Home Bibles ☰ Books ନିହିମିୟା 2:18 · ଓଡ଼ିଆ ବାଇବେଲ
ନିହିମିୟା 2:18 · ଓଡ଼ିଆ ବାଇବେଲ

ମୁଁ ମଧ୍ଯ ସହେି ଲୋକମାନଙ୍କୁ ଜଣାଇ ଦଲେି ଯେ, ପରମେଶ୍ବର ମାେ ଉପରେ ଦୟା କରିଛନ୍ତି ଏବଂ ଯାହା ମାେତେ ରାଜା କହିଥିଲେ, ମୁଁ ସମାନଙ୍କେୁ କହିଲି। ତା'ପରେ ସହେି ଲୋକମାନେ ଉତ୍ତର ଦେଲେ, ତବେେ ଗ୍ଭଲ, ବର୍ତ୍ତମାନ ଆମ୍ଭମାନେେ କାର୍ୟ୍ଯ ଆରମ୍ଭ କରିବା। ତେଣୁ ସମାନେେ ନିଜକୁ ଏହି ଉତ୍ତମ କାମ ରେ ନିଯୋଜନ କଲେ।

Cross references

ଦିତୀୟ ଶାମୁୟେଲ 2:7

ତୁମ୍ଭମାନେେ ସାହାସୀ ଓ ଶକ୍ତିଶାଳୀ ହକ୍ସ୍ଟଅ। ତୁମ୍ଭର ରାଜା ଶାଉଲ ମୃତ, କିନ୍ତୁ ତୁମ୍ଭର ୟିହକ୍ସ୍ଟଦାର ପରିବାରବର୍ଗ ମାେତେ ରାଜା ଭାବରେ ଅଭିଷିକ୍ତ କରିଛନ୍ତି।

ପ୍ରଥମ ବଂଶାବଳୀ 11:10

ଦାଉଦଙ୍କ ବିଶଷେ ସୈନ୍ଯଗଣଙ୍କର ନେତାମାନଙ୍କର ଏହା ଏକ ତାଲିକା ଅଟେ। ଦାଉଦଙ୍କ ସହିତ ତାଙ୍କ ରାଜ୍ଯ ରେ ଏହି ତିନି ବୀର ଅତ୍ଯନ୍ତ ପରାକ୍ରମୀ ହାଇେ ଉଠିଲେ। ସମାନେେ ଓ ଇଶ୍ରାୟେଲର ସମସ୍ତ ଳୋକ ଦାଉଦଙ୍କୁ ସମର୍ଥନ କଲେ ଓ ତାହାଙ୍କୁ ରାଜା କଲେ, ପରମେଶ୍ବର ଯେ ପ୍ରକାର ପ୍ରତିଜ୍ଞା କରିଥିଲେ, ଠିକ୍ ସେ ପ୍ରକା ରେ ଏ ସମସ୍ତ ଘଟିଲା।

ପ୍ରଥମ ବଂଶାବଳୀ 19:13

ଆମ୍ଭମାନଙ୍କ ପରମେଶ୍ବରଙ୍କ ନଗର ଓ ଆମ୍ଭମାନଙ୍କର ଲୋକମାନଙ୍କ ନିମନ୍ତେ ୟୁଦ୍ଧ କରିବାକୁ ଆସିଅଛୁ, ଆମ୍ଭମାନେେ ସାହସୀ ଓ ବଳବାନ ହେଉ ! ସଦାପ୍ରଭୁ ଯାହା ଉତ୍ତମ ମନେ କରନ୍ତି, ତାହା କରନ୍ତୁ।

