ଏହାପରେ ଦ୍ବିତୀୟ ଦିନ, ସମଗ୍ର ଲୋକଙ୍କର ପରିବାରର ପ୍ରଧାନବର୍ଗ, ଯାଜକମାନେ ଓ ଲବେୀୟମାନେ ବ୍ଯବସ୍ଥାର ବାକ୍ଯ ବିବଚେନା କରିବା ନିମନ୍ତେ ଏଜ୍ରା ଲିପିକାର ନିକଟରେ ଏକତ୍ରୀତ ହେଲେ।
Cross references
ସବୁ ଲୋକମାନେ ଆଉ ଅଧିକ ସାତଦିନ ରହିବା ନିମନ୍ତେ ସମ୍ମତ ହେଲେ। ସମାନେେ ଆହୁରି ସାତଦିନ ପର୍ୟ୍ଯନ୍ତ ନିସ୍ତାରପର୍ବ ପାଳନ କରି ଅତ୍ଯନ୍ତ ଆନନ୍ଦିତ ହେଲେ।
ଯଶୂେଯ, ବାନି, ଶେ ରବେିଯ, ୟାମୀନ୍, ଅକ୍କ୍କବ୍, ଶଦ୍ଦଥଯ, ଦୋଦୀଯ, ମା ସଯେ, କଲିଟ୍, ଅସରିଯ, ୟୋଷାବଦ୍, ହାନନ୍, ପଲାଯ ଏହି ଲୋକମାନେ ଲବେୀୟ ଗୋଷ୍ଠୀର ଥିଲେ। ସମାନେେ ଲୋକମାନଙ୍କୁ ବ୍ଯବସ୍ଥା ବୁଝାଇ ଦେଲେ ଏବଂ ଲୋକମାନେ ନିଜ ନିଜ ସ୍ଥାନ ରେ ଛିଡା ହାଇେ ରହିଲେ।
ହେ ମାରେ ପୁତ୍ର, ମାରେବାକ୍ଯ ଗ୍ରହଣ କର। ମାରେ ନିର୍ଦ୍ଦେଶ ମନେ କର।
ମାରେ ଉପଦେଶ ଶୁଣ ଓ ଜ୍ଞାନବାନ ହୁଅ। ତାହାକୁ ଅଗ୍ରାହ୍ଯ କର ନାହିଁ।
ଯଦି ଜଣେ ଜ୍ଞାନୀ ହବୋକୁ ଚା ହେଁ, ସେ ତା'ର ଭୁଲକୁ ଠିକ୍ କରିବାକୁ ଭଲ ପାଏ। ଯେଉଁ ଲୋକ ଅନୁ ଯୋଗ ଘୃଣା କରେ ସେ ମୂର୍ଖ।
କିନ୍ତୁ ବହୁତ ଲୋକ ସମାନଙ୍କେୁ ଚାଲି ଯାଉ ଥିବାର ଦେଖିଲେ ଓ ଚିହ୍ନି ମଧ୍ଯ ପାରିଲେ। ତେଣୁ ସମସ୍ତ ନଗରରୁ ଲୋକେ ସ୍ଥଳ ପଥ ଦଇେ ଯୀଶୁଙ୍କ ଯାଉଥିବା ସ୍ଥାନ ରେ ଯାଇ ପହଞ୍ଚି ଗଲେ। ଯୀଶୁ ପହଞ୍ଚିବା ପୂର୍ବରୁ, ସମାନେେ ସଠାେରେ ପହଞ୍ଚିଗଲେ।
ଯୀଶୁ ପ୍ରତିଦିନ ମନ୍ଦିର ରେ ଉପଦେଶ ଦେଉଥିଲେ। ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ଜୀବନ ରେ ମାରି ଦବୋକୁ ଚାହୁଁଥିଲେ।
ତା'ପରେ ସମାନେେ ପରସ୍ପର କଥାବାର୍ତ୍ତା ହେଲେ, ଯେତବେେଳେ ଯୀଶୁ ଆମ୍ଭ ସହିତ ରାସ୍ତା ରେ କଥାବାର୍ତ୍ତା ହେଉଥିଲେ, ସେତବେେଳେ ଆମ୍ଭ ହୃଦୟ ଭିତ ରେ ଅଗ୍ନି ଜଳି ଉଠିବା ଭଳି ମନେ ହେଉଥିଲା। ସେ ଆମ୍ଭକୁ ଯେତବେେଳେ ଶାସ୍ତ୍ରର ବାସ୍ତବ ଅର୍ଥ ବୁଝାଉଥିଲେ, ତାହା ଆମ୍ଭକୁ ଉତ୍ତଜେିତ କରି ଦେଉଥିଲା।
ପିତର ଓ ଯୋହନ ଲୋକମାନଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ କେତକେ ଲୋକ ସମାନଙ୍କେ ପାଖକୁ ଆସିଲେ। ସମାନେେ ଯାଜକ, ମନ୍ଦିରର ଜଗୁଆଳୀମାନଙ୍କ ସନୋପତି ଓ କେତକେ ସାଦ୍ଦୂକୀ ଥିଲେ।
ପାଉଲ ଓ ବର୍ଣ୍ଣବ୍ବା ସଠାରୁେ ଗଲା ବେଳେ ଲୋକମାନେ ସମାନଙ୍କେୁ ଆଗାମୀ ବିଶ୍ରାମ ଦିବସ ରେ ଏହି ସବୁକଥା ଆହୁରି କରିବାପାଇଁ ଅନୁରୋଧ କଲେ।
ପ୍ରଭୁଙ୍କର ସବେକ ୟୁକ୍ତି କରିବା ଉଚିତ ନୁହେଁ। ସେ ସବୁ ଲୋକଙ୍କ ପ୍ରତି ଦୟାଳୁ ହବୋ ଉଚିତ। ସେ ଜଣେ ଭଲ ଶିକ୍ଷକ ହବୋ ଉଚିତ। ସେ ସହନଶୀଳ ହେଉ।