ଗଣନା ପୁସ୍ତକ 34:13 · ଓଡ଼ିଆ ବାଇବେଲ
ତେଣୁ ମାଶାେ ଇଶ୍ରାୟେଲର ଲୋକମାନଙ୍କୁ ଆଜ୍ଞା ଦଇେ କହିଲେ, ସଦାପ୍ରଭୁ ନଅ ବଂଶ ଓ ଅର୍ଦ୍ଧବଂଶକୁ ଯେଉଁ ଦେଶ ଦବୋକୁ ଆଜ୍ଞା ଦଇେଅଛନ୍ତି, ତୁମ୍ଭମାନେେ ଯାହାକୁ ଗୁଳାବାଣ୍ଟ ଦ୍ବାରା ଅଧିକାର କରିବ, ସହେି ଦେଶ ଏହି।
Cross references
ଗଣନା ପୁସ୍ତକ 26:55
ତୁମ୍ଭେ ଗୁଳାବାଣ୍ଟ ଦ୍ବାରା ଦେଶ ଭାଗ କରିବା ଉଚିତ୍। ସମାନେେ ନିଜ ନିଜ ପରିବାରବର୍ଗର ନାମ ଅନୁସାରେ ଭାଗ ପାଇବା ଉଚିତ୍।
ଗଣନା ପୁସ୍ତକ 34:1
ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
ଯିହୋଶୂୟ 13:7
ବର୍ତ୍ତମାନ ଅଧିକାର ନିମିତ୍ତ ନଅ ବଂଶକକ୍ସ୍ଟ ଓ ମନଃଶିର ଅର୍ଦ୍ଧବଂଶକକ୍ସ୍ଟ ଏହି ଭୂମି ବଣ୍ଟନ କରିଦିଅ।
ଯିହୋଶୂୟ 14:1
ଯାଜକ ଇଲିଯାସର ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ଇଶ୍ରାୟେଲର ସମସ୍ତ ପରିବାରବର୍ଗର ପ୍ରଧାନବର୍ଗ ନିଷ୍ପତ୍ତି ନେଲେ, ଭୂମି କିପରି ଲୋକମାନଙ୍କ ମଧିଅରେ ବଣ୍ଟା ହବେ।