ଦିତୀୟ ବଂଶାବଳୀ 32:5

ହିଜକିଯ ୟିରୁଶାଲମକୁ ଆହୁରି ଦୃଢ଼ କଲେ। ସେ ତାହା ଏହି ପ୍ରକାର କଲେ ; ସେ ପ୍ରାଚୀରର ଉଚ୍ଚସ୍ଥାନ ସବୁ ପୁନଃନିର୍ମାଣ କଲେ। ସେ ପ୍ରାଚୀର ଉପରେ ଦୁର୍ଗ ନିର୍ମାଣ କଲେ। ସେ ପ୍ରଥମ ପ୍ରାଚୀରର ବାହ୍ଯ ଭାଗ ରେ ଆଉ ଏକ ପ୍ରାଚୀର ନିର୍ମାଣ କଲେ। ସେ ୟିରୁଶାଲମ ପ୍ରାଚୀନ ଅଂଶର ପୂର୍ବକୁ ଏକ ଶକ୍ତିଶାଳୀ ସ୍ଥାନ ପୁନଃନିର୍ମାଣ କଲେ। ସେ ଅନକେ ଅସ୍ତ୍ର ଓ ଢ଼ାଲମାନ ନିର୍ମାଣ କଲେ।

ଏଜ୍ରା 6:22

ଏବଂ ସାତଦିନ ଆନନ୍ଦ ରେ ତାଡୀଶୂନ୍ଯ ରୋଟୀର ପର୍ବ ପାଳନ କଲେ। କାରଣ ସଦାପ୍ରଭୁ ସମାନଙ୍କେୁ ଅନନ୍ଦିତ କରିଥିଲେ ଓ ପରମେଶ୍ବରଙ୍କ ମନ୍ଦିର କାର୍ୟ୍ଯ ରେ ସମାନଙ୍କେ ହସ୍ତ ସବଳ କରିବା ନିମନ୍ତେ ସମାନଙ୍କେ ପ୍ରତି ଅଶୂରୀଯ ରାଜାର ଅନ୍ତଃକରଣ ଫରୋଇ ଥିଲେ।

ନିହିମିୟା 2:8

ରାଜା ଆସଫ୍ଙ୍କ ନିମନ୍ତେ ମାେତେ ଗୋଟିଏ ପତ୍ର ଦେଲେ। ଆସଫ୍ ବର୍ତ୍ତମାନ ରାଜାଙ୍କର ଜଙ୍ଗଲର ରକ୍ଷକ ଅଟନ୍ତି। ସେ ଆସଫ୍ଙ୍କୁ ମନ୍ଦିର ଫାଟକର ମୂଖଶାଳା, ସହରର କାନ୍ଥ ଏବଂ ମନ୍ଦିର କଟାବ ପାଇଁ ମାେତେ ଖଣ୍ଡେ କାଠ ଦବୋ ଲାଗି କହିଲେ।

ହଗୟ 1:13

ହାଗଯ ସଦାପ୍ରଭୁ ପରମେଶ୍ବରଙ୍କ ଜଣେ ଦୂତ ଥିଲେ, ଯାହା ମାଧ୍ଯମ ରେ ସେ ଏହି ବାର୍ତ୍ତା ଲୋକମାନଙ୍କ ପାଖକୁ ପଠାଇଥିଲେ। ସଦାପ୍ରଭୁ କୁହନ୍ତି, ଆମ୍ଭେ ତୁମ୍ଭମାନଙ୍କ ସହିତ ଅଛୁ।

ଏଫିସୀୟଙ୍କ ପ୍ରତି ପତ୍ର 6:10

ଏହି ପତ୍ର ସମାପ୍ତ କଲା ସମୟରେ ମୁଁ କୁ ହେ, ପ୍ରଭୁଙ୍କଠା ରେ ଓ ତାହାଙ୍କର ମହାନ ଶକ୍ତି ରେ ବଳବାନ ହୁଅ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:13

ପରମେଶ୍ବର ତୁମ୍ଭ ମଧିଅରେ କାର୍ୟ୍ଯ କରୁଛନ୍ତି। ତାହାଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ୟ୍ଯ କରିବା ନିମନ୍ତେ ସେ ତୁମ୍ଭକୁ ଇଚ୍ଛାଶକ୍ତି ଦିଅନ୍ତି ଓ ତାହା ସାଧନ କରିବାକୁ ଶକ୍ତି ମଧ୍ଯ ଦିଅନ୍ତି।

Interlinear

Choose Theme