Home Bibles ☰ Books ଗାଲାତୀୟଙ୍କ ପ୍ରତି ପତ୍ର 4:25 · ଓଡ଼ିଆ ବାଇବେଲ
ଗାଲାତୀୟଙ୍କ ପ୍ରତି ପତ୍ର 4:25 · ଓଡ଼ିଆ ବାଇବେଲ

ହାଗାର ଆରବ ଦେଶସ୍ଥିତ ସୀନୟ ପର୍ବତର ପ୍ରତୀକ। ଏବେ ତାହା ଆଜିର ୟିରୁଶାଲମକୁ ସଂକତେ କରେ। ଏହା ନିଜ ସନ୍ତାନମାନଙ୍କ ସହିତ ଦାସତ୍ବ ରେ ପଡ଼ିଅଛି।

Cross references

ଦିତୀୟ ବିବରଣ 33:2

ମାଶାେ ଆଶୀର୍ବାଦ କଲେ ଏବଂ କହିଲେ,

ବିଚାରକର୍ତାମାନଙ୍କ ବିବରଣ 5:5

ପର୍ବତମାନ କଐମାନ ହେଲା ସଦାପ୍ରଭୁଙ୍କର ସମ୍ମକ୍ସ୍ଟଖ ରେ। ସୀନଯ ପର୍ବତ ମଧ୍ଯ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ କଐନ କଲା!

ଗୀତସଂହିତା 68:8

ସୀନଯ ପରମେଶ୍ବରଙ୍କର ! ଇସ୍ରାଯଲରେ ପରମେଶ୍ବର! ତୁମ୍ଭ କାରଣରୁ ପୃଥିବୀ କମ୍ପିତ ହେଲା ଓ ଆକାଶ ମେଘ ବୃଷ୍ଟି କଲା।

ଗୀତସଂହିତା 68:17

ପରମେଶ୍ବରଙ୍କର ଅଯୁତ ଅଯୁତ ଓ ଲକ୍ଷ ଲକ୍ଷ ରଥ ଅଛି। ସଦାପ୍ରଭୁ ସିୟୋନ୍ ପର୍ବତରୁ ତାଙ୍କର ପବିତ୍ର ସ୍ଥାନକୁ ଆସିଲେ।

ମାଥିଉଲିଖିତ ସୁସମାଚାର 23:37

ୟିରୁଶାଲମ! ରେ ୟିରୁଶାଲମ! ତୁ ଭବିଷ୍ଯଦ୍ବକ୍ତାମାନଙ୍କୁ ହତ୍ଯା କରିଛୁ। ପରମେଶ୍ବର ଯେଉଁମାନଙ୍କୁ ତୋ ପାଖକୁ ପଠାଇଥିଲେ, ତୁ ସମାନଙ୍କେୁ ପଥର ଫୋପାଡ଼ି ହତ୍ଯା କରିଛୁ। ତୋର ଲୋକମାନଙ୍କୁ ମୁଁ ବହୁତ ଥର ସାହାୟ୍ଯ କରିବାକୁ ଇଚ୍ଛା କରିଥିଲା। ଯଭେଳି ଗୋଟିଏ କୁକୁଡ଼ା ନିଜ ଛୁଆମାନଙ୍କୁ ନିଜ ପକ୍ଷତଳେ ଏକାଠି କରେ, ସହେିପରି ତୋର ସମସ୍ତ ସନ୍ତାନମାନଙ୍କୁ ଏକାଠି କରିବା ପାଇଁ ମୁଁ ଅନକେ ଥର ଚ଼ାହିଁଥିଲି। କିନ୍ତୁ ତୁ ମାେତେ ତାହା କରଇେ ଦଲେୁନାହିଁ।

