Home Bibles ଆଦି ପୁସ୍ତକ 30:9 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 30:9 · ଓଡ଼ିଆ ବାଇବେଲ

ଲୟୋ ଦେଖିଲା ସେ ଆଉ ପିଲା ଜନ୍ମ କରିପାରିବ ନାହିଁ। ତେଣୁ ସେ ଆପଣା ଦାସୀ ସିଳ୍ପାକୁ ଆଣି ଯାକୁବକୁ ଦଲୋ।

Cross references

ଆଦି ପୁସ୍ତକ 16:3

ଅବ୍ରାମ କିଣାନ ଦେଶ ରେ ଦଶ ବର୍ଷ କଟାଇଲାପରେ ଏହିପରି ହାଇେଥିଲା ଯେ, ତାଙ୍କର ସ୍ତ୍ରୀ ସାରୀ ତାହାଙ୍କ ମିଶରୀଯ ଦାସୀ ହାଗାରକୁ ତାଙ୍କ ସ୍ବାମୀ ଅବ୍ରାମଙ୍କ ସହିତ ବିବାହ ଦେଲେ, ଯାହାଫଳ ରେ ସେ ତା' ସହିତ ସହବାସ କରିପାରିବ।

ଆଦି ପୁସ୍ତକ 29:24

ଆଉ ଲାବନ ଆପଣା କନ୍ଯା ଲୟୋର ଦାସୀ ହବୋ ନିମନ୍ତେ ସିଳ୍ପା ନାମ୍ନୀ ଆପଣା ଦାସୀକୁ ଦଲୋ।

ଆଦି ପୁସ୍ତକ 29:35

ଏହାପରେ ଲୟୋ ଅନ୍ୟ ଏକ ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ଦଲୋ ଯିହୁଦା, ସେ କହିଲେ, ବର୍ତ୍ତମାନ ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି। ଏହାପରେ ଲୟୋ ପିଲା ଜନ୍ମ କରିବା ବନ୍ଦ କରି ଦେଲେ।

ଆଦି ପୁସ୍ତକ 30:4

ତେଣୁ ରାହେଲ ବିଲହାକୁ ଆଣି ଯାକୁବକୁ ଦଲୋ, ଯାକୁବ ତାହା ସହିତ ସହବାସ କଲେ।

ଆଦି ପୁସ୍ତକ 30:17

ଏହାପରେ ପରମେଶ୍ବର ଲୟୋର ପାର୍ଥନା ଶୁଣିଲେ ଏବଂ ସେ ବର୍ଭବତୀ ହେଲା। ସେ ପଞ୍ଚମ ପୁତ୍ରକୁ ଜନ୍ମ ଦଲୋ।

ଆଦି ପୁସ୍ତକ 46:18

ଏମାନେ ସିଳ୍ପାର ପୁତ୍ରଗୁଡ଼ିକ ଥିଲେ। ଲାବନ ତାଙ୍କର କନ୍ଯା ଲୟୋକୁ, ସିଳ୍ପାକୁ ସବେିକା ଭାବରେ ଦେଲେ। ସେଥିପାଇଁ ଯାକୁବଙ୍କର ଷୋହଳଜଣ ବଂଶଧର ସିଳ୍ପାଠାରୁ ଜନ୍ମ ହାଇେଥିଲେ।

Interlinear

Choose Theme