Home Bibles ଗୀତସଂହିତା 147:19 · ଓଡ଼ିଆ ବାଇବେଲ
ଗୀତସଂହିତା 147:19 · ଓଡ଼ିଆ ବାଇବେଲ

ପରମେଶ୍ବର ୟାକୁବକୁ ଆପଣା ଆଦେଶ ଦେଲେ, ପରମେଶ୍ବର ଇଶ୍ରାୟେଲ ପ୍ରତି ଆପଣା ବ୍ଯବସ୍ଥା ଓ ବିଧି ପ୍ରକାଶ କଲେ !

Cross references

ଯାତ୍ରା ପୁସ୍ତକ 20:1

ଏହାପରେ ପରମେଶ୍ବର କହିଲେ,

ଯାତ୍ରା ପୁସ୍ତକ 21:1

ଏହାପରେ ପରମେଶ୍ବର ମାଶାଙ୍କେୁ କହିଲେ, ଏଗୁଡିକ ହେଉଛି ଅନ୍ଯାନ୍ଯ ବ୍ଯବସ୍ଥା ତୁମ୍ଭେ ଲୋକମାନଙ୍କୁ ଜଣାଇବ।

ଦିତୀୟ ବିବରଣ 4:1

ବର୍ତ୍ତମାନ ହେ ଇଶ୍ରାୟେଲ ମୁ ଯେଉଁ ନିଯମ ଓ ଆଜ୍ଞା ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଶିକ୍ଷା ଦେଉଅଛି, ତହିଁରେ ମନୋଯୋଗ କର। ତାହା ପାଳନ କଲେ ତୁମ୍ଭମାନେେ ବଞ୍ଚିବ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ଦେଶ ଦବେେ, ତହିଁଯରେ ପ୍ରବେଶ କରି ତାହା ଅଧିକାର କରିବ।

ଦିତୀୟ ବିବରଣ 4:8

ଯେଉଁସବୁ ଯଥାର୍ଥା ବିଧି ଓ ବ୍ଯବସ୍ଥା ଯେପରି ଶିକ୍ଷା ଆଦି ଦଇେଅଛି, ତାହା ତକ୍ସ୍ଟଲ୍ଯ କୌଣସି ଜାତିଗଣ ମଧିଅରେ ନାହିଁ।

ଦିତୀୟ ବିବରଣ 4:12

ଏହାପରେ ସଦାପ୍ରଭୁ ସହେି ଅଗ୍ନି ମଧ୍ଯରକ୍ସ୍ଟ ତୁମ୍ଭମାନଙ୍କୁ କଥା କହିଲେ। ତୁମ୍ଭମାନେେ ବାକ୍ଯର ଶଦ୍ଦ ଶକ୍ସ୍ଟଣିଲ। ମାତ୍ର କୌଣସି ମୂର୍ତ୍ତି ଦେଖିଲ ନାହିଁ।

ଦିତୀୟ ବିବରଣ 4:45

ଏହିସବୁ ପ୍ରମାଣିତ ବାକ୍ଯ, ନିଯମ, ବ୍ଯବସ୍ଥା ଯାହାକି ମାଶାେ ଇଶ୍ରାୟେଲର ଲୋକମାନଙ୍କୁ ଦେଲେ, ଯେତବେେଳେ ମିଶରରକ୍ସ୍ଟ ବାହାରି ଆସିଲେ।

ଦିତୀୟ ବିବରଣ 5:22

ମାଶାେ କହିଲେ, ସଦାପ୍ରଭୁ ପର୍ବତ ରେ ଅଗ୍ନି ଓ ମେଘ ଓ ଘାରେ ଅନ୍ଧାର ମଧ୍ଯରକ୍ସ୍ଟ ତୁମ୍ଭମାନଙ୍କର ସମସ୍ତ ସମାଜପ୍ରତି ଏହି ସମସ୍ତ ବାକ୍ଯ ଉଚ୍ଚସ୍ବର ରେ କହିଲେ। ଆଉ କିଛି କହିଲେ ନାହିଁ। ତେଣୁ ସେ ଏହି ସମସ୍ତ କଥା ଦକ୍ସ୍ଟଇଖଣ୍ତ ପ୍ରସ୍ତର ପଟା ରେ ଲେଖି ମାେତେ ଦେଲେ।

