Home Bibles ଆଦି ପୁସ୍ତକ 16:3 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 16:3 · ଓଡ଼ିଆ ବାଇବେଲ

ଅବ୍ରାମ କିଣାନ ଦେଶ ରେ ଦଶ ବର୍ଷ କଟାଇଲାପରେ ଏହିପରି ହାଇେଥିଲା ଯେ, ତାଙ୍କର ସ୍ତ୍ରୀ ସାରୀ ତାହାଙ୍କ ମିଶରୀଯ ଦାସୀ ହାଗାରକୁ ତାଙ୍କ ସ୍ବାମୀ ଅବ୍ରାମଙ୍କ ସହିତ ବିବାହ ଦେଲେ, ଯାହାଫଳ ରେ ସେ ତା' ସହିତ ସହବାସ କରିପାରିବ।

Cross references

ଆଦି ପୁସ୍ତକ 12:4

ସଦାପ୍ରଭୁଙ୍କର ବାକ୍ଯାନୁସା ରେ ଅବ୍ରାମ ହାରୋଣକୁ ପରିତ୍ଯାଗ କଲେ ଏବଂ ଲୋଟ ମଧ୍ଯ ତାଙ୍କ ସଙ୍ଗ ରେ ଗଲେ। ହାରୋଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବଯସ ପଞ୍ଚସ୍ତରି ବର୍ଷ ହାଇେଥିଲା।

ଆଦି ପୁସ୍ତକ 16:5

କିନ୍ତୁ ସାରା ଅବ୍ରାମଙ୍କୁ କହିଲା ଏହା ତୁମ୍ଭର ଭୁଲ ଯେ ମାରେ ଦାସୀ ମାେତେ ଖରାପ ବ୍ଯବହାର କରୁଛି। ମୁଁ ତାକୁ ତୁମ୍ଭକୁ ଦଇେଥିଲି, ତା'ପରେ ସେ ଗର୍ଭବତୀ ହେଲା ଏବଂ ଏହାପରେ ସେ ମାେତେ ଯେତିକି ସମ୍ମାନ ଦବୋ ଉଚିତ୍ ସତେିକି ସମ୍ମାନ ଦେଉ ନାହିଁ। ମୁଁ ଚାହୁଁଛି ସଦାପ୍ରଭୁ ତୁମ୍ଭ ଓ ମାରେବିଚାର କରନ୍ତୁ।

ଆଦି ପୁସ୍ତକ 21:21

ତାଙ୍କର ମା ତାଙ୍କ ପାଇଁ ଏକ ସ୍ତ୍ରୀ ମିଶର ରେ ଠିକ୍ କଲେ। ସମାନେେ ପାରଣ ନାମକ ମରୁଭୂମିରେ ବାସ କଲେ।

ଆଦି ପୁସ୍ତକ 25:6

ଅବ୍ରହାମ ମୃତ୍ଯୁ ପୂର୍ବରୁ ସେ ଦାମୀମାନଙ୍କ ପୁତ୍ରଗଣଙ୍କୁ କିଛି ଉପହାର ଦେଲେ ଓ ସହେି ପୁତ୍ରଗଣଙ୍କୁ ପୂର୍ବ ଦିଗସ୍ଥ ଦେଶ ରେ ରହିବାକୁ ବିଦାଯ କଲେ। ସେ ସମାନଙ୍କେୁ ଇସ୍ହାକଠାରୁ ହୂରକୁ ପଠାଇଲେ। ତା'ପରେ ଅବ୍ରହାମ ତାଙ୍କର ସମସ୍ତ ସମ୍ପତ୍ତି ଇସ୍ହାକକୁ ଦେଲେ।

ଆଦି ପୁସ୍ତକ 28:9

ଏଷୌର ଦୁଇଟି କିଣାନୀଯ ସ୍ତ୍ରୀ ଥିଲେ। କିନ୍ତୁ ଏହାପରେ ସେ ଇଶ୍ମାଯଲକେୁ ଗଲେ ଓ ଆଉ ଏକ ସ୍ତ୍ରୀକୁ ବିବାହ କଲେ। ସେ ମହଲତ୍କୁ ବିବାହ କଲେ। ଇଶ୍ମାଯଲରେ କନ୍ଯା। ଇଶ୍ମାଯଲେ ଅବ୍ରହାମର ପୁତ୍ର। ମହଲତ୍ ନବାଯୋତର ଭଉଣୀ।

