Home Bibles ଆଦି ପୁସ୍ତକ 48:11 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 48:11 · ଓଡ଼ିଆ ବାଇବେଲ

ଏହାପରେ ଇଶ୍ରାୟେଲ, ଯୋଷଫଙ୍କେୁ କହିଲା, ମୁଁ କବେେ ବି ଭାବି ନଥିଲି ମୁଁ ତୁମ୍ଭକୁ ଆଉ ଦେଖିପାରିବି। କିନ୍ତୁ ଦେଖ! ପରମେଶ୍ବର ତୁମ୍ଭକୁ ଓ ତୁମ୍ଭର ସନ୍ତାନମାନଙ୍କୁ ଦଖାଇେଲେ।

Cross references

ଆଦି ପୁସ୍ତକ 37:33

ତାଙ୍କ ପିତା ସହେି କୋଟ୍ ଦେଖି ତାହା ଯୋଷଫେର ବୋଲି ଜାଣିଲେ। ସମାନଙ୍କେର ପିତା କହିଲେ, ହଁ ଏହା ଯୋଷଫେର କୋଟ୍ ଅଟେ। ପ୍ରାଯ ଏକ ବଣୁଆ ଜନ୍ତୁ ତାକୁ ମାରି ଖାଇ ପକାଇଛି। ଗୋଟିଏ ବନ୍ଯ ପଶୁ ମାରେ ପୁତ୍ର ଯୋଷଫେକୁ ଚିରି ପକାଇଲା।

ଆଦି ପୁସ୍ତକ 37:35

ଯାକୁବର ପୁତ୍ର କନ୍ଯାଗଣ ତାଙ୍କୁ ଆରାମ ଦବୋକୁ ଚେଷ୍ଟା କଲେ। କିନ୍ତୁ ଯାକୁବ ସାନ୍ତ୍ବନା ପାଇବାକୁ ମନାକଲେ। ଯାକୁବ କହିଲେ, ମାରେ ମୃତ୍ଯୁ ପର୍ୟ୍ଯନ୍ତ ମାରେପୁତ୍ର ପାଇଁ ମୁଁ ଦୁଃଖ କରିବି। ତେଣୁ ଯାକୁବଙ୍କର ଦୁଃଖ ଲାଗି ରହିଲା।

ଆଦି ପୁସ୍ତକ 42:36

ଯାକୁବ ସମାନଙ୍କେୁ କହିଲେ, ତୁମ୍ଭେ କ'ଣ ଭାବୁଛ ମୁଁ ମାରେସମସ୍ତ ପିଲାମାନଙ୍କୁ ହରାଇବି? ଯୋଷଫେ ଗଲା,ଶିମିଯୋନ ଗଲା ଏବଂ ତୁମ୍ଭେ ବର୍ତ୍ତମାନ ବିନ୍ଯାମୀନକୁ ନବୋ ପାଇଁ ଚାହୁଁଛ।

ଆଦି ପୁସ୍ତକ 45:26

ଭାଇମାନେ ତାଙ୍କ ପିତାଙ୍କୁ କହିଲେ, ପିତା, ଯୋଷଫେ ଏବଂ ମଧ୍ଯ ବଞ୍ଚିଛନ୍ତି। ଏବେ ସେ ବର୍ତ୍ତମାନ ସମସ୍ତ ମିଶର ଉପରେ କର୍ତ୍ତା ଅଟନ୍ତି।

ଗୀତସଂହିତା 128:6

ତୁମ୍ଭେ ଆପଣା ନାତିନାତୁଣୀଙ୍କୁ ଦେଖିପାର। ଇଶ୍ରାୟେଲ ଉପରେ ଶାନ୍ତି ବତ୍ତୁର୍।

ଏଫିସୀୟଙ୍କ ପ୍ରତି ପତ୍ର 3:20

ଆମ୍ଭ ଭିତ ରେ ପରମେଶ୍ବରଙ୍କ ଯେଉଁ ଶକ୍ତି କାର୍ୟ୍ଯ କରିଥାଏ, ତାହା ଆମ୍ଭର ମାଗିବା ବା ଭାବିବାଠାରୁ ୟଥେଷ୍ଟ ଅଧିକ ଏବଂ ପରମେଶ୍ବର ତାହାଠାରୁ ଅଧିକ ଶକ୍ତିର କାର୍ୟ୍ଯ କରି ପାରନ୍ତି।

Interlinear

Choose Theme