ ପୂଜା କଲେ ଓ ବାଲ୍ର ସବୋ କଲେ।

ଦିତୀୟ ରାଜାବଳୀ 18:4

ସେ ଉଚ୍ଚସ୍ଥଳୀଗୁଡିକୁ ଧ୍ବଂସ କରି ଦେଲେ। ସମସ୍ତ ସ୍ମୃତି ସ୍ତମ୍ଭ ଭାଙ୍ଗି ପକାଇଲେ। ଆଶରୋ ମୂର୍ତ୍ତୀ ଗୁଡିକୁ କାଟି ପକାଇଲେ। ପୁଣି ମାଶାେ ନିର୍ମିତ ପିତ୍ତଳ ସର୍ପ ଭାଙ୍ଗି ପକାଇଲେ। କାରଣ ତାଙ୍କରି ଉଦ୍ଦେଶ୍ଯ ରେ ଇଶ୍ରାୟେଲ ସନ୍ତାନଗଣ ସହେି ସମୟ ପର୍ୟ୍ଯନ୍ତ ଧୂପ ଜଳାଉଥିଲେ। ଏହାର ନାମ ନହୁଷ୍ଟର୍ନ ରଖିଲେ।

ଦିତୀୟ ରାଜାବଳୀ 18:22

ତୁମ୍ଭମାନେେ କହିପାର, ଆମ୍ଭମାନେେ ସଦାପ୍ରଭୁ ଆମ୍ଭ ପରମେଶ୍ବରଙ୍କ ଉପରେ ନିର୍ଭର ରଖୁଅଛୁ। କିନ୍ତୁ ମୁଁ ଜାଣେ ହିଜକିଯ ଯେଉଁ ଉଚ୍ଚସ୍ଥଳୀ ଓ ୟଜ୍ଞବଦେୀ ରେ ଲୋକମାନେ ପୂଜା କରୁଥିଲେ ସେ ସଗେୁଡିକୁ ଦୂ ରଇେ ଦଇେଛନ୍ତି ଆଉ ଯିହୁଦାକୁ ୟିରୁଶାଲମ୍କୁ କହିଛନ୍ତି ତୁମ୍ଭମାନେେ କବଳେ ୟିରୁଶାଲମ୍ର ୟଜ୍ଞବଦେୀ ନିକଟରେ ପୂଜା କରିବ।

ଦିତୀୟ ରାଜାବଳୀ 23:4

ପୁଣି ରାଜା ସଦାପ୍ରଭୁଙ୍କ ମନ୍ଦିରରୁ ବାଲର, ଆଶରୋମୂର୍ତ୍ତୀର ଓ ସ୍ବର୍ଗସ୍ଥ ସମସ୍ତ ବାହିନୀ ଓ ମିଥ୍ଯା ଦବେତାମାନଙ୍କ ନିମନ୍ତେ ନିର୍ମିତ ସକଳ ସାମଗ୍ରୀ ବାହାର କରି ଆଣିବା ପାଇଁ ହିଲକିଯ ମହାୟାଜକକୁ, ଦ୍ବିତୀୟ ଶ୍ ରଣେୀର ଯାଜକମାନଙ୍କୁ ଓ ଦ୍ବାରପାଳ ମାନଙ୍କୁ ଆଦେଶ କଲେ। ତା'ପରେ ଯୋଶିୟଯ ରାଜା ସେ ସମସ୍ତ ଦ୍ରବ୍ଯକୁ ୟିରୁଶାଲମର ବାହା ରେ କିଦ୍ରୋଣ ଉପତ୍ୟକା ରେ ଦଗ୍ଧ କଲେ ଓ ତାହାର ଭସ୍ମ ବୈଥଲକେୁ ନଇଗେଲେ।

ଦିତୀୟ ବଂଶାବଳୀ 32:12

ହିଜକିଯ ନିଜେ ସଦାପ୍ରଭୁଙ୍କ ଉଚ୍ଚସ୍ଥାନ ଓ ୟଜ୍ଞବଦେୀ ସବୁ ବାହାର କରି ଦଲୋ। ଯିହୁଦା ଓ ୟିରୁଶାଲମର ଲୋକମାନେ ! ତୁମ୍ଭମାନଙ୍କୁ ସେ କହିଲା ଯେ, ତୁମ୍ଭମାନଙ୍କୁ କବଳେ ଗୋଟିଏ ୟଜ୍ଞବଦେୀ ଉପରେ ପୂଜା ଓ ସୁଗନ୍ଧିଧୂପ ଜ୍ବଳାଇବାକୁ ପଡ଼ିବ।

