Home Bibles ଯିହିଜିକଲ 48:28 · ଓଡ଼ିଆ ବାଇବେଲ
ଯିହିଜିକଲ 48:28 · ଓଡ଼ିଆ ବାଇବେଲ

ପୁଣି ଗାଦର ସୀମା ନିକଟସ୍ଥ ଦକ୍ଷିଣ ଆଡ଼େ ଦକ୍ଷିଣ ସୀମା ନିକଟରେ ତାମରଠାରୁ ମୀରାବତ୍-କାଦେଶସ୍ଥ ଜଳ ପର୍ୟ୍ଯନ୍ତ ଅର୍ଥାତ୍ ମିଶରର ନଦୀ ଓ ମହାସମୁଦ୍ର ପର୍ୟ୍ଯନ୍ତ ଦେଶର ସୀମା ହବେ।

Cross references

ଆଦି ପୁସ୍ତକ 14:7

ଏବାପରେ ରାଜା କଦର୍ଲାଯୋମର ସଠାରୁେ ଫରେି ଐଣ୍ମିସ୍ପଟ୍ ଅର୍ଥାତ କାଦେଶକୁ ୟାଇ ଅମାଲାକୀଯ ଲୋକମାନଙ୍କୁ ସମସ୍ତ ଦେଶ ଏବଂ ହତ୍-ସସୋନ୍ ତାମର ନିବାସୀ ଇ ମାରେୀଯ ଲୋକମାନଙ୍କୁ ପରାସ୍ତ କଲେ।

ଆଦି ପୁସ୍ତକ 15:18

ସହେିଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦଲେି। ମିଶରୀଯ ନଦୀଠାରୁ ମହାନ ନଦୀ ଫରାତ୍ ପର୍ୟ୍ଯନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦଲେି।

ଗଣନା ପୁସ୍ତକ 20:1

ଇଶ୍ରାୟେଲର ଲୋକମାନଙ୍କର ସମସ୍ତ ମଣ୍ତଳୀ ପ୍ରଥମ ମାସ ରେ ସୀନ୍ ମରୁଭୂମିରେ ଉପସ୍ଥିତ ହେଲେ। ସମାନେେ କାଦେଶ ରେ ବାସ କଲେ। ମରିଯମ ସହେି ସ୍ଥାନ ରେ ମୃତ୍ଯୁବରଣ କଲେ ଓ ତାଙ୍କୁ ସଠାେରେ କବର ଦିଆଗଲା।

ଗଣନା ପୁସ୍ତକ 20:13

ଏହି ସ୍ଥାନକୁ ମରୀବାଃ-ଜଳ ବୋଲି କୁହାଗଲା, କାରଣ ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କ ସହ ବିବାଦ କଲେ ଏବଂ ସମାନଙ୍କେ ମଧିଅରେ ପବିତ୍ରରୂପେ ମାନ୍ଯ ହେଲେ।

ଗଣନା ପୁସ୍ତକ 34:5

ଏହାପରେ ସହେି ସୀମା ଅସ୍ମୋନରୁ ମିଶର ନଦୀ ଆଡକୁ ବିସ୍ତୃତ ହବେ ଓ ସହେି ଭୂମଧ୍ଯସାଗର ନିକଟରେ ଶଷେ ହବେ।

ଯିହୋଶୂୟ 13:3

ଶୀହାରଠାେରକ୍ସ୍ଟ ମିଶରର ସୀମାବର୍ତ୍ତୀ ଇକ୍ରୋଣ ଓ ତା'ର ଉତ୍ତରାଞ୍ଚଳକକ୍ସ୍ଟ ବର୍ତ୍ତମାନ ପର୍ୟ୍ଯନ୍ତ ତୁମ୍ଭେ ନିଯନ୍ତ୍ରଣକକ୍ସ୍ଟ ନଇନୋହିଁ। ବର୍ତ୍ତମାନ ସକ୍ସ୍ଟଦ୍ଧା ସହେି ଦେଶ କିଣାନୀଯମାନଙ୍କର ଅଟେ। ଏହି ପାଞ୍ଚଜଣଙ୍କକ୍ସ୍ଟ ଯଥା: ଗାଜା, ଅସଦୋଦ୍, ଅସ୍କିଲୋନ, ଗାତ୍ ଓ ଇକ୍ରୋଣର ନେତାଗଣଙ୍କକ୍ସ୍ଟ ତକ୍ସ୍ଟମ୍ଭଙ୍କକ୍ସ୍ଟ ପରାସ୍ତ କରିବାକୁ ହବେ।

