Home Bibles ଯିହିଜିକଲ 48:30 · ଓଡ଼ିଆ ବାଇବେଲ
ଯିହିଜିକଲ 48:30 · ଓଡ଼ିଆ ବାଇବେଲ

ଆଉ ଏହିସବୁ ନଗରର ନିର୍ଗମନ ସ୍ଥାନ ହବେ। ଇଶ୍ରାୟେଲଙ୍କ ପରିବାରବର୍ଗ ପ ରେ ସମାନେେ ନାମିତ ହବେେ।

Cross references

ଆଦି ପୁସ୍ତକ 35:23

ସମାନଙ୍କେ ମଧିଅରେ ରୁବନ୍େ ଯାକୁବଙ୍କର ଜେଷ୍ଠ ପୁତ୍ର। ଶିମିୟୋନ, ଲବେୀ, ୟହୁଦା, ଇଷାଖର ଓ ସବୂଲୂନ ଏମାନେ ଲୟୋର ସନ୍ତାନ।

ଯିହିଜିକଲ 48:16

ନଗରର ପରିମାପ ଏହିପରି ହବେ। ଏହାର ଉତ୍ତର ସୀମା, ଦକ୍ଷିଣ ସୀମା, ପୂର୍ବ ସୀମା ଓ ପଶ୍ଚିମ ସୀମା ପ୍ରେତ୍ୟକକ 4,500 ହାତ ବିଶିଷ୍ଟ ହବେ।

ଯିହିଜିକଲ 48:31

ଇଶ୍ରାୟେଲର ପରିବାରବର୍ଗର ନାମାନୁସା ରେ ଉତ୍ତର ରେ ତିନି ଦ୍ବାର ହବେ। ସଗେୁଡ଼ିକ ହେଲେ ରୁବନରେ ଦ୍ବାର, ଯିହୁଦାର ଦ୍ବାର ଓ ଲବେୀର ଦ୍ବାର।

ଯିହିଜିକଲ 48:32

ନଗରର ପୂର୍ବଦିଗ ରେ 4,500 ହାତ ପରିମିତ ଭୂମି ହବେ ଓ ସଠାେ ରେ ତିନି ଦ୍ବାର ହବେ। ଯଥା : ଯୋଷଫେର ଦ୍ବାର, ବିନ୍ଯାମୀନର ଦ୍ବାର ଓ ଦାନର ଦ୍ବାର।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:16

ସହେି ନଗରୀଟି ଚାରିକଣିଆ ଥିଲା। ଏହାର ଲମ୍ବା ଓ ଚଉଡ଼ା ସମାନ। ସହେି ଦୂତ ମାପଦଣ୍ଡ ରେ ନଗରୀକୁ ମାପିଲେ। ନଗରୀର ଲମ୍ବା 12,000 ଷ୍ଟାଡ଼ିଆ, ଚଉଡ଼ା 12,000 ଷ୍ଟାଡ଼ିଆ ଓ ଉଚ୍ଚତା ମଧ୍ଯ 12,000 ଷ୍ଟାଡ଼ିଆ ଥିଲା।

Interlinear

Choose Theme