Home Bibles ଦିତୀୟ ଶାମୁୟେଲ 19:1 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 19:1 · ଓଡ଼ିଆ ବାଇବେଲ

ସଲାକମାଲନସଯାୟାବକକ୍ସ୍ଟ ଏ ଖବର ଜଣାଇଲଲ।ସସମାଲନସଯାୟାବକକ୍ସ୍ଟ କହିଲଲ, ସଦଖନ୍ତକ୍ସ୍ଟ ରାଜା ଅବଶାସଲାମ ପାଇଁ କ୍ରନ୍ଦନ କରୁଛନ୍ତି ଓ ଶୋକ ମଧ୍ଯ କରୁଛନ୍ତି।

Cross references

ଆଦି ପୁସ୍ତକ 37:35

ଯାକୁବର ପୁତ୍ର କନ୍ଯାଗଣ ତାଙ୍କୁ ଆରାମ ଦବୋକୁ ଚେଷ୍ଟା କଲେ। କିନ୍ତୁ ଯାକୁବ ସାନ୍ତ୍ବନା ପାଇବାକୁ ମନାକଲେ। ଯାକୁବ କହିଲେ, ମାରେ ମୃତ୍ଯୁ ପର୍ୟ୍ଯନ୍ତ ମାରେପୁତ୍ର ପାଇଁ ମୁଁ ଦୁଃଖ କରିବି। ତେଣୁ ଯାକୁବଙ୍କର ଦୁଃଖ ଲାଗି ରହିଲା।

ଦିତୀୟ ଶାମୁୟେଲ 18:5

ରାଜା ଯୋୟାବ ଅବୀଶଯ ଓ ଇତ୍ତଯକକ୍ସ୍ଟ ଆଦେଶ ଦଇେ କହିଲେ, ମାେ ପାଇଁ ଅବଶା ଲୋମ ପ୍ରତି ଭଦ୍ର ବ୍ଯବହାର କର।

ଦିତୀୟ ଶାମୁୟେଲ 18:12

ସେ ଲୋକଟି ଯୋୟାବକକ୍ସ୍ଟ କହିଲା, ମୁ ସେ ରାଜପକ୍ସ୍ଟତ୍ରକକ୍ସ୍ଟ ମାରି ପାରି ନ ଥାନ୍ତି, ମାେତେ ଆପଣ ଯେତେ ଧନ ଦେଲବେି। ବା 1,000 ଖଣ୍ତ ରୂପା ଦେଲେ ମଧ୍ଯ ଏକାର୍ୟ୍ଯ ଅସମ୍ଭବ। କାହିଁକି? କାରଣ ଆମ୍ଭମାନେେ ରାଜାଙ୍କର ଆଦେଶ ତକ୍ସ୍ଟମ୍ଭ ପ୍ରତି, ଅବୀଶଯ ପ୍ରତି ଓ ଇତ୍ତଯ ପ୍ରତି ଶକ୍ସ୍ଟଣିଥିଲକ୍ସ୍ଟ। ରାଜାଙ୍କର ଆଦେଶ ଥିଲା, 'ସାବଧାନ, ଅବଶା ଲୋମକକ୍ସ୍ଟ ଆଘାତ କର ନାହିଁ।'

ଦିତୀୟ ଶାମୁୟେଲ 18:14

ଯୋୟାବ କହିଲା, ମୁ ଏଠା ରେ ତକ୍ସ୍ଟମ୍ଭ ସହିତ ସମୟ ନଷ୍ଟ କରି ପାରିବି ନାହିଁ।

ଦିତୀୟ ଶାମୁୟେଲ 18:20

ଯୋୟାବ ଉତ୍ତର ରେ ଅହୀମାସକକ୍ସ୍ଟ କହିଲା, ନାଁ, ତୁମ୍ଭେ ଏ ସମ୍ବାଦ ଦାଉଦଙ୍କ ପାଖକକ୍ସ୍ଟ ନଇେ ୟିବା ନାହିଁ। ତୁମ୍ଭେ ଏ ସମ୍ବାଦ ଅନ୍ୟ ସମୟରେ ନଇୟିବେ। କିନ୍ତୁ ଆଜି ନବେ ନାହିଁ। କାହିଁକି? ରାଜାଙ୍କର ପକ୍ସ୍ଟତ୍ର ମରିଅଛି।

ଦିତୀୟ ଶାମୁୟେଲ 18:33

ଏହାପରେ ରାଜା ଜାଣିଗଲେ ଯେ ଅବଶାଲୋମ ମୃତ। ରାଜା ଦକ୍ସ୍ଟଃଖ ରେ ଭାଙ୍ଗି ପଡିଲେ, ସେ ନଗର ଦ୍ବାର ଉପରିସ୍ଥ କୋଠରୀକକ୍ସ୍ଟ ୟାଇ କ୍ରନ୍ଦନ କଲେ। ସେ କଠାେରୀ ରେ ଏପଟରକ୍ସ୍ଟ ସପଟେ କ୍ରନ୍ଦନ କରି କରି ବକ୍ସ୍ଟଲକ୍ସ୍ଟଥାନ୍ତି। ସେ କହକ୍ସ୍ଟଥିଲେ, ହେ ମାରେ ପକ୍ସ୍ଟତ୍ର ଅବଶା ଲୋମ, ମାରେ ପକ୍ସ୍ଟତ୍ର ଅବଶା ଲୋମ, ମୁ ଆଶା କରୁଥିଲି ମୁ ତକ୍ସ୍ଟମ୍ଭ ବଦଳ ରେ ମରିଥାନ୍ତି କି! ହାୟ ମାରେ ପକ୍ସ୍ଟତ୍ର ଅବଶା ଲୋମ ମାରେ ପକ୍ସ୍ଟତ୍ର, ଅବଶାଲୋମ।

ହିତୋପଦେଶ 17:25

ମୂର୍ଖ ପୁତ୍ର ଆପଣା ପିତାର ଶୋକ ଓ ସେ ଆପଣା ଜନନୀକୁ ଦୁଃଖ ଆଣିବାର କାରଣ ହୁଏ।

Interlinear

Choose Theme