ଦିତୀୟ ବଂଶାବଳୀ 20:2

କିଛି ଲୋକ ଆସି ଯିହାଶାଫେଟ୍ଙ୍କୁ କହିଲେ, ଇଦୋମରୁ ତୁମ୍ଭ ବିରୁଦ୍ଧ ରେ ଏକ ବୃହତ୍ ସୈନ୍ଯଦଳ ଆସୁଛନ୍ତି। ସମାନେେ ମୃତସାଗର ରେ ଅପର ପାଶର୍‌ବରୁ ଆସୁଅଛନ୍ତି। ସମାନେେ ହତସସୋନ୍-ତାମର ରେ ଆସି ପୁରାପୁରି ପହଞ୍ଚି ସାରିଲଣେି। (ହତସସୋନ-ତାମରକୁ ଐନ୍ ଗଦୀ ବୋଲି ମଧ୍ଯ କୁହାଯାଉଥିଲା।)

ଗୀତସଂହିତା 106:32

ଲୋକମାନେ ମିରୀବାଃ ଜଳଠାରେ ସଦାପ୍ରଭୁଙ୍କୁ ବହୁତ କ୍ରୁଦ୍ଧ କଲେ, ତଣେୁ ସମାନଙ୍କେ ସକାଶୁ ମାଶାଙ୍କେୁ ବହୁତ ବିପଦ ଘଟିଲା।

ଯିଶାଇୟ 27:12

ସଦେିନ ସଦାପ୍ରଭୁ ଅନ୍ୟମାନଙ୍କଠାରୁ ତାଙ୍କର ଦାସମାନଙ୍କୁ ଅଲଗା କରିବେ। ଫରାତ୍ ନଦୀଠାରୁ ଆରମ୍ଭକରି ମିଶର ନଦୀ ପର୍ୟ୍ଯନ୍ତ ସେ ଲୋକମାନଙ୍କୁ ଏକତ୍ରୀତ କରିବେ।

ଯିହିଜିକଲ 47:10

ଏବଂ ତୁମ୍ଭେ ତାହା ନିକଟରେ ମତ୍ସ୍ଯଧରାଳି ଠିଆ ହାଇେଥିବାର ଦେଖିପାରିବ। ଐନଗଦୀଠାରୁ ଐନଇଗ୍ଲଇମ୍ ପର୍ୟ୍ଯନ୍ତ ଜାଲ ପକାଇବାର ସ୍ଥାନ ହବେ। ସଠାେ ରେ ବିଭିନ୍ନ ଜାତିର ଓ ବିଭିନ୍ନ ପ୍ରକାରର ମାଛ ଧରିବା ପାଇଁ ଜାଲ ପକାଇବେ। ଏବଂ ଏହାର ମାଛସବୁ ଭୂମଧ୍ଯ ସାଗରର ମାଛ ପରି ଅନକେ ପ୍ରକାର ହବେେ।

ଯିହିଜିକଲ 47:15

ପୁଣି ଦେଶର ସୀମା ଏହି ହବେ। ଉତ୍ତର ଦିଗ ରେ ହିତଲୋନ ପଥ ନିକଟସ୍ଥ ମହାସମୁଦ୍ର ଠାରୁ ସଦାଦର ପ୍ରବେଶ ସ୍ଥାନ ପର୍ୟ୍ଯନ୍ତ।

ଯିହିଜିକଲ 47:19

ପୁଣି ଦକ୍ଷିଣ ଦିଗ ରେ ଦକ୍ଷିଣ ସୀମା ତାମରଠାରୁ ମରୀବତ୍-କାଦେଶସ୍ଥ ଜଳ, ମିଶରର ସୋର୍ତୋମାର୍ଗ ଓ ମହାସମୁଦ୍ର ପର୍ୟ୍ଯନ୍ତ ହବେ। ଏହା ଦକ୍ଷିଣ ଦିଗର ଦକ୍ଷିଣ ସୀମା।

Interlinear

Choose Theme