ଯିହାଶୂେୟ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସମାନଙ୍କେ ପାଇଁ ଭାଗ ଗକ୍ସ୍ଟଳା ପକାଇଲେ। ଏହିପରି ଭାବରେ ଯିହାଶୂେୟ ଉକ୍ତ ଜମିକକ୍ସ୍ଟ ସାତ ଗକ୍ସ୍ଟଣ ରେ ବିଭକ୍ତ କରି ଇଶ୍ରାୟେଲର ପରିବାରବର୍ଗ ମଧିଅରେ ଭାଗ କଲେ। ପ୍ରେତ୍ୟକକ ଜଣ ତାଙ୍କର ଅଂଶ ପାଇଲେ।
Cross references
ସଦାପ୍ରଭୁ ବହକ୍ସ୍ଟଦିନ ପୂର୍ବରକ୍ସ୍ଟ ମାଶାଙ୍କେକ୍ସ୍ଟ ନିର୍ଦ୍ଦେଶ ଦଇେଥିଲେ କିପରି ଭାବରେ ଲୋକମାନଙ୍କୁ ସେ ଭୂମି ବାଣ୍ଟ କରିବେ। ନଅ ବଂଶର ଲୋକ ଅର୍ଦ୍ଧ ବଂଶର ଲୋକମାନଙ୍କୁ ଗକ୍ସ୍ଟଳାବାଣ୍ଟ ଦ୍ବାରା ନିଷ୍ପତ୍ତି ଦେଲେ କିଏ କେଉଁ ଭୂମି ପାଇବ।
ସଦାପ୍ରଭୁ ମାଶାଙ୍କେକ୍ସ୍ଟ ନିର୍ଦ୍ଦେଶ ଦେଲେ, ଇଶ୍ରାୟେଲ ଲୋକମାନଙ୍କ ମଧିଅରେ କିପରି ଭାବରେ ଭୂମିବାଣ୍ଟ ହବେ। ଇଶ୍ରାୟେଲ ଲୋକମାନେ ସଦାପ୍ରଭୁଙ୍କର ନିର୍ଦ୍ଦେଶ ମତେ ଭୂମିଗକ୍ସ୍ଟଡିକ ସମାନଙ୍କେ ଭିତ ରେ ଭାଗ କରି ନେଲେ।
କିନ୍ତୁ ତୁମ୍ଭେ ନିଶ୍ଚିତ ସାତ ଭାଗ କରି ଏକ ନକ୍ସା ଅଙ୍କନ କରିବ। ତବେେ ତାହା ମାେତେ ଦବେ ଏବଂ ମୁ ସଦାପ୍ରଭୁ ପରମେଶ୍ବରଙ୍କ ଉପସ୍ଥିତ ରେ ଗକ୍ସ୍ଟଳାବାଣ୍ଟ ଦ୍ବାରା ଭାଗ କରିବି। ସେ ନିଷ୍ପତ୍ତି କରିବେ କିଏ କେଉଁ ଭାଗ ପାଇବ।
ତେଣୁ ଲୋକମାନେ ଯେଉଁମାନେ ବଛା ୟାଇଥିଲେ, ସମାନେେ ୟାଇ ଦେଶ ଅନକ୍ସ୍ଟଧ୍ଯାନ କରି ସେ ବିଷଯ ରେ ଲେଖିଲେ।ଯିହାଶୂେୟ ସମାନଙ୍କେୁ କହିଲେ, ତୁମ୍ଭମାନେେ ୟାଇ ଦେଶ ଭ୍ରମଣ କରି ତହିଁ ବିଷଯ ରେ ଲେଖ ଓ ଆମ୍ଭ ନିକଟକକ୍ସ୍ଟ ପକ୍ସ୍ଟନର୍ବାର ଆସ, ତା'ପରେ ମୁ ଶୀଲୋହାର ପରମେଶ୍ବରଙ୍କର ସମ୍ମକ୍ସ୍ଟଖ ରେ ଗକ୍ସ୍ଟଳାବାଣ୍ଟ ପକାଇ ବାଣ୍ଟି ଦବେି।
ଏହିପରି ଭାବରେ ଇଶ୍ରାୟେଲ ପରିବାରବର୍ଗମାନଙ୍କୁ ଏହିସବୁ ଭୂମି ବାଣ୍ଟ କରାଗଲା। ଇଲିଯାସର ଯାଜକ, ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ସମସ୍ତ ବଂଶଧରମାନଙ୍କର ପ୍ରାଚୀନବର୍ଗମାନେ ଭୂମି ଭାଗ କରିବାକୁ ଶୀଲୋ ନିକଟରେ ଏକତ୍ରୀତ ହେଲେ। ସମାନେେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସମାଗମ ତମ୍ବୁ ଦ୍ବାର ନିକଟରେ ମିଳିତ ହେଲେ। ଏହିପରି ଭାବରେ ସମାନେେ ଦେଶ ବିଭାଗ ବଣ୍ଟନ ସାରି ଦେଲେ।
