ଏହାପରେ ସେ ଆଉ ଏକ ପୁତ୍ରକୁ ଜନ୍ମ ଦେଲେ ଏବଂ ତା'ର ନାମ ଦେଲେ ଶଲୋ। ଯିହୁଦାର ତୃତୀୟ ପୁତ୍ର ଜନ୍ମ ସମୟରେ ସେ କଷୀବ ରେ ଥିଲା।
Cross references
ଏହାପରେ ଯିହୁଦା ତା'ର ପୁତ୍ର ବଧୁ ତାମରକୁ କହିଲେ, ତୁମ୍ଭେ ତୁମ୍ଭର ପିତୃ ଗୃହକୁ ୟାଅ। ଏବଂ ମାରେ କନିଷ୍ଠ ପୁତ୍ରଶିଲା ୟୁବକ ନ ହବୋ ପର୍ୟ୍ଯନ୍ତ ବିବାହ କର ନାହିଁ। ଯିହୁଦା ଭୟ କଲେ ଯେ ଯଦି ତା'ର ଭାଇମାନଙ୍କ ପରି ଶଲୋ ହିଁ ମରିୟିବ। ଏଣୁ ତାମର ତା' ପିତୃ ଗୃହକୁ ୟାଇ ବାସକଲା।
ଯିହୁଦା ସେ ସମସ୍ତ ବସ୍ତ୍ରକୁ ଦେଖିଲା ଏବଂ କହିଲା, ସେ ଠିକ ଅଛି। ମୁଁ ଭୁଲ କରିଥିଲା। ମୁଁ ପ୍ରତିଜ୍ଞା କରିଥିଲି ଶଲୋକୁ ଦବୋପାଇଁ କିନ୍ତୁ ତାହା କରି ନଥିଲି। ଏବଂ ଯିହୁଦା ଆଉ ତାଙ୍କ ସହିତ ଦୈହିକ ସଂପର୍କ ରଖିଲେ ନାହିଁ।
ଯିହୁଦାର ପୁତ୍ର, ଏର, ଓନନ୍, ଶଲୋ, ପରେସ୍ ଓ ସରହେ। କିନ୍ତୁ ଏର, ଓନନ୍ କିଣାନ ଦେଶ ରେ ମରିଥିଲେ, ପରେସର ପୁତ୍ର ହିଷ୍ରୋଣ ଓ ହାମୂଲ ଥିଲେ।
ଏହିମାନେ ଯିହୁଦା ପରିବାରବର୍ଗର ପୁରୁଷ ଲୋକ ଅଟନ୍ତି: ଶଲୋଠାରୁ ଶଲୋଯୀଯ ଗୋଷ୍ଠୀ, ପରେସଠାରୁ ପରେସୀଯ ଗୋଷ୍ଠୀ;
ସରହଠାରୁେ ସରହେୀଯ ଗୋଷ୍ଠୀ। ଯିହୁଦାର ଦୁଇପୁତ୍ର ଏର ଓ ଓନନ କିଣାନ ଦେଶ ରେ ହତ୍ଯା କରାୟାଇଥିଲେ।
ଯିହୁଦାଙ୍କର ପୁତ୍ରମାନେ ଥିଲେ ଏର୍, ଓନନ୍ ଓ ଶଲୋ, ବତ୍ଶୂଯା। ସମାନଙ୍କେର ମାତା ବତ୍ଶୂଯା କିଣାନ୍ ଦେଶରୁ ଆଗତା ଜଣେ ସ୍ତ୍ରୀ ଥିଲେ। ସଦାପ୍ରଭୁ ଦେଖିଲେ ଯେ, ଯିହୁଦାଙ୍କର ପ୍ରଥମ ପୁତ୍ର ଏଲ୍ ଅତ୍ଯନ୍ତ ମନ୍ଦ ଥିଲା। ତେଣୁ ସଦାପ୍ରଭୁ ତାହାକୁ ହତ୍ଯା କଲେ।
ଶଲୋ ଯିହୁଦାର ପୁତ୍ର ଥିଲେ। ତାଙ୍କର ପୁତ୍ରମାନେ ଥିଲେ, ଲକୋର ପିତା ଏର ଓ ମା ରଶାଙ୍କେର ପିତା ଲାଦା ଏବଂ ଏହି ପରିବାରବର୍ଗ ବେଥ-ଅସବଯେ ରେ ଥିବା କାର୍ପାସ କାର୍ୟ୍ଯର କର୍ତ୍ତା ଥିଲେ।