ପରିବାରର ଇତିହାସ ରେ ଜନ୍ମଗତ ଅଧିକାର ଅନୁସାରେ, ପ୍ରଥମଜାତ ପୁତ୍ର ଭାବରେ ରୁବନ୍ଙ୍କେ ନାମ ଲିଖିତ ହୁଏ ନାହିଁ। ଯଦିଓ ଯିହୁଦା ତାଙ୍କର ଭ୍ରାତାମାନଙ୍କ ମଧିଅରେ ଅଧିକ ଶକ୍ତିଶାଳୀ ହେଲେ ଏବଂ ଜଣେ ଶାସକ ତାଙ୍କ ବଂଶରୁ ଆସିଲେ ଜନ୍ମଗତ ଅଧିକାର ଓ ଆଶୀର୍ବାଦ ଯୋଷଫଙ୍କେ ପରିବାର ପାଇଲା।
Cross references
ସମାନଙ୍କେ ମଧିଅରେ ରୁବନ୍େ ଯାକୁବଙ୍କର ଜେଷ୍ଠ ପୁତ୍ର। ଶିମିୟୋନ, ଲବେୀ, ୟହୁଦା, ଇଷାଖର ଓ ସବୂଲୂନ ଏମାନେ ଲୟୋର ସନ୍ତାନ।
ଯିହୁଦା, ତୁମ୍ଭର ଭାଇମାନେ ତୁମ୍ଭର ପ୍ରଶଂସା କରିବେ। ତୁମ୍ଭେ ତୁମ୍ଭର ଶତୃମାନଙ୍କୁ ପରାସ୍ତ କରିବ। ତୁମ୍ଭର ଭାଇମାନେ ତୁମ୍ଭକୁ ପ୍ରଣାମ କରିବେ।
ତୁମ୍ଭର ପିତାଙ୍କ ଆଶିର୍ବାଦ ଅଧିକ ପ୍ରାଚୀନ ପର୍ବତଠାରୁ ଏବଂ ଭଲ ବିଷଯ ଚିରସ୍ଥାଯୀ ପର୍ବତର ସୀମା ପର୍ୟ୍ଯନ୍ତ ହବେ। ଯୋଷଫେ ୟିଏକି ତାଙ୍କ ଭାଇମାନଙ୍କଠାରୁ ଭିନ୍ନ ସହେି ଆଶୀର୍ବାଦ ସମସ୍ତ ଭୋଗକରୁ।
ୟିହୂଦାର ବିଭାଗ ଛାଉଣୀ ସ୍ଥାପନ କରିବେ ତାଙ୍କ ଧ୍ବଜା ସହିତ ପୂର୍ବଦିଗର ସୂୟ୍ଯର୍ୋଦଯ ଆଡେ, ପୁଣି ଅମ୍ମୀନାଦବର ପୁତ୍ର ନ ହଶାେନ ଯିହୁଦାର ଲୋକମାନଙ୍କର ନେତା ହବେ।
ପ୍ରଥମ ଦିନରେ ଯିହୁଦା ପରିବାରବର୍ଗର ଅଧିପତି ଅମ୍ମୀନାଦବର ପୁତ୍ର ନହଶୋନ ତାଙ୍କର ଉପହାର ଉତ୍ସର୍ଗ କଲା।
ମାତ୍ର ସେ ଅପ୍ରିଯାର ପକ୍ସ୍ଟତ୍ରକକ୍ସ୍ଟ ଜ୍ଯୈଷ୍ଠ ବୋଲି ସ୍ବୀକାର କରି ଆପଣା ସର୍ବସ୍ବରକ୍ସ୍ଟ ଦକ୍ସ୍ଟଇଗକ୍ସ୍ଟଣ ଅଂଶ ତାହାକକ୍ସ୍ଟ ଦବେ। କାରଣ ସେ ତା'ର ଶକ୍ତିର ପ୍ରଥମଜାତ ସନ୍ତାନ ଓ ଜେଷ୍ଠ ଅଧିକାର ତା'ର ଅଟେ।
ଯୋଷଫେ ହେଉଛନ୍ତି, ଶକ୍ତିଶାଳୀ ବୃଷଭ ପରି। ତାଙ୍କର ଦକ୍ସ୍ଟଇପକ୍ସ୍ଟତ୍ର ତାଙ୍କର ଶିଙ୍ଗ ସଦୃଶ। ସମାନେେ ଅନ୍ୟ ଲୋକମାନଙ୍କୁ ଆକ୍ରମଣ କରିବେ ଏବଂ ପୃଥିବୀର ଶଷେ ସୀମାକକ୍ସ୍ଟ ସମାନଙ୍କେୁ ତଡି ଦବେେ। ସମାନେେ ମନଃଶିର ହଜାର ହଜାର ଲୋକପରି, ଇଫ୍ରଯିମଙ୍କ ଦଶହଜାର ଲୋକଙ୍କ ତକ୍ସ୍ଟଲ୍ଯ।