ଲୂକଲିଖିତ ସୁସମାଚାର 13:34

ୟିରୂଶାଲମ! ହେ ୟିରୂଶାଲମ! ତୁମ୍ଭେ ଭବିଷ୍ଯଦ୍ବକ୍ତାମାନଙ୍କୁ ହତ୍ଯା କରୁଛ। ଯେଉଁ ଲୋକମାନଙ୍କୁ ପରମେଶ୍ବର ତୁମ୍ଭ ପାଖକୁ ପଠାଇଥିଲେ, ତୁମ୍ଭେ ତାହାଙ୍କୁ ପଥର ଫୋପାଡି ମାରି ଦଇେଛ। ମୁଁ ଅନକେ ଥର ତୁମ୍ଭ ଲୋକମାନଙ୍କୁ ସାହାୟ୍ଯ କରିବାକୁ ଚାହିଁଛି। ଗୋଟିଏ କୁକୁଡା ତାର ପକ୍ଷତଳେ କୁକୁଡାଛୁଆମାନଙ୍କୁ ଏକାଠି କରିବାଭଳି ମୁଁ ତୁମ୍ଭମାନଙ୍କ ଲୋକମାନଙ୍କୁ ଏକାଠି କରିବାକୁ ଚାହିଁଥିଲି। କିନ୍ତୁ ତୁମ୍ଭମାନେେ ମାେତେ ତାହା କରଇେ ଦଲନୋହିଁ।

ଲୂକଲିଖିତ ସୁସମାଚାର 19:44

ସମାନେେ ତୁମ୍ଭକୁ ଓ ତୁମ୍ଭ ଲୋକମାନଙ୍କୁ ନଷ୍ଟ କରି ଦବେେ। ତୁମ୍ଭ କୋଠଗୁଡିକର ଗୋଟିଏ ହେଲେ ପଥର ଅନ୍ୟ ପଥରଟି ଉପରେ ସମାନେେ ରେଖଇ ଦବେେ ନାହିଁ। ଏସବୁ ଘଟିବ। କାରଣ ତୁମ୍ଭକୁ ଉଦ୍ଧାର କରିବା ପାଇଁ ପରମେଶ୍ବର ଯେତବେେଳେ ଆସିଥିଲେ, ସେ ସମୟଟିକୁ ତୁମ୍ଭେ ଚିହ୍ନି ପାରିଲ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:11

ସହେି ଦୁଇଜଣ ପୁରୁଷ ପ୍ ରରେିତମାନଙ୍କୁ କହିଲେ, ହେ ଗାଲିଲୀର ଲୋକେ, ତୁମ୍ଭମାନେେ ଏଠା ରେ ଠିଆ ହାଇେ ଆକାଶ ଆଡ଼େ କାହିଁକି ଚାହିଁଛ? ଏହି ଯୀଶୁଙ୍କୁ ଯେପରି ତୁମ୍ଭମାନଙ୍କ ମଧ୍ଯରୁ ଉଠାଇ ନିଆଗଲା, ସେ ସ୍ବର୍ଗକୁ ଗଲେ ଓ ତୁମ୍ଭମାନେେ ତାହାଙ୍କୁ ଉପରକୁ ୟିବାର ଯେପରି ଦେଖିଲ, ସହେିପରି ସେ ପୁଣି ଫରେିଆସିବେ।

ଗାଲାତୀୟଙ୍କ ପ୍ରତି ପତ୍ର 1:17

ମାେ ଆଗରୁ ପ୍ ରରେିତ ହାଇେ ସାରିଥିବା ୟିରୁଶାଲମର ପ୍ ରରେିତମାନଙ୍କ ପାଖକୁ ମୁଁ ଗଲିନାହିଁ। କିନ୍ତୁ ଅପେକ୍ଷା ନ କରି ମୁଁ ପ୍ରଥମେ ଆରବ ଗଲି ଓ ତା'ପରେ ଦମ୍ମସକେ ନଗରକୁ ଫରେିଗଲି।

ଏବ୍ରୀ 12:18

ତୁମ୍ଭମାନେେ ଗୋଟିଏ ନୂଆ ଜାଗାକୁ ଆସିଛ। ଏହି ସ୍ଥାନଟି ଇଶ୍ରାୟେଲୀୟମାନେ ଆସିଥିବା ପର୍ବତ ଭଳି ଜାଗା ନୁହେଁ। ତୁମ୍ଭମାନେେ ଗୋଟିଏ ଛୁଇଁ ପାରୁଥିବା ଓ ନିଆଁ ରେ ଜଳୁଥିବା ପର୍ବତ ପାଖକୁ ଆସି ନାହଁ। ତୁମ୍ଭମାନେେ ଅନ୍ଧାରୁଆ, ଝାପ୍ସା ଓ ଝଡ଼ ହେଉଥିବା ସ୍ଥାନକୁ ଆସି ନାହଁ।

Interlinear

Choose Theme