Home Bibles ☰ Books ଏଜ୍ରା 7:9 · ଓଡ଼ିଆ ବାଇବେଲ
ଏଜ୍ରା 7:9 · ଓଡ଼ିଆ ବାଇବେଲ

କାରଣ ସେ ପ୍ରଥମ ମାସର ପ୍ରଥମ ଦିନ ବାବିଲରୁ ୟାତ୍ରା ଆରମ୍ଭ କଲେ, ପୁଣି ତାଙ୍କ ପ୍ରତି ସଦାପ୍ରଭୁ ପରମେଶ୍ବରଙ୍କ ମଙ୍ଗଳମଯ ହସ୍ତର ସହାୟତା ପ୍ରମାଣେ ସେ ପଞ୍ଚମ ମାସର ପ୍ରଥମ ଦିନ ରେ ୟିରୁଶାଲମ ରେ ଉପସ୍ଥିତ ହେଲେ।

Cross references

ଏଜ୍ରା 7:6

ଏହି ଏଜ୍ରା ଇଶ୍ରାୟେଲର ପରମେଶ୍ବର ସଦାପ୍ରଭୁଙ୍କ ପ୍ରଦତ୍ତ ମାଶାେ ବ୍ଯବସ୍ଥା ରେ ନିପୂଣ ଅଧ୍ଯାପକ ଥିଲା। ସେ ଯାହା ମାଗୁଥିଲା ରାଜା ତାକୁ ତାହା ପ୍ରଦାନ କରୁଥିଲେ। କାରଣ ସଦାପ୍ରଭୁ ତା'ର ପରମେଶ୍ବରଙ୍କ ହସ୍ତ ତା ଉପରେ ଥିଲା।

ଏଜ୍ରା 7:28

ପୁଣି ସେ ରାଜାର ଓ ତାଙ୍କର ମନ୍ତ୍ରୀଗଣର ଓ ରାଜାଙ୍କର ପରାକ୍ରାନ୍ତ ଅଧିପତି ସମସ୍ତଙ୍କ ସାକ୍ଷାତ ରେ ମାେ ପ୍ରତି ଅଧିକ ଦୟା ପ୍ରକାଶ କରି ଅଛନ୍ତି। ମୁଁ ଶକ୍ତିଶାଳୀ ହଲିେ କାରଣ ସଦାପ୍ରଭୁ ପରମେଶ୍ବରଙ୍କର ହସ୍ତ ମାେ ଉପରେ ଥିଲା। ଏହି ପ୍ରକା ରେ ମୁଁ ଇଶ୍ରାୟେଲର ଲୋକମାନଙ୍କର ମୁଖ୍ଯମାନଙ୍କୁ ମାେ ସହିତ ୟିବା ପାଇଁ ଏକତ୍ରୀତ କଲି।

ଏଜ୍ରା 8:18

ତେଣୁ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ପରମେଶ୍ବର ମଙ୍ଗଳମଯ ହସ୍ତର ସହାୟତା ପ୍ରମାଣେ ସମାନେେ ଇଶ୍ରାୟେଲର ପୌତ୍ର,

ଏଜ୍ରା 8:32

ତେଣୁ ଆମ୍ଭମାନେେ ୟିରୁଶାଲମ ରେ ଉପସ୍ଥିତ ହାଇେ ସଠାେରେ ତିନିଦିନ ବିଶ୍ରାମ କଲୁ।

ନିହିମିୟା 2:8

ରାଜା ଆସଫ୍ଙ୍କ ନିମନ୍ତେ ମାେତେ ଗୋଟିଏ ପତ୍ର ଦେଲେ। ଆସଫ୍ ବର୍ତ୍ତମାନ ରାଜାଙ୍କର ଜଙ୍ଗଲର ରକ୍ଷକ ଅଟନ୍ତି। ସେ ଆସଫ୍ଙ୍କୁ ମନ୍ଦିର ଫାଟକର ମୂଖଶାଳା, ସହରର କାନ୍ଥ ଏବଂ ମନ୍ଦିର କଟାବ ପାଇଁ ମାେତେ ଖଣ୍ଡେ କାଠ ଦବୋ ଲାଗି କହିଲେ।

ନିହିମିୟା 2:18

ମୁଁ ମଧ୍ଯ ସହେି ଲୋକମାନଙ୍କୁ ଜଣାଇ ଦଲେି ଯେ, ପରମେଶ୍ବର ମାେ ଉପରେ ଦୟା କରିଛନ୍ତି ଏବଂ ଯାହା ମାେତେ ରାଜା କହିଥିଲେ, ମୁଁ ସମାନଙ୍କେୁ କହିଲି। ତା'ପରେ ସହେି ଲୋକମାନେ ଉତ୍ତର ଦେଲେ, ତବେେ ଗ୍ଭଲ, ବର୍ତ୍ତମାନ ଆମ୍ଭମାନେେ କାର୍ୟ୍ଯ ଆରମ୍ଭ କରିବା। ତେଣୁ ସମାନେେ ନିଜକୁ ଏହି ଉତ୍ତମ କାମ ରେ ନିଯୋଜନ କଲେ।

ଗୀତସଂହିତା 80:18

ଆମ୍ଭମାନେେ ତୁମ୍ଭକୁ ପୁନରାଯ ଛାଡ଼ିବୁ ନାହିଁ। ଆମ୍ଭମାନଙ୍କୁ ନୂତନ ଜୀବନ ଦିଅ ଏବଂ ଆମ୍ଭମାନେେ ତୁମ୍ଭର ନାମରେ ଉପାସନା କରିବା।

Interlinear

Choose Theme