Home Bibles ଆଦି ପୁସ୍ତକ 38:30 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 38:30 · ଓଡ଼ିଆ ବାଇବେଲ

ଏହାପରେ ଅନ୍ୟ ପିଲାଟି ଜନ୍ମ ନଲୋ, ଏହି ପିଲାଟିର ହସ୍ତ ରେ ସିନ୍ଦୁର ବର୍ଣ୍ଣ ତା'ର ହାତ ରେ ଥିଲା, ସେ ତା'ର ନାମ ସରହେ ଦେଲେ।

Cross references

ଆଦି ପୁସ୍ତକ 46:12

ଯିହୁଦାର ପୁତ୍ର, ଏର, ଓନନ୍, ଶଲୋ, ପରେସ୍ ଓ ସରହେ। କିନ୍ତୁ ଏର, ଓନନ୍ କିଣାନ ଦେଶ ରେ ମରିଥିଲେ, ପରେସର ପୁତ୍ର ହିଷ୍ରୋଣ ଓ ହାମୂଲ ଥିଲେ।

ପ୍ରଥମ ବଂଶାବଳୀ 2:4

ଯିହୁଦାଙ୍କର ପୁତ୍ରବଧୂ ତାମର ପରେସ ଓ ସରହଙ୍କେୁ ଜନ୍ମ ଦଲୋ। ଏହିପରି ଯିହୁଦାଙ୍କର ପାଞ୍ଚ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 9:6

ୟିରୁଶାଲମ ରେ ବାସ କରୁଥିବା ସରହରେ ଲୋକମାନେ ଥିଲେ, ୟୁଯଲେ ଓ ତାଙ୍କର ଆତ୍ମୀଯମାନେ। ସମାନେେ ସମୁଦାଯ 690 ଜଣ ଥିଲେ।

ମାଥିଉଲିଖିତ ସୁସମାଚାର 1:3

ୟିହୂଦା, ଫରେସ ଓ ସରହଙ୍କେ ବାପା।

Interlinear

Choose Theme