ଆଦି ପୁସ୍ତକ 30:4

ତେଣୁ ରାହେଲ ବିଲହାକୁ ଆଣି ଯାକୁବକୁ ଦଲୋ, ଯାକୁବ ତାହା ସହିତ ସହବାସ କଲେ।

ଆଦି ପୁସ୍ତକ 30:9

ଲୟୋ ଦେଖିଲା ସେ ଆଉ ପିଲା ଜନ୍ମ କରିପାରିବ ନାହିଁ। ତେଣୁ ସେ ଆପଣା ଦାସୀ ସିଳ୍ପାକୁ ଆଣି ଯାକୁବକୁ ଦଲୋ।

ଆଦି ପୁସ୍ତକ 32:22

ସହେି ରାତ୍ରି ରେ ଯାକୁବ ଉଠି ସହେି ସ୍ଥାନ ଛାଡ଼ିଲା। ଯାକୁବ ତା'ର ଦୁଇ ସ୍ତ୍ରୀ, ଏଗାର ଜଣ ପିଲାମାନଙ୍କୁ ଏବଂ ତା'ର ଦାସୀକୁ ନଇେ ଗଲେ। ଯାକୁବ ୟଜ୍ବୋକ ପାର କରାଇବା ପାଇଁ ସଙ୍ଗ ରେ ନେଲେ।

ଆଦି ପୁସ୍ତକ 35:22

ଇଶ୍ରାୟେଲ ଯେତବେେଳେ ସଠାେରେ ରହୁଥିଲେ, ରୁବନ୍େ ୟାଇ ଏବଂ ବିଲହା ସହିତ ଶଯନ କଲା। ୟିଏ ଇଶ୍ରାୟେଲର ଉପପତ୍ନୀ ଥିଲା। ଏହି ବିଷଯ ରେ ଇଶ୍ରାୟେଲ ଜାଣିବାକୁ ପାଇଲେ।

ବିଚାରକର୍ତାମାନଙ୍କ ବିବରଣ 19:1

ସହେି ସମୟରେ ଇଶ୍ରାୟେଲୀୟମାନଙ୍କର କହେି ରାଜା ନଥିଲେ।

ଦିତୀୟ ଶାମୁୟେଲ 5:13

ଦାଉଦ ହିବ୍ରୋଣରକ୍ସ୍ଟ ଯିରୁଶାଲମକୁ ଗଲେ। ସଠାେରେ ସେ ଅନକେ ସ୍ତ୍ରୀମାନଙ୍କୁ ଓ ଅନକେ ଉପପତ୍ନୀମାନଙ୍କୁ ବିବାହ କଲେ ଏବଂ ସଠାେରେ ତାଙ୍କଠାରକ୍ସ୍ଟ ଅନକେ ପିଲା ଜନ୍ମ ହେଲେ।

ପ୍ରଥମ ରାଜାବଳୀ 11:3

ଶଲୋମନଙ୍କର 700 ରାଜପତ୍ନୀ ଥିଲେ। ଏହି ସ୍ତ୍ରୀମାନେ ଅନ୍ୟ ଦେଶର ଅଧ୍ଯକ୍ଷମାନଙ୍କର କନ୍ଯା ଥିଲେ। ଆଉ ତାଙ୍କର 300 ଉପପତ୍ନୀ ଥିଲେ। ତାଙ୍କର ପତ୍ନୀମାନେ ତାଙ୍କୁ ବିପଥଗାମୀ କରାଇଲେ।

ଗାଲାତୀୟଙ୍କ ପ୍ରତି ପତ୍ର 4:25

ହାଗାର ଆରବ ଦେଶସ୍ଥିତ ସୀନୟ ପର୍ବତର ପ୍ରତୀକ। ଏବେ ତାହା ଆଜିର ୟିରୁଶାଲମକୁ ସଂକତେ କରେ। ଏହା ନିଜ ସନ୍ତାନମାନଙ୍କ ସହିତ ଦାସତ୍ବ ରେ ପଡ଼ିଅଛି।

Interlinear

Choose Theme