Home Bibles ☰ Books ଆଦି ପୁସ୍ତକ 31:43 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 31:43 · ଓଡ଼ିଆ ବାଇବେଲ

ଲାବନ ଯାକୁବକୁ କହିଲେ, ତୁମ୍ଭ ସ୍ତ୍ରୀମାନେ ମାରେ କନ୍ଯା ଏବଂ ଏହି ପିଲାମାନେ ମଧ୍ଯ ମାରେ। ଏବଂ ଏସମସ୍ତ ପଶୁମାନେ ମଧ୍ଯ ମାରେ। ଏଠା ରେ ଯେତେ ସବୁ ଦେଖୁଛ ତାହା ସବୁ ମାରେ। ଏଣୁ ମାରେ ଏହି କନ୍ଯାମାନଙ୍କୁ ଓ ଏମାନଙ୍କ ଜନ୍ମତି ସନ୍ତାନମାନଙ୍କୁ ମୁଁ କ'ଣ କରିବି?

Cross references

ଆଦି ପୁସ୍ତକ 31:55

ଏହାପରେ ଲାବନ ପ୍ରଭାତ ରେ ଉଠି ଆପଣା କନ୍ଯାଙ୍କୁ ଓ ବାଳକମାନଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲା। ଏହିରୂପେ ଲାବନ ସ୍ବସ୍ଥାନକୁ ଫରେିଗଲା।

ଆଦି ପୁସ୍ତକ 37:35

ଯାକୁବର ପୁତ୍ର କନ୍ଯାଗଣ ତାଙ୍କୁ ଆରାମ ଦବୋକୁ ଚେଷ୍ଟା କଲେ। କିନ୍ତୁ ଯାକୁବ ସାନ୍ତ୍ବନା ପାଇବାକୁ ମନାକଲେ। ଯାକୁବ କହିଲେ, ମାରେ ମୃତ୍ଯୁ ପର୍ୟ୍ଯନ୍ତ ମାରେପୁତ୍ର ପାଇଁ ମୁଁ ଦୁଃଖ କରିବି। ତେଣୁ ଯାକୁବଙ୍କର ଦୁଃଖ ଲାଗି ରହିଲା।

Interlinear

Choose Theme