ଦିତୀୟ ବିବରଣ 5:31

ମାତ୍ର ତୁମ୍ଭେ ଏହି ସ୍ଥାନ ରେ ମାେ ନିକଟରେ ଠିଆ ହକ୍ସ୍ଟଅ। ମୁ ତୁମ୍ଭକୁ ଆଜ୍ଞା, ନିଯମ ଏବଂ ଶାସନସବୁ କହିବି, ମୁ ସମାନଙ୍କେୁ ସମାନଙ୍କେର ଅଧିକାର ଦବେି। ଯାହାକି ତୁମ୍ଭେ ସମାନଙ୍କେୁ ଶିକ୍ଷା ଦବୋ ଉଚିତ୍ ଏବଂ ସମାନେେ ସହେି ଦେଶ ରେ ତାହା ମାନିବା ଉଚିତ୍।'

ଦିତୀୟ ବିବରଣ 6:1

ଏହିସବୁ ଆଜ୍ଞା, ବ୍ଯବସ୍ଥା ଓ ବିଧି ତୁମ୍ଭମାନଙ୍କୁ ଶିକ୍ଷା ଦବୋପାଇଁ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ମାେତେ କହିଲେ। ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ପାର ହାଇେ ଯାଉଅଛ, ସଦେି ଦେଶ ରେ ତୁମ୍ଭମାନେେ ଏହି ବ୍ଯବସ୍ଥା ପାଳନ କରିବା ଉଚିତ୍।

ଦିତୀୟ ବିବରଣ 33:2

ମାଶାେ ଆଶୀର୍ବାଦ କଲେ ଏବଂ କହିଲେ,

ଦିତୀୟ ବିବରଣ 33:4

ମାଶାେ ଆମ୍ଭକକ୍ସ୍ଟ ନୀଯମଗକ୍ସ୍ଟଡିକ ଶିକ୍ଷା ଦେଲେ, ତାହା ୟାକକ୍ସ୍ଟବର ଲୋକମାନଙ୍କର ଚିରସ୍ଥାଯୀ ଅଧିକାର।

ଏଜ୍ରା 7:6

ଏହି ଏଜ୍ରା ଇଶ୍ରାୟେଲର ପରମେଶ୍ବର ସଦାପ୍ରଭୁଙ୍କ ପ୍ରଦତ୍ତ ମାଶାେ ବ୍ଯବସ୍ଥା ରେ ନିପୂଣ ଅଧ୍ଯାପକ ଥିଲା। ସେ ଯାହା ମାଗୁଥିଲା ରାଜା ତାକୁ ତାହା ପ୍ରଦାନ କରୁଥିଲେ। କାରଣ ସଦାପ୍ରଭୁ ତା'ର ପରମେଶ୍ବରଙ୍କ ହସ୍ତ ତା ଉପରେ ଥିଲା।

ଗୀତସଂହିତା 76:1

ପରମେଶ୍ବର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି। ଇଶ୍ରାୟେଲ ମଧ୍ୟରେ ତାଙ୍କ ନାମ ମହତ୍।

ଗୀତସଂହିତା 78:5

ସଦାପ୍ରଭୁ ୟାକୁବ ସହିତ ଏକ ଚୁକ୍ତି କଲେ। ପରମେଶ୍ବର ଇଶ୍ରାୟେଲକୁ ବ୍ଯବସ୍ଥା ପ୍ରଦାନ କଲେ। ପରମେଶ୍ବର ଆମର ପୂର୍ବ ପୁରୁଷମାନଙ୍କୁ ଆଜ୍ଞା ଦେଲେ। ସମାନଙ୍କେର ଉତ୍ତରାଧିକାରୀମାନଙ୍କୁ ଏହି ଶିକ୍ଷା ଦବୋ ସମ୍ବନ୍ଧେ।

