Home Bibles ଏଜ୍ରା 7:11 · ଓଡ଼ିଆ ବାଇବେଲ
ଏଜ୍ରା 7:11 · ଓଡ଼ିଆ ବାଇବେଲ

ରାଜା ଅର୍ତ୍ତକ୍ଷସ୍ତ ଏଜ୍ରା ଯାଜକକୁ ଏକ ପତ୍ର ଦଇେଥିଲେ। ଇଶ୍ରାୟେଲ ସମ୍ବନ୍ଧ ରେ ଏଜ୍ରା ସଦାପ୍ରଭୁଙ୍କର ଆଜ୍ଞାର ଲେଖକ ଓ ଶିକ୍ଷକ ଥିଲେ। ଏହା ହେଉଛି ସହେି ଚିଠିର ଅନୁଲିପି ଯାହା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ଦଇେଥିଲେ।

Cross references

ଏଜ୍ରା 4:11

ସମାନେେ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯେଉଁ ପତ୍ର ପଠାଇଥିଲେ, ତହିଁରେ ଅନୁଲିପି ଏହି ପ୍ରକାର ଥିଲା।

ଏଜ୍ରା 5:6

ତତ୍ତନଯ ନଦୀ ସପୋରିସ୍ଥ ଦଶାେଧ୍ଯକ୍ଷ ଓ ଶଥରବୋଷଣଯ ଓ ନଦୀ ସପୋରିସ୍ଥ ତାହାର ସଙ୍ଗୀ ଅଫର୍ସଖୀଯମାନଙ୍କର ଦାରିଯାବସ ରାଜା ନିକଟକୁ ପ୍ ରରେିତ ପତ୍ରର ଅନୁଲିପି

ଏଜ୍ରା 7:6

ଏହି ଏଜ୍ରା ଇଶ୍ରାୟେଲର ପରମେଶ୍ବର ସଦାପ୍ରଭୁଙ୍କ ପ୍ରଦତ୍ତ ମାଶାେ ବ୍ଯବସ୍ଥା ରେ ନିପୂଣ ଅଧ୍ଯାପକ ଥିଲା। ସେ ଯାହା ମାଗୁଥିଲା ରାଜା ତାକୁ ତାହା ପ୍ରଦାନ କରୁଥିଲେ। କାରଣ ସଦାପ୍ରଭୁ ତା'ର ପରମେଶ୍ବରଙ୍କ ହସ୍ତ ତା ଉପରେ ଥିଲା।

ଏଜ୍ରା 7:21

ଆଉ ସ୍ବର୍ଗସ୍ଥ ପରମେଶ୍ବରଙ୍କ ବ୍ଯବସ୍ଥା ଅଧ୍ଯାପକ ଯାଜକ ଏଜ୍ରା ଯାଜକ ତୁମ୍ଭମାନଙ୍କଠାରୁ ଯାହା ଯାହା ଲୋଡିବ।

ମାଥିଉଲିଖିତ ସୁସମାଚାର 23:2

ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ ମାଶାଙ୍କେ ବ୍ଯବସ୍ଥାର ବ୍ଯାଖ୍ଯା କରିବାର ଅଧିକାର ପାଇଛନ୍ତି।

ମାଥିଉଲିଖିତ ସୁସମାଚାର 23:13

ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ? ତୁମ୍ଭକୁ ଧିକ୍! ତୁମ୍ଭମାନେେ ଲୋକମାନଙ୍କ ପାଇଁ ସ୍ବର୍ଗରାଜ୍ଯର ଦ୍ବାର ବନ୍ଦ କରି ଦେଉଛ।

ମାର୍କଲିଖିତ ସୁସମାଚାର 7:1

କେତକେ ଫାରୂଶୀ ଓ କେତକେ ଧର୍ମଶାସ୍ତ୍ରୀ ୟିରୁଶାଲମରୁ ଆସି ଯୀଶୁଙ୍କ ଚାରିପଟେ ରୁଣ୍ତ ହାଇଗେଲେ।

Interlinear

Choose Theme