ଆଦି ପୁସ୍ତକ 28:9 · ଓଡ଼ିଆ ବାଇବେଲ
ଏଷୌର ଦୁଇଟି କିଣାନୀଯ ସ୍ତ୍ରୀ ଥିଲେ। କିନ୍ତୁ ଏହାପରେ ସେ ଇଶ୍ମାଯଲକେୁ ଗଲେ ଓ ଆଉ ଏକ ସ୍ତ୍ରୀକୁ ବିବାହ କଲେ। ସେ ମହଲତ୍କୁ ବିବାହ କଲେ। ଇଶ୍ମାଯଲରେ କନ୍ଯା। ଇଶ୍ମାଯଲେ ଅବ୍ରହାମର ପୁତ୍ର। ମହଲତ୍ ନବାଯୋତର ଭଉଣୀ।
Cross references
ଆଦି ପୁସ୍ତକ 25:13
ପ୍ରେତ୍ୟକକ ବିଧିପୂର୍ବକ ତାଲିକା ଅନୁସାରେ ନାମ: ଇଶ୍ମାଯଲରେ ଜେଷ୍ଠପୁତ୍ର ନବାଯୋତ୍ ତାହା ଉତ୍ତା ରେ କରଦେ ଓ ଅଦ୍ବଲେ ଓ ମିବ୍ସମ୍।
ଆଦି ପୁସ୍ତକ 26:34
ଏହାପରେ ଏଷୌ ଚାଳିଷ ବର୍ଷ ବଯସ ରେ ହିତ୍ତୀଯ ବରେିର ୟିହୁଦୀତ୍ ନାମ୍ନୀ କନ୍ଯାକୁ ଓ ହିତ୍ତୀଯ ଏଲୋନର ବାସମତ୍ ନାମ୍ନୀ କନ୍ଯାକୁ ବିବାହ କଲେ।
ଆଦି ପୁସ୍ତକ 36:3
ନବାଯୋତର ଭଉଣୀ, ଇଶ୍ମାଯଲେ କନ୍ଯା ବାସମତକୁ ବିବାହ କରିଥିଲେ।
ଆଦି ପୁସ୍ତକ 36:13
ଏହିମାନେ ରୁଯଲରେ ପୁତ୍ର ଥିଲେ, ନହତ୍, ସରହେ, ଶମ୍ମ ଓ ମିସା।
ଆଦି ପୁସ୍ତକ 36:18
ଆଉ ଏଷୌର ସ୍ତ୍ରୀ ଅହଲୀବାମାର ପୁତ୍ରଗଣ ଏହିମାନେ ଥିଲେ, ମୂଖ୍ଯ ୟିଯୂଶ, ମୂଖ୍ଯ ୟାଲମ୍ ଓମୂଖ୍ଯ କୋରହ। ଏମାନେ ସମାନଙ୍କେର ପିତୃ ଥିଲେ ଯେଉଁମାନେ ଏଷୌର ସ୍ତ୍ରୀ, ଅନାର କନ୍ଯା ଅହଲୀବାମାଠାରୁ ଆସିଲେ। ଅନାର ଅହଲୀବାମା ଏଷୌର ସ୍ତ୍ରୀ ଥିଲା, ଏମାନେ ତାହାର ପିତୃଗଣ ଥିଲେ।