ମାରେମନେଅଛି, ମୁ ତୁମ୍ଭମାନଙ୍କୁ ୟର୍ଦ୍ଦନ ନଦୀର ମଧ୍ଯବର୍ତ୍ତୀ ଓ ପଶ୍ଚିମ ଦିଗ ରେ ମହା ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ଭୂମି ତୁମ୍ଭମାନଙ୍କର ଅଧିକାର ପାଇଁ ଦଇେଅଛି। ଅଧିକୃତ ହାଇେ ନଥିବା ଦେଶ ତକ୍ସ୍ଟମ୍ଭ ଦ୍ବାରା ଅଧିକୃତ ହବେ। କିନ୍ତୁ ତୁମ୍ଭମାନେେ ସଗେକ୍ସ୍ଟଡିକ ଏ ପର୍ୟ୍ଯନ୍ତ ନିଜ ଅଧିନକକ୍ସ୍ଟ ଆଣି ପାରିନାହିଁ।
ପ୍ରତି ପରିବାରରୁ ଲୋକମାନେ ମନୋନୀତ ହାଇେଥିଲେ। ସମାନେେ ଗୁଳିବାଣ୍ଟ ଦ୍ବାରା ମନୋନୀତ ହାଇେଥିଲେ। ପବିତ୍ର ସ୍ଥାନର ଦାଯିତ୍ବ ରେ ରହିବା ନିମନ୍ତେ କେତଜେଣ ବ୍ଯକ୍ତିଙ୍କୁ ମନୋନୀତ କରାୟାଇଥିଲା। ଆଉ ଅନ୍ୟ ଜଣେ ବ୍ଯକ୍ତିଙ୍କୁ ଯାଜକକର୍ମ ନିମନ୍ତେ ମନୋନୀତ କରାୟାଇଥିଲା। ଏହି ସମସ୍ତ ବ୍ଯକ୍ତିମାନେ ଇଲିଯାସର ଓ ଈଥାମରଙ୍କ ବଂଶରୁ ଆସିଥିଲେ।
ଇଶ୍ରାୟେଲମାନଙ୍କର ଅଧିପତିମାନେ ୟିରୁଶାଲମ ରେ ବାସ କଲେ। ଅବଶିଷ୍ଟ ଲୋକମାନେ ପବିତ୍ର ନଗର ୟିରୁଶାଲମ ରେ ବାସ କରିବା ନିମନ୍ତେ ପ୍ରତି ଦଶଜଣ ମଧ୍ଯରୁ ଜଣଙ୍କୁ ସେ ସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ଯାନ ନଗର ରେ ବାସ କରିବାକୁ ଗୁଲିବାଣ୍ଟ କଲେ।
ମୁଁ କବଳେ ମାରେ ଭକ୍ତି ଓ ଶ୍ରଦ୍ଧାକୁ ସଦାପ୍ରଭୁଙ୍କଠାରେ ଅର୍ପଣ କରିବି। ହେ ସଦାପ୍ରଭୁ, ତୁମ୍ଭେ ମାରେ ସହାୟ ହୁଅ ଏବଂ ମାେତେ ମାରେ ପ୍ରାପ୍ଯ ପ୍ରଦାନ କର।
ପରମେଶ୍ବର ଆମ୍ଭମାନଙ୍କୁ ଦେଶ ଦବୋ ପାଇଁ ମନୋନୀତ କରିଛନ୍ତି। ସେ ୟାକୁବକୁ ଅଧିକ ଭଲ ପାଉଥିବାରୁ ତାଙ୍କ ପାଇଁ ସବୁଠାରୁ ଭଲ ଦେଶକୁ ମନୋନୀତ କରିଥଲେ।
ହେ ପରମେଶ୍ବର, ତୁମ୍ଭେ ଶୁଣିଛ ମୁଁ ତୁମ୍ଭକୁ କ'ଣ ଦବୋପାଇଁ ପ୍ରତିଜ୍ଞା କରିଛି। ଯେଉଁମାନେ ତୁମ୍ଭକୁ ସମ୍ମାନ କରନ୍ତି, ସମାନଙ୍କେୁ ସର୍ବଦା ତୁମ୍ଭେ ୟାହା ଦିଅ, ତାହା ତୁମ୍ଭେ ମାେତେ ଦଲେ।
ଗୁଳିବାଣ୍ଟ ବିରୋଧ ମେଣ୍ଟାଇ ଦିଏ ଓ ବଳବାନମାନଙ୍କୁ ପୃଥକ କରେ।
