ସହେି ହେଉଛି ଦେଶ ଯାହାକୁ ତୁମ୍ଭମାନେେ ଇଶ୍ରାୟେଲ ପରିବାରବର୍ଗର ଉତ୍ତରାଧିକାରୀମାନଙ୍କ ମଧିଅରେ ଭାଗ କରିବ ଓ ଏଗୁଡ଼ିକ ସମାନଙ୍କେର ଭିନ୍ନ ଭିନ୍ନ ଅଂଶ ଅଟେ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
Cross references
ଇଶ୍ରାୟେଲର ଲୋକମାନଙ୍କୁ କୁହ: ଯେତବେେଳେ ତୁମ୍ଭମାନେେ କିଣାନ ଦେଶ ରେ ପ୍ରବେଶ କରିବ, ତାହା ତୁମ୍ଭମାନଙ୍କର ଦେଶ ହବେ। ଏଗୁଡିକ ସହେି ଦେଶର ସୀମା ହବେ।
ତେଣୁ ମାଶାେ ଇଶ୍ରାୟେଲର ଲୋକମାନଙ୍କୁ ଆଜ୍ଞା ଦଇେ କହିଲେ, ସଦାପ୍ରଭୁ ନଅ ବଂଶ ଓ ଅର୍ଦ୍ଧବଂଶକୁ ଯେଉଁ ଦେଶ ଦବୋକୁ ଆଜ୍ଞା ଦଇେଅଛନ୍ତି, ତୁମ୍ଭମାନେେ ଯାହାକୁ ଗୁଳାବାଣ୍ଟ ଦ୍ବାରା ଅଧିକାର କରିବ, ସହେି ଦେଶ ଏହି।
ଯେତବେେଳେ ଯିହାଶୂେୟ ଅତ୍ଯଧିକ ବୃଦ୍ଧ ହାଇଗେଲେ, ସଦାପ୍ରଭୁ ତାଙ୍କୁ କହିଲେ, ୟିହୋଶୂଯ ତୁମ୍ଭେ ବକ୍ସ୍ଟଢା ହାଇଗେଲଣି। କିନ୍ତୁ ଆହକ୍ସ୍ଟରୀ ଅନକେ ଦେଶକକ୍ସ୍ଟ ଜଯ କରିବା ପାଇଁ ବାକି ଅଛି।
ଯିହାଶୂେୟ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସମାନଙ୍କେ ପାଇଁ ଭାଗ ଗକ୍ସ୍ଟଳା ପକାଇଲେ। ଏହିପରି ଭାବରେ ଯିହାଶୂେୟ ଉକ୍ତ ଜମିକକ୍ସ୍ଟ ସାତ ଗକ୍ସ୍ଟଣ ରେ ବିଭକ୍ତ କରି ଇଶ୍ରାୟେଲର ପରିବାରବର୍ଗ ମଧିଅରେ ଭାଗ କଲେ। ପ୍ରେତ୍ୟକକ ଜଣ ତାଙ୍କର ଅଂଶ ପାଇଲେ।
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ତୁମ୍ଭମାନେେ ଇଶ୍ରାୟେଲର ବଂଶର ଦ୍ବାଦଶ ଗୋଷ୍ଠୀ ମଧିଅରେ ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ବିଭାଗ କରିବ, ତାହାର ସୀମା ଏହି। ଯୋଷଫେ ଦୁଇ ଭାଗ ପାଇବ।
ତୁମ୍ଭମାନେେ ଇଶ୍ରାୟେଲର ପରିବାରବର୍ଗଙ୍କ ମଧିଅରେ ଏହି ଦେଶ ଭାଗ କରିବ।
ପୁଣି ତୁମ୍ଭମାନେେ ତୁମ୍ଭମାନଙ୍କ ଉତ୍ତରାଧିକାରୀମାନଙ୍କ ମଧିଅରେ ଓ ତୁମ୍ଭମାନଙ୍କ ମଧିଅରେ ବାସ କରୁଥିବା ବିଦେଶୀମାନଙ୍କ ନିମନ୍ତେ ଓ ସମାନଙ୍କେଠାରୁ ଉତ୍ପନ୍ନ ସନ୍ତାନ ସନ୍ତତି ନିମନ୍ତେ ଓ ଉତ୍ତରାଧିକାରୀ ନିମନ୍ତେ ଗୁଳାବାଣ୍ଟ ଦ୍ବାରା ଦେଶ ବିଭାଗ କରିବ ଏବଂ ସମାନେେ ଇଶ୍ରାୟେଲ ଲୋକମାନେ ସ୍ବଜନ୍ମସ୍ଥାନ ତୁଲ୍ଯ ବିବଚେିତ ହବୋ ଉଚିତ୍। ସମାନେେ ମଧ୍ଯ କିଛି ଇଶ୍ରାୟେଲ ଭୂମିର ଉତ୍ତରାଧିକାରୀ ହବୋ ଉଚିତ୍। ଇଶ୍ରାୟେଲ ପରିବାରବର୍ଗମାନଙ୍କ ମଧ୍ଯରୁ ସମାନଙ୍କେ ପାଇଁ ଭୂମି ପ୍ରାପ୍ତ କର।