Cross references
ଅନନ୍ତର ଗହମ କଟା ସମୟରେ ରୁବନ୍େ ବାହା ରେ ୟାଇ କ୍ଷତରେୁ ଦୂଦାଫଳ ପାଇଆଣି ଆପଣାମାତା ଲୟୋକୁ ଦଲୋ। ତହୁଁ ରାହେଲ ଲୟୋକୁ କହିଲା, ଦୟାକରି ତୁମ୍ଭ ପୁତ୍ର ଆଣିଥିବା ଦୂଦାଫଳ କିଛି ମାେତେ ଦିଅ।
ସମାନଙ୍କେ ମଧିଅରେ ରୁବନ୍େ ଯାକୁବଙ୍କର ଜେଷ୍ଠ ପୁତ୍ର। ଶିମିୟୋନ, ଲବେୀ, ୟହୁଦା, ଇଷାଖର ଓ ସବୂଲୂନ ଏମାନେ ଲୟୋର ସନ୍ତାନ।
ସେ ଗୋଟିଏ ଗଧ ପରି କଠିନ ପରିଶ୍ରମ କରିବ। ଭାରି ବୋଝ ବହିଲା ପରେ ସେ ଶୁଏ।
ଇଷାଖର ପରିବାରବର୍ଗର, ସୂଯାରର ପୁତ୍ର ନଥନଲେ।
ଇଷାଖର ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ
ଇଷାଖର ପରିବାରବର୍ଗର ପରିବାରଗୁଡିକ ହେଲେ: ତାେଲୟଠାରୁ ତୋଲଯୀଯ ଗୋଷ୍ଠୀ; ପୂଯଠାରୁ ପୂଯୀଯ ଗୋଷ୍ଠୀ।
ୟାଶୂବଠାରୁ ୟାଶୁବୀଯ ଗୋଷ୍ଠୀ; ଶିମ୍ରୋଣଠାରୁ ଶିମ୍ରୋଣୀଯ ଗୋଷ୍ଠୀ।
ମାଶାେ ସବୂଲୂନ୍ଙ୍କ ବିଷଯ ରେ ଏହିକଥା କହିଲେ, ହେ ସବୂଲୂନ୍, ଯେତବେେଳେ ତୁମ୍ଭେ ବାହାରକକ୍ସ୍ଟ ଯାଉଛ, ଖକ୍ସ୍ଟସି ହକ୍ସ୍ଟଅ। ଇଷାଖର ତୁମ୍ଭେ ଆପଣା ତମ୍ବୁ ରେ ଆନନ୍ଦିତ ହକ୍ସ୍ଟଅ।
ଇଶ୍ରାୟେଲଙ୍କର ପୁତ୍ରମାନେ ଥିଲେ ରୁବନ୍େ,ଶିମିଯୋନ, ଲବେୀ, ଯିହୁଦା, ଇଷାଖର, ସବୂଲୂନ
ଇଷାଖରଙ୍କର ଚାରି ପୁତ୍ର ଥିଲେ। ସମାନଙ୍କେର ନାମ ଥିଲା : ତାେଲୟ, ପୂଯ, ୟାଶୁବ୍ ଓ ଶିମ୍ରୋଣ୍।
ଇଷାଖର ଗୋଷ୍ଠୀରୁ 200 ଜଣ ଜ୍ଞାନୀ ନେତା ଥିଲେ। ସହେି ବ୍ଯକ୍ତିମାନେ ଇଶ୍ରାୟେଲ ନିମନ୍ତେ ଯଥାର୍ଥ ସମୟରେ କି ପ୍ରକାର କର୍ମ କରିବା ଉଚିତ୍, ତାହା ବୁଝିପାରୁଥିଲେ। ସମାନଙ୍କେର ଆତ୍ମୀଯମାନେ ସମାନଙ୍କେ ସହିତ ରେ ଓ ସମାନଙ୍କେ ଅଧୀନ ରେ ଥିଲେ।