ଦିତୀୟ ବଂଶାବଳୀ 33:3

ମନଃଶି ପୁନର୍ବାର ଉଚ୍ଚସ୍ଥାନ ସବୁ ନିର୍ମାଣ କଲେ, ଯେଉଁଗୁଡ଼ିକୁ ତାଙ୍କର ପିତା ହିଜକିଯ ଭାଙ୍ଗି ଦଇେଥିଲେ, ମନଃଶି ବାଲ୍ ଦବେତାଗୁଡ଼ିକ ପାଇଁ ୟଜ୍ଞବଦେୀକୁ ଓ ଆଶରୋ ସ୍ତମ୍ଭମାନ ନିର୍ମାଣ କଲେ। ସେ ତାରାଗଣଙ୍କ ସମ୍ମୁଖ ରେ ମସ୍ତକ ଅବନତ କଲେ ଓ ସହେି ଦଳର ତାରକା ଗୁଡ଼ିକୁ ପୂଜା କଲେ।

ଦିତୀୟ ବଂଶାବଳୀ 34:3

ଯୋଶିୟ ପରମେଶ୍ବରଙ୍କର ଇଚ୍ଛା ଅନୁସରଣ କରିବାକୁ ଲାଗିଲେ, ଯାହାଙ୍କୁ ତାଙ୍କର ପୂର୍ବପୁରୁଷ ଦାଉଦ ତାଙ୍କ ରାଜତ୍ବର ଅଷ୍ଟମ ବର୍ଷ ରେ ଅନୁସରଣ କରିଥିଲେ। ଯୋଶିୟଯ ପରମେଶ୍ବରଙ୍କୁ ଅନୁସରଣ କରିବାକୁ ଆରମ୍ଭ କରିବା ସମୟରେ ତଥାପି ଅଳ୍ପବଯସ୍କ ଥିଲେ। ଯୋଶିୟଯଙ୍କ ରାଜତ୍ବର ଦ୍ବାଦଶ ବର୍ଷ ରେ ସେ ଯିହୁଦା ଓ ୟିରୁଶାଲମ ରେ ଥିବା ଉଚ୍ଚସ୍ଥାନ, ଆଶରୋ ସ୍ତମ୍ଭ ଖାଦେିତ ପ୍ରତିମା ଓ ଢ଼ାଞ୍ଚା ରେ ଢ଼ଳା ମୂର୍ତ୍ତିସବୁକୁ ବିନଷ୍ଟ କଲେ।

ଆୟୁବ ପୁସ୍ତକ 31:26

ଦୀପ୍ତିମାନ ସୂର୍ୟ୍ଯ କି ସ୍ମରଣୀଯ ଚନ୍ଦ୍ରକୁ ମୁଁ କବେେ ଉପାସନା କରି ନାହିଁ।

ଯିଶାଇୟ 65:11

ମାତ୍ର ତୁମ୍ଭମାନେେ ସଦାପ୍ରଭୁଙ୍କୁ ପରିତ୍ଯାଗ କରିଅଛ ଓ ଆମ୍ଭର ପବିତ୍ର ପର୍ବତକୁ ପାଶୋରି ଅଛ। ଭଣ୍ଡ ଦବେତା ଉଦ୍ଦେଶ୍ଯ ରେ ମଜେ ସଜାଉଛ ଓ ନିରୁପଣୀ ଦବେୀ ଉଦ୍ଦେଶ୍ଯ ରେ ମିଶ୍ରିତ ଦ୍ରାକ୍ଷାରସ ପୂରଣ କରୁଅଛ।

ମୀଖା 6:16

କାହିଁକି ଏସବୁ ଘଟିବ? କାରଣ ତୁମ୍ଭେ ଅମ୍ରିଙ୍କ ବ୍ଯବସ୍ଥା ପାଳନ କରୁଛ ଏବଂ ଆହାବ ବଂଶର ପାଳିତ ସମସ୍ତ ଅବିଧିକୁ ଅନୁସରଣ କରୁଛ। ଯେ ହତେୁ ସମାନଙ୍କେ ପରାମର୍ଶ ଗ୍ରହଣ କରିଛ, ତେଣୁ ଆମ୍ଭେ ତୁମ୍ଭକୁ ବିନାଶ କରିବା। ଯେତବେେଳେ ସମାନେେ ତୁମ୍ଭର ବିଧ୍ବସ୍ତ ନଗର ଦେଖିବେ ସମାନେେ ବିସ୍ମଯ ରେ ସିଟି ବଜାଇବେ। ଅନ୍ୟ ଗୋଷ୍ଠୀର ଲଜ୍ଜା ଅପମାନ ତୁମ୍ଭେ ବହନ କରିବ।

Interlinear

Choose Theme