କାରଣ ଏହା ସ୍ପଷ୍ଟ ଯେ, ଆମ୍ଭମାନଙ୍କର ପ୍ରଭୁ ୟିହୂଦାଙ୍କ ଗୋଷ୍ଠୀ ରେ ଜାତ। ମାତ୍ର ସହେି ଗୋଷ୍ଠୀର ଯାଜକମାନଙ୍କ ବିଷୟ ରେ ମାଶାେ କହିନାହାଁନ୍ତି।
Cross references
ଯିହୁଦାର ପୁତ୍ର, ଏର, ଓନନ୍, ଶଲୋ, ପରେସ୍ ଓ ସରହେ। କିନ୍ତୁ ଏର, ଓନନ୍ କିଣାନ ଦେଶ ରେ ମରିଥିଲେ, ପରେସର ପୁତ୍ର ହିଷ୍ରୋଣ ଓ ହାମୂଲ ଥିଲେ।
ଶୀଲୋର ଆଗମନ ପର୍ୟ୍ଯନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତା'ର ଚରଣ ଦ୍ବଯ ମଧ୍ଯରୁ ବିଚାରକର୍ତ୍ତାର ୟଷ୍ଟି ୟିବ ନାହିଁ। ତାହାଙ୍କ ନିକଟରେ ଲୋକମାନେ ଅଧିନତା ସ୍ବୀକାର କରିବେ।
ମୁଁ ସଦାପ୍ରଭୁଙ୍କୁ ଆସୁଥିବା ଦେଖିଲି, କିନ୍ତୁ ବର୍ତ୍ତମାନ ନୁହେଁ। ମୁଁ ତାଙ୍କର ଦର୍ଶନ ପାଉଅଛି, କୁନ୍ତୁ ସେ ନିକଟବର୍ତ୍ତୀ ନୁହନ୍ତି। ଯାକୁବଠାରୁ ଏକ ତାରା ଉଦିତ ହବେ ଓ ଇଶ୍ରାୟେଲଠାରୁ ଏକ ରାଜଦଣ୍ତ ଉଥିତ ହବେ। ମାେଯବରେ ପାର୍ଶଭଦେ କରିବ ଓ କଲହର ସମସ୍ତ ପରିବାରବର୍ଗକୁ ଚୁର୍ଣ କରିବ।
ପରେସର ବଂଶାବଳୀ ଏହି ପ୍ରକାର, ପରେସର ପକ୍ସ୍ଟତ୍ର ହିଷ୍ରୋଣ,
ଅନନ୍ତର ୟିଶଯର ଗଣ୍ଠିରୁ ଏକ କ୍ଷୁଦ୍ର ଶାଖା ବହନ କରିବ, ତା'ର ମୂଳରୁ ଶାଖା ବଢ଼ିବ,
ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି, ଯେଉଁ ସମୟରେ ଦାଉଦ ବଂଶ ରେ ଆମ୍ଭେ ଏକ ଧାର୍ମିକ ଶାଖା 'ଉତ୍ପନ୍ନ' କରିବା। ତହିଁରେ ସେ ରାଜା ହାଇେ ରାଜତ୍ବ କରିବେ। ସେ ନିଜର ଉତ୍ତମ ଜ୍ଞାନ ବଳ ରେ ଦେଶ ରେ ସୁବିଚାର ଓ ନ୍ଯାଯ ପ୍ରତିଷ୍ଠା କରିବେ।
କିନ୍ତୁ ହେ ବୈତ୍ଲହେମ୍-ଉଫ୍ରାଥା, ତୁମ୍ଭେ ଯିହୁଦାର ଗୋଟିଏ କ୍ଷୁଦ୍ରତମ ସହର ଅଟ। କିନ୍ତୁ ତୁମ୍ଭ ମଧ୍ଯରୁ ଇଶ୍ରାୟେଲର ଶାସନକର୍ତ୍ତା ହବୋ ନିମନ୍ତେ ଜଣେ ବ୍ଯକ୍ତି ଆମ୍ଭ ଉଦ୍ଦେଶ୍ଯ ରେ ଜନ୍ମ ହବେେ। ତାଙ୍କର ଉତ୍ପତ୍ତି ପୁରାତନ ତଥା ଅନାଦିକାଳରୁ ହାଇେଅଛି।
ୟିହୂଦା, ଫରେସ ଓ ସରହଙ୍କେ ବାପା।
ତୁମ୍ଭେ ମାେ ପ୍ରଭୁଙ୍କ ମାଆ ଏବଂ ତୁମ୍ଭେ ମାେ ପାଖକୁ ଆସିଛ! ମାେ ପାଇଁ ଏତେ ବଡ ଭଲ ଘଟଣା କାହିଁକି ଘଟିଲା?
ପ୍ରଭୁଙ୍କ 'ନିୟମ' ରେ ଲଖାେଅଛି: ପରିବାର ରେ ପ୍ରଥମ ପୁତ୍ରସନ୍ତାନ ଜନ୍ମ ହେଲେ ସେ 'ପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ' ହବେ।
ବହଶୋନ ଅମ୍ମୀନାଦାବଙ୍କ ପୁତ୍ର।
ସମାନେେ ମରିୟମଙ୍କୁ ପଚାରିଲେ, ହେ ନାରୀ, ତୁମ୍ଭେ କାହିଁକି କାନ୍ଦୁଛ?
ଥୋମା ଯୀଶୁଙ୍କ କହିଲେ, ମାରେପ୍ରଭୁ, ମାରେ ପରମେଶ୍ବର।