ପୁଣି ତୁମ୍ଭମାନେେ ତୁମ୍ଭମାନଙ୍କ ଉତ୍ତରାଧିକାରୀମାନଙ୍କ ମଧିଅରେ ଓ ତୁମ୍ଭମାନଙ୍କ ମଧିଅରେ ବାସ କରୁଥିବା ବିଦେଶୀମାନଙ୍କ ନିମନ୍ତେ ଓ ସମାନଙ୍କେଠାରୁ ଉତ୍ପନ୍ନ ସନ୍ତାନ ସନ୍ତତି ନିମନ୍ତେ ଓ ଉତ୍ତରାଧିକାରୀ ନିମନ୍ତେ ଗୁଳାବାଣ୍ଟ ଦ୍ବାରା ଦେଶ ବିଭାଗ କରିବ ଏବଂ ସମାନେେ ଇଶ୍ରାୟେଲ ଲୋକମାନେ ସ୍ବଜନ୍ମସ୍ଥାନ ତୁଲ୍ଯ ବିବଚେିତ ହବୋ ଉଚିତ୍। ସମାନେେ ମଧ୍ଯ କିଛି ଇଶ୍ରାୟେଲ ଭୂମିର ଉତ୍ତରାଧିକାରୀ ହବୋ ଉଚିତ୍। ଇଶ୍ରାୟେଲ ପରିବାରବର୍ଗମାନଙ୍କ ମଧ୍ଯରୁ ସମାନଙ୍କେ ପାଇଁ ଭୂମି ପ୍ରାପ୍ତ କର।
ସହେି ହେଉଛି ଦେଶ ଯାହାକୁ ତୁମ୍ଭମାନେେ ଇଶ୍ରାୟେଲ ପରିବାରବର୍ଗର ଉତ୍ତରାଧିକାରୀମାନଙ୍କ ମଧିଅରେ ଭାଗ କରିବ ଓ ଏଗୁଡ଼ିକ ସମାନଙ୍କେର ଭିନ୍ନ ଭିନ୍ନ ଅଂଶ ଅଟେ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
ସମାନେେ ଯୀଶୁଙ୍କୁ କୃଶ ରେ କଣ୍ଟାମାରିସାରି ତାହାଙ୍କର ପୋଷାକ ପତ୍ର ନିଜ ନିଜ ଭିତ ରେ ଗୁଳାବାଣ୍ଟ କରି ବାଣ୍ଟି ନେଲେ।
ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଉପରେ କ୍ଷମତା ହଇେଛ। ଯେପରି ତୁମ୍ଭେ ତାହାଙ୍କୁ ଯେଉଁମାନଙ୍କ ପାଇଁ ଦଇେଛ, ସେସମସ୍ତଙ୍କୁ ସହେି ପୁତ୍ର ଅନନ୍ତ ଜୀବନ ଦିଅନ୍ତି।
ପରମେଶ୍ବର କିଣାନ ଦେଶର ସାତ ଗୋଟି ଜାତିକୁ ନଷ୍ଟ କରି ସହେି ଗୁଡ଼ିକ ଇଶ୍ରାୟେଲୀୟମାନଙ୍କୁ ଦେଲେ।
ତୁମ୍ଭେ ସହେି ଲୋକମାନଙ୍କୁ ସତ୍ଯ ପଥ ଦଖାଇବେ ଓ ସମାନଙ୍କେୁ ଅନ୍ଧକାରରୁ ଆଲୋକକୁ ଆଣିବ। ତୁମ୍ଭେ ସମାନଙ୍କେୁ ଶୟତାନର ଶକ୍ତି ନିକଟରୁ ଦୂ ରଇେ ନଇେ ପରମେଶ୍ବରଙ୍କ ପାଖକୁ ଆଣିବ। ତବେେ ସମାନଙ୍କେର ପାପକୁ କ୍ଷମା କରାୟିବ। ଯେଉଁମାନେ ମାେତେ ବିଶ୍ବାସ କରି ପବିତ୍ର ହାଇେଛନ୍ତି ସମାନଙ୍କେ ମଧିଅରେ ସମାନେେ ସ୍ଥାନ ପାଇବେ।'
ତା ହେଲେ ଯାଇ ତୁମ୍ଭେ ପ୍ରସନ୍ନ ହବେ ଓ ପିତାଙ୍କୁ ଧନ୍ଯବାଦ ଦବେ। ସେ ଯେଉଁ ବିଷୟଗୁଡ଼ିକ ତୁମ୍ଭ ପାଇଁ ପ୍ରସ୍ତୁତ କରିଛନ୍ତି, ସଗେୁଡ଼ିକ ପାଇବା ପାଇଁ ସେ ତୁମ୍ଭମାନଙ୍କୁ ଉପୟୁକ୍ତ କରି ଗଢ଼ିଛନ୍ତି। ଯେଉଁ ସାଧୁମାନେ ଆଲୁଅ ରେ ବାସ କରନ୍ତି, ସମାନଙ୍କେ ଲାଗି ସେ ଏହି ବିଷୟଗୁଡ଼ିକ ସୃଷ୍ଟି କରିଛନ୍ତି