ଦିନେ ୟିହକ୍ସ୍ଟଦା ପରିବାରବର୍ଗଠାରକ୍ସ୍ଟ କିଛି ଲୋକ ଗିଲ୍ଗଲ୍ ରେ ଥିବା ଯିହାଶୂେୟଙ୍କ ନିକଟକକ୍ସ୍ଟ ଗଲେ। ସହେି ଲୋକମାନଙ୍କ ମଧିଅରେ ଜଣେ ଲୋକ ଥିଲେ। ତାଙ୍କର ନାମ ଥିଲା କାଲେବ୍, ଯେ କି କନିସୀଯ ୟିଫକ୍ସ୍ଟନ୍ନିର ପକ୍ସ୍ଟତ୍ର ଥିଲା। କାଲେବ୍ ଯିହାଶୂେୟଙ୍କକ୍ସ୍ଟ କହିଲେ, ତୁମ୍ଭର ମନେଥିବ ସଦାପ୍ରଭୁ ପରମେଶ୍ବର କାଦେଶ ବର୍ଣ୍ଣଯେ ରେ ଯାହା କହିଥିଲେ। ସଦାପ୍ରଭୁ ତାଙ୍କର ସବେକ ମାଶାଙ୍କେକ୍ସ୍ଟ କହିଥିଲେ ଯାହା ତକ୍ସ୍ଟମ୍ଭ ବିଷଯ ରେ ଓ ମାେ ବିଷଯ।
ସଦାପ୍ରଭୁ ଇଶ୍ରାୟେଲୀୟଙ୍କୁ କହିଲେ, ସର୍ବପ୍ରଥମେ ୟିହକ୍ସ୍ଟଦାର ପରିବାରବର୍ଗ ୟିବ। ମୁ ସମାନଙ୍କେୁ ସହେି ଭୂମି ଦବୋକକ୍ସ୍ଟ ଅନକ୍ସ୍ଟମତି ଦବେି।
ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ତୁମ୍ଭେ କେତକୋଳ ଶାଉଲଙ୍କ ପାଇଁ ଶୋକ କରିବ? ମୁ ତାଙ୍କୁ ଇଶ୍ରାୟେଲର ରାଜା ରୂପେ ପ୍ରତ୍ଯାଖ୍ଯାନ କରିଛି। ତୁମ୍ଭେ ଆପଣା ଶିଙ୍ଗ ତୈଳ ରେ ପୂର୍ଣ୍ଣ କରିଗ୍ଭଲ, ମୁ ତୁମ୍ଭକୁ ବୈଥ୍ଲହମରେ ୟିଶୀ ନାମକ ବ୍ଯକ୍ତି ନିକଟକକ୍ସ୍ଟ ପଠାଇବି। କାରଣ ତାହାର ପକ୍ସ୍ଟତ୍ରମାନ୍ଙ୍କ ମଧ୍ଯରକ୍ସ୍ଟ ମୁ ଆପଣା ପାଇଁ ଏକ ରାଜା ଦେଖିଅଛକ୍ସ୍ଟ।
ଏହିରୂପେ ୟିଶୀ ନିଜର ସାତପକ୍ସ୍ଟତ୍ରଙ୍କକ୍ସ୍ଟ ଶାମୁୟେଲଙ୍କର ସମ୍ମକ୍ସ୍ଟଖ ରେ ଚଳାଇଲେ। ମାତ୍ର ଶାମକ୍ସ୍ଟଯଲେ ୟିଶୀଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ଏମାନଙ୍କୁ ମନୋନୀତ କରି ନାହାଁନ୍ତି।
ତାକକ୍ସ୍ଟ ଡାକିବା ପାଇଁ ୟିଶୀ ଲୋକ ପଠାଇଲେ। ସେ ଈଷତ୍ ରକ୍ତବର୍ଣ ଓ ସକ୍ସ୍ଟନଯନ ଦେଖିବାକକ୍ସ୍ଟ ସକ୍ସ୍ଟନ୍ଦର ଅଟନ୍ତି।
ଦାଉଦ ସମଗ୍ର ଇଶ୍ରାୟେଲ ଉପରେ ରାଜତ୍ବ କଲେ। ଦାଉଦ ମଧ୍ଯ ନିଜର ସମସ୍ତ ଲୋକମାନଙ୍କ ପ୍ରତି ସକ୍ସ୍ଟବିଗ୍ଭର କଲେ।
ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ଇଶ୍ରାୟେଲର ବାର ଗୋଟି ଗୋଷ୍ଠୀକୁ ପରିଚାଳିତ କରିବା ନିମନ୍ତେ ଯିହୁଦା ଗୋଷ୍ଠୀକୁ ମନୋନୀତ କଲେ। ଏହାପରେ ସହେି ଗୋଷ୍ଠୀରୁ ସଦାପ୍ରଭୁ ମାରେ ପିତାଙ୍କ ପରିବାରକୁ ମନୋନୀତ କଲେ। ଆଉ ସହେି ପରିବାରରୁ ପରମେଶ୍ବର ମାେତେ ଚିରକାଳ ନିମନ୍ତେ ଇଶ୍ରାୟେଲର ରାଜା ହବୋ ନିମନ୍ତେ ମନୋନୀତ କଲେ। ପରମେଶ୍ବର ମାେତେ ଇଶ୍ରାୟେଲର ରାଜା କରିବାକୁ ଇଚ୍ଛା କଲେ।
ଗିଲିଯଦ ଓ ମନଃଶି ମାରେ ହବେେ। ଇଫ୍ରଯିମ ମାରେ ଶିରସ୍ତ୍ରାଣ ହବେ। ଯିହୁଦା ମାରେ ରାଜଦଣ୍ଡ ହବେ।