ଗୀତସଂହିତା 103:7

ପରମେଶ୍ବର ମାଶାଙ୍କେୁ ଆପଣା ପଥ ଓ ଇଶ୍ରାୟେଲ ସନ୍ତାନଗଣଙ୍କୁ ଆପଣା କ୍ରିଯାସବୁ ଜଣାଇଥିଲେ।

ଯିହିଜିକଲ 20:11

ତା'ପ ରେ ଆମ୍ଭେ ସମାନଙ୍କେୁ ଆପଣାର ବିଧି ଦଲେୁ ଓ ଆପଣା ବ୍ଯବସ୍ଥା ସକଳ ଜ୍ଞାତ କରାଇଲୁ। ଯେଉଁ ମଣିଷ ତାହା ପାଳନ କରିବ ସେ ବଞ୍ଚିବ।

ହୋଶେୟ 8:12

ଏପରିକି ଆମ୍ଭେ ଇଫ୍ରଯିମ ପାଇଁ 10,000 ନିଯମ ଲେଖିଲେ ମଧ୍ଯ ସେ ସଗେୁଡିକ ଅଜଣା ଦ୍ରବ୍ଯ ପରି ବିବଚେନା କରିବ।

ମଲାଖୀ 4:4

ମାଶାଙ୍କେର ବ୍ଯବସ୍ଥାକୁ ମନେ ପକାଅ ଓ ପାଳନ କର। ସେ ଆମ୍ଭର ଅନୁଚର। ଆମ୍ଭେ ହାରବେ ପର୍ବତ ରେ ଏହି ବ୍ଯବସ୍ଥା ଓ ନିଯମମାନ ତାଙ୍କୁ ଦଇେଥିଲୁ। ସହେି ବ୍ଯବସ୍ଥା ଇଶ୍ରାୟେଲର ସମସ୍ତ ଲୋକଙ୍କ ପାଇଁ ଥିଲା।

ରୋମୀୟଙ୍କ ପ୍ରତି ପତ୍ର 3:2

ହଁ ଯିହୂଦୀମାନଙ୍କଠା ରେ ଅନକେ କିଛି ବିଶଷେ ବିଷୟ ଅଛି। ସବୁଠାରୁ ମହତ୍ତ୍ବପୂର୍ଣ୍ଣ କଥା ଏହି ଯେ, ସମାନଙ୍କେୁ ସର୍ବପ୍ରଥମେ ପରମେଶ୍ବର ତାହାଙ୍କ ଉପଦେଶ ଗୁଡ଼ିକୁ ସମର୍ପିତ କଲେ।

ରୋମୀୟଙ୍କ ପ୍ରତି ପତ୍ର 9:4

ସମାନେେ ଇଶ୍ରାୟେଲୀୟ ଲୋକ। ସମାନେେ ପରମେଶ୍ବରଙ୍କର ବଛାଯାଇଥୀବା ସନ୍ତାନ। ସମାନଙ୍କେ ପାଖ ରେ ପରମେଶ୍ବରଙ୍କ ମହିମା ଅଛି ଓ ସମାନେେ ପରମେଶ୍ବର ଲୋକମାନଙ୍କ ସହିତ କରିଥୀବା ଚୁକ୍ତିର ସହଭାଗୀ। ପରମେଶ୍ବର ସମାନଙ୍କେୁ ମାଶାଙ୍କେ ବ୍ଯବସ୍ଥା ଓ ଉପାସନାର ସଠିକ ପଦ୍ଧତି ଦଇେଛନ୍ତି। ପରମେଶ୍ବର ସମାନଙ୍କେୁ ତାଙ୍କର ପ୍ରତି ଶ୍ରୁତିମାନ ଦଇେଛନ୍ତି।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 3:15

ପିଲାବଳେୁ ତୁମ୍ଭେ ପବିତ୍ର ଶାସ୍ତ୍ରଗୁଡ଼ିକୁ ଜାଣିଛ। ସହେି ଶାସ୍ତ୍ରଗୁଡ଼ିକ ତୁମ୍ଭକୁ ଜ୍ଞାନୀ କରିପାରିବ ଓ ସହେି ଜ୍ଞାନ ଖ୍ରୀଷ୍ଟ ଯୀଶୁଙ୍କ ପ୍ରତି ବିଶ୍ବାସ ମାଧ୍ଯମ ରେ ମୁକ୍ତି ଆଡ଼କୁ ଆଗଇନବେେ।

Interlinear

Choose Theme